ମେଟ୍ରୋ

ବିଜେଡିର ପରାଜୟ ପରେ ମୁହଁ ଖୋଲିଲେ ପ୍ରଦୀପ ମାଝି, କହିଲେ ଆମେ…

ଭୁବନେଶ୍ୱର,୮ା୬: ବିଜେଡିର ଶୋଚନୀୟ ପରାଜୟକୁ ନେଇ ପ୍ରଦୀପ ମାଝି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଆମେ ଯେପରି ଲଢ଼ିଥିଲୁ ଆଶାତୀତ ନ ଥିଲା। ଆମେ ଡିଫେନ୍ସିଭ ହୋଇ ନିର୍ବାଚନ ଲଢ଼ିଲୁ। ନବୀନଙ୍କୁ କାଉଣ୍ଟର କଲାଭଳି...

ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କାହିଁକି ସ୍ତ୍ରୀ,ପିଲାଙ୍କୁ ବିଦେଶ ପଠାଇଥିଲେ ପାଣ୍ଡିଆନ, ରିପୋର୍ଟ କହୁଛି…

ଭୁବନେଶ୍ୱର,୮ା୬: ଚଳିତ ସାଧାରଣ ନିର୍ବାଚନରେ ବିଜେଡି ଶୋଚନୀୟ ପରାଜୟ ବରଣ କରିଛି। ତେବେ ଏହା ପଛରେ କାର୍ତ୍ତିକ ପାଣ୍ଡିଆନଙ୍କ ଭୂମିକା ରହିଛି ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି। ବର୍ତ୍ତମାନ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି ପାଣ୍ଡିଆନ କେଉଁଆଡ଼େ ଚାଲିଯିବା ଏବଂ...

ମୁଖ୍ୟମନ୍ତ୍ରୀ ରେସ୍‌ରୁ ବାଦ୍‌ ପଡ଼ିପାରନ୍ତି ଧର୍ମେନ୍ଦ୍ର, କାରଣ…

ଭୁବନେଶ୍ୱର,୮ା୬: ସଦ୍ୟ ସମାପ୍ତ ହୋଇଥିବା ସାଧାରଣ ନିର୍ବାଚନରେ ଭାଜପାକୁ ବହୁମତ ମିଳିଛି। ରାଜ୍ୟରେ ମଧ୍ୟ ଭାଜପା ସରକାର ଗଢ଼ିବ ବୋଲି ସ୍ଥିର ହୋଇଛି। ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ କୌଣସି ସ୍ପଷ୍ଟତା ଏ ପର୍ଯ୍ୟନ୍ତ ଆସିପାରୁନାହିଁ। ନେତାଙ୍କୁ ଭୋଟ୍‌...

ଭାଜପାରେ ଯୋଗ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୮ା୬: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ ଶନିବାର ଦଳ ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ପାଟ୍ଟଶାଣୀ ୧୯୯୮ରୁ ୨୦୧୯ ପର୍ଯ୍ୟନ୍ତ ଭୁବନେଶ୍ୱର ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ। ସେ ପାଞ୍ଚ ଥର ପାଇଁ ଏମ୍‌ପି ଭାବରେ...

ପାଣ୍ଡିଆନଙ୍କୁ ନେଇ ଗଣମାଧ୍ୟମ ଆଗରେ ଖୋଲାଖୋଲି ଏମିତି କହିଦେଲେ ନବୀନ

ଭୁବନେଶ୍ୱର,୮।୬: ବିଜେଡି ରାଜ୍ୟରେ ପରାଜୟ ହେବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ଗଣମାଧ୍ୟମ ଆଗରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି। ନବୀନ କହିଛନ୍ତି, ଗଣତନ୍ତ୍ରରେ ଜିତିବା, ହାରିବା ନିରନ୍ତର ପ୍ରକ୍ରିୟା। ଦୀର୍ଘଦିନ କ୍ଷମତାରେ ରହିବା ପରେ ହାରିବାକୁ ସ୍ବୀକାର...

ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର,୮।୬: ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି। ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଓଡ଼ିଶା ଛୁଇଁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହା ପୂର୍ବରୁ ଆସନ୍ତା ୨-୩...

ବିଜେଡିରେ ଅସନ୍ତୋଷ, ଶଙ୍ଖ ଭବନରେ ପାଣ୍ଡିଆନଙ୍କ ବିରୋଧରେ ନାରା

ଭୁବନେଶ୍ୱର,୮।୬: ପରାଜୟ ପରେ ବିଜେଡିରେ ଅସନ୍ତୋଷ। କ୍ଷୁବ୍ଧ ହୋଇଛନ୍ତି ଯୁବ ଓ ଛାତ୍ର ନେତା। କୌଣସି ପରିସ୍ଥିତିରେ ପାଣ୍ଡିଆନ କିମ୍ବା ତାଙ୍କ ସମର୍ଥକଙ୍କୁ ଶଙ୍ଖ ଭବନରେ ପୂରାଇ ଦିଆଯିବ ନାହିଁ ବୋଲି ବିଜେଡିର ଯୁବ ଓ ଛାତ୍ରନେତା ମାନେ ଚେତାବନୀ...

ନବୀନ ନିବାସରେ ବିଜେଡି ନେତାଙ୍କ ଭିଡ, ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର,୮।୬: ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡକାଯାଇଛି। କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇପାରେ। ଏଥିପାଇଁ ନବୀନ ନିବାସରେ ପହଞ୍ଚିସାରିଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରତାପ ଦେବ, କଳିକେଶ ସିଂହଦେଓ...

ଓଡ଼ିଶାକୁ ଉପମୁଖ୍ୟମନ୍ତ୍ରୀ ଦେବ ଭାଜପା, ଏହି ନେତାଙ୍କ ନାଁରେ ଲାଗିଲା ମୋହର!

ଭୁବନେଶ୍ୱର,୮।୬: ଓଡ଼ିଶାରେ ଭାଜପା ବହୁମତ ହାସଲ କରି ସରକାର ଗଢିବାକୁ ଯାଉଛି। ହେଲେ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ ସେନେଇ ଏଯାଏ କୌଣସି ଘୋଷଣା ହୋଇନାହିଁ। ସେପଟେ ୧୦ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।...

ଦଳରୁ ବହିଷ୍କାର ପରେ ବିଜେଡି-କଂଗ୍ରେସ ବିଷୟରେ ଭିତିରି କଥା କହିଦେଲେ ମାନସ

ଭୁବନେଶ୍ୱର,୮।୬: କଂଗ୍ରେସର କଟକ ଜିଲା ସଭାପତି ମାନସ ଚୌଧୁରୀଙ୍କୁ ଶୁକ୍ରବାର ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ଯାହା ପରେ ସେ କଂଗ୍ରେସ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ମାନସ କହିଛନ୍ତି, ଏଥର ନିର୍ବାଚନରେ ରାଜ୍ୟ କଂଗ୍ରେସ ସଭାପତି...

ନବୀନ ନିବାସରେ ଅରୁଣ ପଟ୍ଟନାୟକ, ହେବେ କି ନବୀନଙ୍କ ଉତ୍ତରାଧିକାରୀ, ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୮।୬: ବିଜେଡିର ଶୋଚନୀୟ ପରାଜୟ ପରେ ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ ଶୁକ୍ରବାର ଓଡ଼ିଶା ଆସିଛନ୍ତି। ତେବେ ଅରୁଣଙ୍କ ଅଚାନକ ଭୁବନେଶ୍ୱର ଆଗମନକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ନବୀନଙ୍କ ଉତ୍ତରାଧିକାରୀ ହୋଇ ଅରୁଣ...

କିଏ ହେବେ ମୁଖ୍ୟମନ୍ତ୍ରୀ, ହେଲା ସ୍ପଷ୍ଟ

ଭୁବନେଶ୍ୱର, ୮।୬(ସୁନିତ୍‌ ମିଶ୍ର): ଓଡ଼ିଶାରେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ବିଜେଡିକୁ ହରାଇ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭାହୋଇ ସରକାର ଗଠନ ଦିଗରେ ଅଗ୍ରସର ହୋଇଛି। ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଏହା ପୂର୍ବରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri