ମେଟ୍ରୋ

ଘରୋଇ ଡାକ୍ତରଖାନାର ଚିକିତ୍ସକଙ୍କ ପାଇଁ ସ୍ବାସ୍ଥ୍ୟବିଭାଗ ଜାରି କଲା ଗାଇଡଲାଇନ୍‌

ଭୁବନେଶ୍ୱର,୧୭ା୭(ବ୍ୟୁରୋ)-ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଏବଂ ଡାକ୍ତରଙ୍କ ମଧ୍ୟରେ କୋଭିଡ୍‌-୧୯ ସଂକ୍ରମଣ ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘରୋଇ ଡାକ୍ତରଖାନାର ଚିକିତ୍ସକ ଏବଂ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ଗାଇଡଲାଇନ୍‌ ଜାରି କରାଯାଇଛି। ଏଣିକି...

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୫୩ କରୋନା ଆକ୍ରାନ୍ତ: ଗଞ୍ଜାମରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୭।୭(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୪୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୨୨୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୪୧, ନବରଙ୍ଗପୁରରୁ ୩୩, ଖୋର୍ଦ୍ଧାରୁ ୨୮, ବଲାଙ୍ଗୀରରୁ ୨୬, କେନ୍ଦୁଝରରୁ ୧୭, ବାଲେଶ୍ୱରରୁ ୧୫, ଜଗତସିଂହପୁର ଓ...

ରାଜଧାନୀରେ ଏକ ଗଣମାଧ୍ୟମ ସଂସ୍ଥାର ୫ଜଣଙ୍କୁ କରୋନା

ଭୁବନେଶ୍ୱର,୧୭।୭(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ଚିହ୍ନଟ ହୋଇଥିବା ୧୨୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୫ଜଣ ଗଣମାଧ୍ୟମ ସଂସ୍ଥାର କର୍ମଚାରୀ ଅଛନ୍ତି। ସେମାନଙ୍କର ବୟସ ଯଥାକ୍ରମେ ୩୫, ୩୨, ୨୪,୨୮, ୩୦ ବର୍ଷ ଏବଂ ସମସ୍ତେ ପୁରୁଷ ଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)...

ଜୁଲାଇ ୩୧ ଯାଏ ମୋ’ ବସ୍‌ ସେବା ବନ୍ଦ

ଭୁବନେଶ୍ୱର,୧୭।୭(ବ୍ୟୁରୋ)-ସାରା ରାଜ୍ୟରେ ଦିକୁ ଦିନ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ରାତି ୯ଟାରୁ ଜୁଲାଇ ୩୧ ତାରିଖ ଯାଏ ଲକ୍‌ଡାଉନ କଟକଣା ଲାଗୁ କରିଛନ୍ତି। ତେବେ ଏହି ସମୟରେ ମୋ...

ଡ୍ୟୁଟିରେ ଥାଇ ଜୀବନ ଗଲେ ମିଳିବ ଭତ୍ତା

ଭୁବନେଶ୍ୱର,୧୭।୭(ବ୍ୟୁରୋ): କୋଭିଡ ଯୋଦ୍ଧା ଅଙ୍ଗନଓ୍ବାଡି ଓ ଆଶା କର୍ମଙ୍କ ପରିବାର ପାଇଁ ରାଜ୍ୟ ସରକାର ନୂଆ ଘୋଷଣା କରିଛନ୍ତି। ଡ୍ୟୁଟିରେ ଥାଇ ଅଙ୍ଗନଓ୍ବାଡି, ଆଶା କର୍ମୀଙ୍କ ମୃତ୍ୟୁ ଘଟିଲେ ପରିବାରକୁ ଭତ୍ତା ମିଳିବ। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୬୦ ବର୍ଷ...

ଆଜି ରାତି ୯ରୁ ଲକ୍‌ଡାଉନ୍‌: ବାହାର ଲୋକ ଭୁବନେଶ୍ୱର ଆସିବା ମନା; ଉଠାଇ ନିଆଯିବ ବାଇକ୍‌

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଶୁକ୍ରବାର ରାତି ୯ଟାରୁ ଜୁଲାଇ ୩୧ ତାରିଖ ଯାଏ ୪ଜିଲା ରାଉରକେଲା ମହାନଗର ନିଗମକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଗତଥର ଅପେକ୍ଷା ଏହି ଲକ୍‌ଡ଼ାଉନ୍‌ ଟିକେ କଡ଼ା, ସମସ୍ତଙ୍କୁ ମାନିବାକୁ ପଡ଼ିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ...

କେବେ ବାହାରିବ କହି ହେବନାହିଁ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷାଫଳ ବାହାରିବା ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଶୁକ୍ରବାର ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ। କେବେ ବାହାରିବ କହି ହେବନାହିଁ ବୋଲି ସେ କହିଛନ୍ତି। ଏଯାଏ ଯୁକ୍ତ ୨ ଖାତା ଦେଖା ସରିନି,...

କରୋନା ଆଁରେ ରାଜଧାନୀ: ଆଜି ଚିହ୍ନଟ ହେଲେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ; ମୋଟ ସଂଖ୍ୟା ୧ହଜାର ଟପିଲା

ଭୁବନେଶ୍ୱର,୧୭।୭(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ୧୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୨ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୫୨ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୪୩ ଟପିଛି। ଯାହା ମଧ୍ୟରୁ ୫୭୪...

ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ନୂଆ ମୋଡ଼: ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଡ୍ରାଇଭର କହିଲେ ଏଭଳି କଥା

ଭୁବନେଶ୍ୱର,୧୭।୭(ବ୍ୟୁରୋ): ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ବେଳକୁ ବେଳ ନୂଆ ମୋଡ ନେଉଛି। ଉକ୍ତଦିନ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଚଳାଇଥିବା ଡ୍ରାଇଭର ଏବେ ନୂଆ ଟୁଇଷ୍ଟ ଆଣିଛନ୍ତି। ସେଦିନ ଏକ୍ସପ୍ରେସ କାହାକୁ ଧକ୍କା ଦେଇନାହିଁ ବୋଲି ଡ୍ରାଇଭର କହିଛନ୍ତି। ରାତି...

ପୋଲିସ କର୍ମଚାରୀଙ୍କୁ ସିପିଙ୍କ ଟାର୍ଗେଟ: ଏଣିକି ଫିଟ୍‌ନେସ୍‌ ନଥିଲେ ଅବସର !

ଭୁବନେଶ୍ୱର,୧୭।୭(ବ୍ୟୁରୋ): କମିଶନରେଟ ପୋଲିସର ସମସ୍ତ କର୍ମଚାରୀଙ୍କୁ ଦିଆଗଲା ଫିଟ୍‌ନେସ୍‌ ଟାର୍ଗେଟ। ଏନେଇ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଶୁକ୍ରବାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେ କହିଛନ୍ତି, ଏକ ସପ୍ତାହ ମଧ୍ୟରେ ସବୁ କର୍ମଚାରୀଙ୍କ ଉଚ୍ଚତା, ଓଜନ ମାପ ହେବ। ସବୁ କର୍ମଚାରୀଙ୍କୁ...

କମିଶନରେଟ ପୋଲିସ ମୁଖ୍ୟାଳୟରେ ଲାଞ୍ଚ: ଧରିଲା ଭିଜିଲାନ୍ସ,କନଷ୍ଟେବଳ ଜେଲ ଗଲେ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଖାକିରେ ଲାଗିଛି ଲାଞ୍ଚ କଳଙ୍କ। ସବୁଠୁ ଦକ୍ଷ ତଥା ସଚ୍ଚୋଟ ବୋଲି କହୁଥିବା କମିଶନରେଟ ପୋଲିସ ମୁଖ୍ୟାଳୟରେ ବି ଚାଲିଛି ଲାଞ୍ଚ କାରବାର। ଯେଉଁଥିପାଇଁ ଗୁରୁବାର ପୋଲିସ ଭବନରେ ପଶିଛି ଭିଜିଲାନ୍ସ। ପ୍ରୋଭିଡେଣ୍ଟ ଫଣ୍ଡ୍‌ (ପିଏଫ୍‌) କରାଇ ଦେବାକୁ...

ରାଜ୍ୟରେ ଆଉ ୪ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି। ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri