ମେଟ୍ରୋ

ଜେଜିଏଲ୍‌ଏସ୍‌କୁ ନମ୍ବର ୧ ଲ’ ସ୍କୁଲ ମାନ୍ୟତା

ଭୁବନେଶ୍ୱର, ୫ା୩: ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର ଜିନ୍ଦଲ ଗ୍ଲୋବାଲ ଲ’ ସ୍କୁଲ(ଜେଜିଏଲ୍‌ଏସ୍‌)କୁ ଦେଶର ନମ୍ବର ୧ ଲ’ ସ୍କୁଲ ମାନ୍ୟତା ମିଳିଛି। ଆଇନ କ୍ଷେତ୍ରରେ କ୍ୟୁଏସ୍‌ ଓ୍ବାର୍ଲଡ ୟୁନିଭର୍ସିଟି ସବଜେକ୍ଟ ର଼୍ୟାଙ୍କିଙ୍ଗରେ ସ୍ଥାନିତ ହେବା ସହ ଭାରତକୁ ଗୌରବାନ୍ବିତ କରିଛି।...

ରାସ୍ତାକଡ଼ରେ ଖୋଲିପାରିବନି ରଙ୍ଗ ଦୋକାନ

ଭୁବନେଶ୍ୱର,୫ା୩(ବ୍ୟୁରୋ): ଆସନ୍ତା ୧୦ ତାରିଖରେ ହୋଲି ପର୍ବ ପାଳିତ ହେବ। ଏଥିପାଇଁ ବ୍ୟବସାୟୀମାନେ ଭୁବନେଶ୍ୱରର ଏଣେତେଣେ କି ରାସ୍ତାକଡ଼ରେ ରଙ୍ଗ ବେପାର କରିବେ। ତେଣୁ ଏଥିରେ ରୋକ ଲଗାଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ବିଏମ୍‌ସିର ବିନା ଅନୁମତିରେ ବ୍ୟବସାୟୀମାନେ...

ଡରାଇଲାଣି ଘାତକ କରୋନା: ଆଡ୍‌ଭାଇଜରି ଜାରି କଲେ ଏସ୍‌ଆର୍‌ସି, ଜାଣନ୍ତୁ କ’ଣ କରିବେ/ନ କରିବେ

ଭୁବନେଶ୍ୱର,୪।୩(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସ୍‌ଆର୍‌ସିଙ୍କ ପକ୍ଷରୁ ଆଡ୍‌ଭାଇଜରି ଜାରି କରାଯାଇଛି। ତଦନୁଯାୟୀ -କାର୍ଯ୍ୟକ୍ଷେତ୍ରକୁ ସ୍ବଚ୍ଛ, ପରିଷ୍କାର ରଖନ୍ତୁ। -ଡେସ୍କ, ଟେବୁଲ, ଟେଲିଫୋନ, କମ୍ପ୍ୟୁଟର, କି-ବୋର୍ଡଗୁଡ଼ିକୁ ନିୟମିତ ସଫା କରନ୍ତୁ। -ହାତକୁ ବାରମ୍ବାର ଭଲଭାବେ ଧୁଅନ୍ତୁ। -ଓ୍ବାଶିଂ ମେଶିନ...

ହାତ ମିଳାଅନି, ଆଲିଙ୍ଗନ କରନି

ଭୁବନେଶ୍ୱର,୪।୩(ବ୍ୟୁରୋ): କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ସମୀକ୍ଷା କରାଯାଇଛି। ଏନେଇ ସୂଚନା ଦେଇ ସ୍ବାସ୍ଥ୍ୟ ସଚିବ କହିଛନ୍ତି, ରାଜ୍ୟରେ କରୋନା ରକ୍ତ ପରୀକ୍ଷା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ହେବ। କଟକ ଏସ୍‌ସିବି...

ମଧୁସୂଦନ ପାଢ଼ୀ ହେଲେ ପରିବହନ ସଚିବ

ଭୁବନେଶ୍ୱର,୪।୩(ବ୍ୟୁରୋ): ବରିଷ୍ଠ ଆଇଏଏସ୍‌ ଅଫିସର ମଧୁସୂଦନ ପାଢ଼ୀଙ୍କୁ ପରିବହନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହ ତାଙ୍କୁ ଚକବନ୍ଦୀ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ପୂର୍ବରୁ ପାଢ଼ୀଙ୍କ ସ୍ଥାନକୁ ପରିବହନ ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କୁ ବଦଳି କରାଯାଇଛି। ମେହେର୍ଦ୍ଦା...

ଚିଟ୍‌ଫଣ୍ଡ ତଦନ୍ତ କମିଶନଙ୍କ ଶୁଣାଣି ବନ୍ଦ ନେଇ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ: ସୁର

ଭୁବନେଶ୍ୱର,୪।୩(ବ୍ୟୁରୋ): ଚିଟ୍‌ଫଣ୍ଡ ତଦନ୍ତ କମିଶନଙ୍କ ଶୁଣାଣି ବନ୍ଦ ନେଇ ନୋଟିସ ଜାରି କରାଯିବା ପରେ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି।...

ଏଯାବତ୍‌ ରାଜ୍ୟରେ କରୋନା ଆକ୍ରାନ୍ତ ନାହାନ୍ତି, ବନ୍ଦ ହେବନି ସ୍କୁଲ: ମନ୍ତ୍ରୀ

ଭୁବନେଶ୍ୱର,୪।୩(ବ୍ୟୁରୋ): ଚାଇନାରୁ ସୃଷ୍ଟ କରୋନା ସଂକ୍ରମଣ ଦିନକୁ ଦିନ କାୟା ମେଲାଇବାରେ ଲାଗିଛି। ଇତିମଧ୍ୟରେ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୨୮ ଛୁଇଁଲାଣି। ରାଜ୍ୟରେ ୧୧୫ଜଣଙ୍କୁ ହୋମ ଆଇସୋଲେଶନରେ ରଖାଯାଇଛି। ଏହାକୁ ନେଇ ସ୍କୁଲଗୁଡ଼ିକ ବନ୍ଦ ରହିବ କି ନାହିଁ...

ଅତିଥି ବେଶରେ ଗହଣା ବ୍ୟାଗ୍‌ ନେଇ ଚମ୍ପଟ ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା କମିଶନରେଟ ପୋଲିସ, ଜବତ ହେଲା ଟଙ୍କା

ଭୁବନେଶ୍ୱର,୪।୩(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା କ୍ରିଷ୍ଟାଲ କୋଟିଆ କଲ୍ୟାଣ ମଣ୍ଡପରେ ଚାଲିଥିବା ଏକ ବିବାହ ଉତ୍ସବରେ ଭିଆଇପି ଅତିଥି ସାଜି ଗହଣା ବ୍ୟାଗ୍‌ ଲୁଟ୍‌ର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେ ହେଲେ...

ବ୍ୟାପୁଛି କରୋନା: ମୁକାବିଲା ଲାଗି ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

ଭୁବନେଶ୍ୱର,୪।୩(ବ୍ୟୁରୋ): ପ୍ରାଣଘାତୀ କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିବା ବେଳେ ବୁଧବାର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିବା ସୂଚନା ମିଳିଛି। ଏ ନେଇ ବୈଠକରେ ଉପସ୍ଥିତ ଡିଏମ୍‌ଇଟି ଡା. ସିବିକେ ମହାନ୍ତି ପ୍ରତିକ୍ରିୟା...

ଅନ୍‌ଲାଇନ୍‌ରେ ହେବ ଟ୍ରେଡ୍‌ ଲାଇସେନ୍ସ ଆବେଦନ

ଭୁବନେଶ୍ୱର, ୪ା୩ (ବ୍ୟୁରୋ): ଭୁବନେଶ୍ୱରର ବ୍ୟବସାୟୀମାନେ ପ୍ରଥମଥର ବିନା କିଛି ଝିଞ୍ଜଟରେ ଏବେ ଟ୍ରେଡ୍‌ ଲାଇସେନ୍ସ ପାଇଁ ଆବେଦନ କରିପାରିବେ। ଲାଇସେନ୍ସ ପାଇବାକୁ ସେମାନଙ୍କୁ ଆଉ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଫିସ୍‌କୁ ଦୌଡିବାକୁ ପଡିବନି। ଏବେଠାରୁ ସେମାନେ ଅନଲାଇନ୍‌ରେ...

ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି ଶୁଭାରମ୍ଭ ଫ୍ୟୁଚର ସ୍କିଲର ବିଭିନ୍ନ ବିଭାଗରେ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ସ୍ଥାପନ ଲକ୍ଷ୍ୟ: ସଭାପତି

ଭୁବନେଶ୍ୱର,୪ା୩: ଓଡ଼ିଶା ସରକାରଙ୍କ ଆଦେଶକ୍ରମେ ସି.ଭି.ରମଣ ଇଞ୍ଜିନିୟରିଂ କଲେଜ ବିଶ୍ୱବିଦ୍ୟାଳୟ ମାନ୍ୟତା ଲାଭ କରିଛି। ଫେବୃୟାରୀ ୨୯ଠାରୁ ଏହାର ନୂତନ ନାମ ସି.ଭି.ରମଣ ଗ୍ଲୋବାଲ ୟୁନିଭର୍ସିଟି ହୋଇଛି। ଏଠାରେ ପ୍ରଥମ ୫ ବର୍ଷ ଷ୍ଟାର୍ଟ ଅପ, ଇନୋଭେଷନ ଏବଂ ଗବେଷଣାକୁ...

କରୋନା ଗୁଜବ ଯୋଗୁ କ୍ଷତିରେ କୁକୁଡା ଚାଷୀ

ଭୁବନେଶ୍ୱର,୪ା୩: ବ୍ରଏଲର କୁକୁଡ଼ା ମାଂସରେ କରୋନା ବ୍ୟାପିବାର ଗୁଜବ ଯୋଗୁ ଏବେ ଏହି ସାରା ଦେଶରେ ଶିଳ୍ପ ଉପରେ ଏହାର ପ୍ରଭାବ ପଡିଛି। ଓଡ଼ିଶାରେ କୁକୁଡ଼ା ଚାଷୀମାନେ ଏହା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଥିବା ଶିଳ୍ପ ପକ୍ଷରୁ କୁହାଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri