ଭୁବନେଶ୍ୱର,୪।୫: ଟିକେଟ୍ ଆଶାରେ ଦୁଇମାସ ତଳେ ଭାଜପାରେ ଯୋଗ ଦେଇଥିବା ବରିର ପୂର୍ବତନ ବିଧାୟକ ଆଜି ପୁଣି କଂଗ୍ରେସରେ ଯୋଗ ଦେଇଛନ୍ତି। ଭୋଟ୍ ଦୁଆର ମୁହଁରେ ପହଞ୍ଚିଥିବା ବେଳେ କେଉଁ ଦୁଆରେ ଦେବାଶିଷ ଛିଡା ହୋଇ ନିଜ ରାଜନୈତିକ ସ୍ବାର୍ଥ...
ଭୁବନେଶ୍ୱର,୪।୫: ୨୪ ଘଣ୍ଟାରେ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା। ଉପକୂଳ ସମେତ କିଛି ସ୍ଥାନରେ କାଳବୈଶାଖୀ ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କାଳବୈଶାଖୀ ପ୍ରଭାବରେ ୩ରୁ ୫ ଡିଗ୍ରୀ ଯାଏ ତାପମାତ୍ରା ହ୍ରାସ ଘଟିପାରେ।
ଭୁବନେଶ୍ୱର,୪।୫: ରବିବାର ରାତିରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ। ଏଥିସହ ଭୁବନେଶ୍ବରରେ ମଧ୍ୟ ରାତ୍ରୀଯାପନ କରିବେ ବୋଲି ଜଣାପଡିଛି। ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଏକ ସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ...
Archives
Model This Week
ପିଲାଙ୍କ ଧରିତ୍ରୀ