ମେଟ୍ରୋ

ଓଡ଼ିଶା ସିଆର୍‌ପିଏଫ୍‌ ମହାନିରୀକ୍ଷକଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌) ଓଡିଶା ସେକ୍ଟର ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ନୂଆ ପୋଲିସ ମହାନିରୀକ୍ଷକ ଭାବେ ସଂଗ୍ରାମ କେଶରୀ ମହାନ୍ତି ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳରେ ୧୯୮୬ ବ୍ୟାଚର...

ରେଲଓ୍ବେ ଚାକିରି ଦେବାକୁ କହି ଦେଢ଼ଲକ୍ଷ ଠକେଇ, ଯୁବକ ଗିରଫ

ପାତ୍ରପଡା,୧୯ା୧୦(ଡି.ଏନ.ଏ.): ରେଲଓ୍ବେରେ ଚାକିରି କରାଇ ଦେବା ଆଳରେ ଦେଢଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଝାଡଖଣ୍ଡ ରାଞ୍ଚି ଅଞ୍ଚଳର ଆଶିଷ ସିଂ(୨୮)। ଅଭିଯୋଗ ଅନୁଯାୟୀ, ଜଗତ୍‌ସିଂହପୁର ନୂଆଗଁ। ଅଞ୍ଚଳର...

୨ ମହିଳାଙ୍କଠାରୁ ସୁନାଚେନ୍‌ ଲୁଟ୍‌: ବରିମୁଣ୍ଡା ରାସ୍ତାରେ ଲୁଟେରା-ମହିଳା ଧସ୍ତାଧସ୍ତି

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଧୀନ ବରିମୁଣ୍ଡା ଗଁ। ରାସ୍ତା ଏବଂ ଚନ୍ଦ୍ରଶେଖରପୁର ଥାନା ଅଧୀନ କାନନ ବିହାର ଫେଜ-୨ ଅଞ୍ଚଳରେ ଶୁକ୍ରବାର ୨ଜଣ ମହିଳାଙ୍କ ବେକରୁ ସୁନାଚେନ ଲୁଟି ନିଆଯାଇଛି। ବରିମୁଣ୍ଡା ଗାଁ ରାସ୍ତାରେ ଯେଉଁ ଲୁଟ ହୋଇଛି...

ସିଇଟିରେ ହେବ ‘କ୍ରିଟିକାଲ ମେଶିନ୍‌ ଲର୍ନିଂ’ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ଦକ୍ଷତା ବିକାଶ ନିମନ୍ତେ ମୁମ୍ବାଇସ୍ଥିତ ସେମାରୁ ଚଳଚ୍ଚିତ୍ର ସଂସ୍ଥା ପକ୍ଷରୁ ଖୁବ୍‌ଶୀଘ୍ର ଭୁବନେଶ୍ୱରଠାରେ ଏକ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହାସହ ଟେକ୍‌ ମହିନ୍ଦ୍ରା ପକ୍ଷରୁ ସିଇଟି କଲେଜରେ ‘କ୍ରିଟିକାଲ ମେଶିନ୍‌ ଲର୍ନିଂ’ ପାଠ୍ୟକ୍ରମ ପାଇଁ ସେଣ୍ଟର ଅଫ୍‌...

ଥାନାରେ ବେଆଇନ ଅଟକ ରଖିବା ମାମଲାରେ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ: ୨ମାସ ମଧ୍ୟରେ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅ

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ୭ବର୍ଷ ତଳେ ଖଣ୍ଡଗିରି ଓ କନ୍ଦରପୁର ଥାନାରେ ଜଣେ ବ୍ୟକ୍ତିଙ୍କୁ ବେଆଇନ ଭାବେ ଅଟକ ରଖିବା ମାମଲାର ବିଚାରକରି ଓଡ଼ିଶା ମାନବ ଅଧିକାର କମିଶନ (ଓଏଚ୍‌ଆର୍‌ସି) ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏଥିପାଇଁ ୨ମାସ ମଧ୍ୟରେ ପୀଡ଼ିତଙ୍କୁ...

ଗ୍ରାମାଞ୍ଚଳରେ ନିଷେଧ ହେବ ପ୍ଲାଷ୍ଟିକ

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ଆସନ୍ତାବର୍ଷରୁ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ୫୦ ମାଇକ୍ରନରୁ କମ୍‌ ମୋଟେଇ ପଲିଥିନ ଓ ପ୍ଲାଷ୍ଟିକକୁ ନିଷେଧ କରାଯିବ। ଏ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ପରିବେଶ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ଶୁକ୍ରବାର ପରିବେଶ...

‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମର ଶୁଭାରମ୍ଭ: ପୁଷ୍ଟିହୀନମୁକ୍ତ ପଞ୍ଚାୟତକୁ ମିଳିବ ପୁରସ୍କାର

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ରାଜ୍ୟରେ ୨୦୦୫-୦୬ ବେଳକୁ ଶିଶୁ ମୃତ୍ୟୁହାର ୬୫% ଥିବାବେଳେ ୨୦୧୫-୧୬ ବେଳକୁ ହ୍ରାସ ପାଇ ୪୦%ରେ ପହଞ୍ଚତ୍ଛି। ଶିଶୁ ମୃତ୍ୟୁର ପ୍ରମୁଖ କାରଣ ପୁଷ୍ଟିହୀନତା। ରାଜ୍ୟକୁ ପୁଷ୍ଟିହୀନମୁକ୍ତ କରିବା ପାଇଁ ‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମ ଆରମ୍ଭ...

ବେଆଇନ କୋଇଲା ଚାଲାଣ: ୭ଜଣଙ୍କୁ ଧରିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ଅନୁଗୋଳ ଜିଲାରେ ଗତ କିଛି ମାସ ହେବ ବେଆଇନ ଭାବେ କୋଇଲା ଚୋରା ଚାଲାଣ ଚାଲିଛି। ଏ ନେଇ ସ୍ଥାନୀୟ ପୋଲିସ ଓ ଜିଲା ପ୍ରଶାସନ ଅବଗତ ଥିଲେ ବି ଚୁପ ବସିଛି। ତେବେ ବେଆଇନ କୋଇଲା...

ପାର୍କିଂ ଫି ଆଦାୟ: ୧୦ ମଲ୍‌କୁ ବିଡିଏର ନୋଟିସ; ନିର୍ଦ୍ଦେଶ ନ ମାନିଲେ ବିଲ୍ଡିଂ ସିଲ୍‌

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ବ୍ୟବସାୟିକ ପ୍ରତିଷ୍ଠାନ, ସିନେମା ହଲ, ମଲ୍‌, ଆପାର୍ଟମେଣ୍ଟ, ହସ୍ପିଟାଲରେ ଲୋକଙ୍କ ପାଇଁ ପାର୍କିଂ ସମ୍ପୂର୍ଣ୍ଣ ମାଗଣା କରିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ନିର୍ଦ୍ଦେଶ ଦେଇଛି। ମାତ୍ର ଏହି ନିର୍ଦ୍ଦେଶକୁ ଅବମାନନା କରି ବେଆଇନ୍‌ ଭାବେ ପାର୍କିଂ...

ଧର୍ମେନ୍ଦ୍ରଙ୍କୁ ପ୍ରସନ୍ନଙ୍କ ଉତ୍ତର: କେବଳ ମୁଖ୍ୟମନ୍ତ୍ରୀ ନୁହେଁ, ପ୍ରଧାନମନ୍ତ୍ରୀ ବି ଗୋଟିଏ ଆସନ ଛାଡ଼ିଛନ୍ତି

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନକୁ ନେଇ ପ୍ରଚାର କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ବିଜେପୁର ଛାଡ଼ିଦେଲେ ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରସନ୍ନ। ସେ କହିଛନ୍ତି,...

ପ୍ରସନ୍ନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ: ପଶ୍ଚିମ ଓଡ଼ିଶାର ବିକାଶ ହେବ ବୋଲି କହି ଆଣିଥିଲ, ମୁଖ୍ୟମନ୍ତ୍ରୀ କାହିଁକି ଛାଡ଼ି ଚାଲିଗଲେ

ଭୁବନେଶ୍ୱର/ବରଗଡ଼ ଅଫିସ,୧୮।୧୦(ବ୍ୟୁରୋ): ଆଉ ତିନି ଦିନ ପରେ ବିଜେପୁର ଉପନିର୍ବାଚନ। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର ମଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧରିଥିବା ବେଳେ ଭାଜପା ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର କରୁଛନ୍ତି କେନ୍ଦ୍ର ମନ୍ତ୍ରୀ...

ଆଜି ବି ଚାଲିବ ପରୀକ୍ଷା ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ): ଆଜି ଅର୍ଥାତ୍‌ ଶୁକ୍ରବାର ଏକ ପରୀକ୍ଷା ସ୍ପେଶାଲ ଟ୍ରେନ୍‌ ଚାଲିବ। ଏ ନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ଟ୍ରେନ୍‌ଟି ପୁରୀରୁ ଟାଟା ନଗର ପର୍ଯ୍ୟନ୍ତ ଚାଲିବ। ଟ୍ରେନ୍‌ଟି ସନ୍ଧ୍ୟା ୭ଟାରେ ପୁରୀ ଛାଡିବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri