ମେଟ୍ରୋ

ପରପାରିରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ

ଭୁବନେଶ୍ୱର,୫।୭: କାକଟପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ  ସୁରେନ୍ଦ୍ରନାଥ ନାୟକଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ୯୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ।...

ତାଗିଦ ପରେ ବି ମୁହଁ ଖୋଲିଲେ ବିଜେଡି କର୍ପୋରେଟର୍‌

ଭୁବନେଶ୍ୱର, ୫।୭ (ବନ୍ଦନା ସେଠୀ):ଭୁବନେଶ୍ୱର ବିଜେଡିର ସାଙ୍ଗଠନିକ ଜିଲା ସଭାପତି ସୁଶାନ୍ତ ରାଉତଙ୍କ ତାଗିଦା ପରେ ବି ମୁହଁ ବନ୍ଦ କରିପାରିନାହାନ୍ତି ବିଜେଡି କର୍ପୋରେଟର ବିରଞ୍ଚତ୍ ନାରାୟଣ ମହାସୁପକାର। ଗଣମାଧ୍ୟମକୁ ବିବୃତ୍ତି ଦେଇ ସେ କହିଛନ୍ତି, ଦଳର ସଭାପତି ନବୀନ...

ବିଜେଡି କର୍ପୋରେଟରଙ୍କୁ ଦଳୀୟ କଟକଣା

ଭୁବନେଶ୍ୱର, ୫।୭ (ବନ୍ଦନା ସେଠୀ):ଭୁବନେଶ୍ୱର ମହାନଗର ନିଗମ ବିଜେଡିରେ ଫାଟ ସୃଷ୍ଟିକୁ ନେଇ ଚର୍ଚ୍ଚା ଲାଗିରହିଛି। ଏପରିସ୍ଥିତିରେ ଏହାକୁ ନେଇ ବିଜେଡି କର୍ପୋରେଟରଙ୍କ ବୈଠକ ଏବଂ ପରସ୍ପରକୁ ଆରୋପ ପ୍ରତ୍ୟାରୋପ ପରେ ଦଳ ପକ୍ଷରୁ କଟକଣା ଜାରି ହୋଇଛି। ଏଣିକି...

ଏ ବର୍ଷ ବଦଳିବନି ସ୍କୁଲ ପୋଷାକ: ଜଣକ ପିଛା ମିଳିବ ୫୦୦ ଟଙ୍କା

ଭୁବନେଶ୍ୱର,୪।୭(ଅସମାପିକା ସାହୁ): ଶିକ୍ଷାବର୍ଷ ୨୦୨୪-୨୫ ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କୁ ପୋଷାକ ବଣ୍ଟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜଣକ ପିଛା...

ନକଲି ଚେକ୍‌ରେ ଡିଏମ୍‌ଏଫ୍‌ ଆକାଉଣ୍ଟରୁ ୯.୬ କୋଟି ହଡ଼ପ ମାମଲା: ଆହୁଜା ଆଣ୍ଡ୍‌ ଆସୋସିଏଟ୍ସ ମାଲିକ ଗିରଫ

ଭୁବନେଶ୍ୱର,୫।୭(ସତ୍ୟଜିତ୍‌ ରାଉତ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ରେ ଥିବା ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌)ର ଆକାଉଣ୍ଟରୁ ନକଲି ଚେକ୍‌ ଜରିଆରେ ୯.୬ କୋଟି ଟଙ୍କା ହଡ଼ପ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଆଉ...

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ବଢିବ ଓଡ୍ରାଫ୍‌ ୧୦ ୟୁନିଟ୍

ଭୁବନେଶ୍ୱର,୪ା୭(ଅନିଲ ଦାସ): କଟକ, ଭୁବନେଶ୍ୱର ଓ ଅନ୍ୟାନ୍ୟ ସହରାଞ୍ଚଳରେ ବନ୍ୟା ପରିଚାଳନା ପାଇଁ ଆଇଆଇଟି ଦିଲ୍ଲୀର ବୈଷୟିକ ସହାୟତା ନିଆଯାଇ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ। ରାଜ୍ୟ, ଜିଲା ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ୨୪ ଘଣ୍ଟା କଣ୍ଟ୍ରୋଲ ରୁମ୍‌...

ସରକାରଙ୍କ ବଡ଼ ନିଷ୍ପତ୍ତି: ଓଡ଼ିଆରେ ହେବ ଡାକ୍ତରୀ ପାଠପଢ଼ା

ଭୁବନେଶ୍ୱର,୫ା୭(ବନ୍ଦନା ସେଠୀ):ରାଜ୍ୟରେ ଓଡ଼ିଆ ଭାଷାରେ ଡାକ୍ତରୀ ପାଠ ପଢାଯିବ। ଏଥିପାଇଁ କେଉଁସବୁ ବ୍ୟବସ୍ଥା ଆପଣାଯିବ ତାହା ସ୍ଥିର କରିବା ପାଇଁ ରାଜ୍ୟ ସରକାର ଏକ ୨୨ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏମ୍‌ବିବିଏସ୍‌ କୋର୍ସ ପାଇଁ ଆବଶ୍ୟକ ପାଠ୍ୟପୁସ୍ତକକୁ ଓଡ଼ିଆରେ...

ରତ୍ନଭଣ୍ଡାର ଖୋଲିବା ନେଇ ବଡ଼ ଘୋଷଣା କଲେ ଆଇନମନ୍ତ୍ରୀ:୧୬ ଜଣିଆ କମିଟି ଗଠନ

ଭୁବନେଶ୍ୱର,୫ା୭(ଅନିଲ ଦାସ):ଖୁବ୍‌ଶୀଘ୍ର ଶ୍ରୀଜୀଉଙ୍କ ରତ୍ନଭଣ୍ଡାର ଖୋଲିବ। ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି। ଏ ନେଇ ଗୁରୁବାର ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ହାଇକୋର୍ଟର...

ଏହି ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ସଚିବ!

ଭୁବନେଶ୍ୱର, ୪।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୦୬ ବ୍ୟାଚ ଆଇଏଏସ ମନୋଜ କୁମାର ସାହୁଙ୍କୁ ନିଯୁକ୍ତ କରାଯାଇପାରେ। ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ...

ଉପମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଏହି ଅଧିକାରୀଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର, ୪।୭: ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୨ ବ୍ୟାଚ ଆଇଏଏସ୍‌ ଗଣେଶ୍ୱର ଜେନାଙ୍କୁ ନିଯୁକ୍ତ ଦିଆଯାଇଛି । ଆଜି ତାଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି...

କଂଗ୍ରେରେ ମିଶିଯାଉ ବିଜେଡି : ଏପରି କାହିଁକି କହିଲେ ସପ୍ତଗିରି

ଭୁବନେଶ୍ୱର, ୪।୭: ଦୀର୍ଘ ୧୦ ବର୍ଷ ଧରି କେନ୍ଦ୍ରରେ ଏନ୍‌ଡିଏ ସରକାରର ସବୁ ନିଷ୍ପତ୍ତିକୁ ବିଜେଡି ସମର୍ଥନ କରିଆସୁଥିଲା। ହେଲେ ଏବେ ରାଜ୍ୟରେ ୨୧ ଲୋକ ସଭା ଆସନ ମଧ୍ୟରୁ ଗୋଟିଏ ହେଲେ ବି ସିଟ୍‌ ବିଜେଡି ଜାତିପାରିଲା ନାହିଁ।...

ରତ୍ନଭଣ୍ଡାର ପ୍ରସଙ୍ଗ ଉପରେ ବଡ଼ ପ୍ରତିକ୍ରିୟା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, କହିଲେ ୬ରେ…

ଭୁବନେଶ୍ୱର,୪।୭: ରତ୍ନଭଣ୍ଡାର ପ୍ରସଙ୍ଗ ଉପରେ ବଡ଼ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବ। ୬ ତାରିଖ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଅନ୍ୟପଟେ, ୮ରେ ରତ୍ନଭଣ୍ଡାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri