ମେଟ୍ରୋ

ଜୋତାରୁ ବାହାରିଲା ତମ୍ପ ଛୁଆ

ଭୁବନେଶ୍ୱର, ୧୪।୮(ବ୍ୟୁରୋ): ଭୁବନେଶ୍ୱର ପଞ୍ଚସଖା ନଗର ପ୍ଲଟ ନମ୍ବର ଏଲ୍‌-୨୧/୪୯ରେ ରହୁଥିବା ରବୀନ୍ଦ୍ର ନାଥ ଦାଶଙ୍କ ପୁଅ ରାକେଶଙ୍କ ଜୋତାରୁ ବୁଧବାର ସକାଳେ ଏକ ସାପ ଛୁଆ ଉଦ୍ଧାର କରାଯାଇଛି। ଏ ନେଇ ସ୍ନେକ ହେଲ୍ପଲାଇନକୁ ଖବର ଦେବାପରେ ଏହାର...

ସେସୁ ସିଇଓ ଭାବେ ଦାୟିତ୍ୱ ନେଲେ ବୋଥ୍ରା

ଭୁବନେଶ୍ୱର,୧୪।୮(ବ୍ୟୁରୋ): ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇଥିଲା। ଏହି ସମୟରେ ଆଇଏଏସ୍‌ ଅଫିସର ମହମ୍ମଦ ସିଦ୍ଦିକ୍‌ ଆଲାମଙ୍କ ସ୍ଥାନରେ...

ପଶ୍ଚିମ ଓଡ଼ିଶାରେ ବନ୍ୟା: ଏସ୍‌ଆର୍‌ସି, ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲା ଭାଜପା ଟିମ୍‌

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି, କନ୍ଧମାଳ, ବରଗଡ ଆଦି ଜିଲାରେ ଗତ ୩ ଦିନରେ ପ୍ରବଳ ବର୍ଷା ହୋଇଛି। ଏବେ ସେହି ଅଞ୍ଚଳଗୁଡିକରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା କରିବାସହ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରି...

ହକି ବିଶ୍ୱକପ୍‌ ଖର୍ଚ୍ଚର ପ୍ରାଥମିକ ହିସାବ: ୮୨.୫ କୋଟିରୁ ୫୯ କୋଟିର ହିସାବ ଆସିଛି

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଓଡ଼ିଶାରେ ଗତବର୍ଷ ହୋଇଥିବା ହକି ବିଶ୍ୱକପ୍‌ ପାଇଁ ରାଜ୍ୟ ସରକାର ୮୨.୫ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ଏଥିମଧ୍ୟରୁ ୫୯.୫୯ କୋଟି ଟଙ୍କାର ହିସାବ ସାମ୍ନାକୁ ଆସିଛି। ୨୫ କୋଟି ଟଙ୍କା କେବଳ ବିଶ୍ୱକପର ଆୟୋଜକ, ଅନ୍ତର୍ଜାତୀୟ ହକି...

ସ୍ବାଧୀନତା ଦିବସ ସୁରକ୍ଷାକୁ ନେଇ ଡିଜିପିଙ୍କ ସମୀକ୍ଷା: ମାଓବାଦୀପ୍ରବଣ ଅଞ୍ଚଳରେ ସଜାଗ ରହିବାକୁ ନିର୍ଦ୍ଦେଶ

କଟକ ଅଫିସ, ୧୪।୮: ଆଗାମୀ ସ୍ବାଧୀନତା ଦିବସରେ କୌଣସି ଅପ୍ରୀତିକର ପରିସ୍ଥିତି ଓ ଆତଙ୍କବାଦୀ ଆକ୍ରମଣ ଏଡ଼ାଇବା ଲାଗି ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମଙ୍ଗଳବାର ରାଜ୍ୟ ପୋଲିସ ମୁଖ୍ୟାଳୟରେ ସୁରକ୍ଷା ସଂକ୍ରାନ୍ତ ସମୀକ୍ଷା...

ସ୍ବାଧୀନତା ଦିବସ ପାଇଁ ରେଳ ଷ୍ଟେଶନରେ ବଢ଼ିଲା ସୁରକ୍ଷା: ଯାତ୍ରୀଙ୍କ ଲଗେଜ୍‌, ଟ୍ରେନ୍‌ ବଗି ଯାଞ୍ଚ

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ସ୍ବାଧୀନତା ଦିବସ ପାଇଁ ମଙ୍ଗଳବାର ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରେଳ ସୁରକ୍ଷା ବଳ ଓ ସ୍ପେଶାଲ ଟାସ୍କ ଫୋର୍ସ ମିଶି ରେଳ ଷ୍ଟେଶନର କୋଣ ଅନୁକୋଣ ଯାଞ୍ଚ କରିଛନ୍ତି। ଯାତ୍ରୀଙ୍କଠାରୁ...

କମିଶନରେଟ ପୋଲିସ ମୁଖ୍ୟାଳୟ ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜଣେ ମହିଳା ଘରକୁ ପାଣି ଓ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ କରାଯିବା ସହ ତାଙ୍କୁ ଆକ୍ରମଣ ହୋଇଛି। ଏହି ଘଟଣାରେ ପୋଲିସ ନ୍ୟାୟ ଦେବାରେ ଅବହେଳା ପ୍ରଦର୍ଶନ କରିବା ଓ ଅଭିଯୁକ୍ତଙ୍କ ବିରୋଧରେ...

ଶ୍ରୀଲିଙ୍ଗରାଜ ମନ୍ଦିରକୁ ଆଦର୍ଶ ପର୍ଯ୍ୟଟନସ୍ଥଳ ପାଇଁ ଦାବି

ପୁରୁଣା ଭୁବନେଶ୍ୱର, ୧୪। ୮(ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ଓ ଅର୍କକ୍ଷେତ୍ର କୋଣାର୍କ ମନ୍ଦିରକୁ ଆଦର୍ଶ ପର୍ଯ୍ୟଟନସ୍ଥଳ ରୂପେ ପରିଗଣିତ କରିବାକୁ ନିକଟରେ କେତେଜଣ ବିଧାୟକ କେନ୍ଦ୍ର ପର୍ଯ୍ୟଟନ ବିଭାଗକୁ ବିଧାନସଭା ପ୍ରଶ୍ନୋତ୍ତର କାଳରେ ପତ୍ର ଲେଖିଛନ୍ତି। ଏହି ପରିପ୍ରେକ୍ଷୀରେ...

ପିଏଚ୍‌ଡି ମୁଖ୍ୟ ପାଇପ୍‌ ଲାଇନ୍‌ରେ ଫାଟ : ପାନୀୟ ଜଳରେ ମିଶୁଛି ଦୂଷିତ ପାଣି

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ରସୁଲଗଡ ଛକ ଦେଇଯାଇଛି ପିଏଚଡିର ମୁଖ୍ୟ ପାନୀୟ ଜଳ ପାଇପ ଲାଇନ। କୁଆଖାଇ ନଦୀରୁ ଉକ୍ତ ସର୍ଭିସ ପାଣି ପାଇପ ଲାଇନ ଆସିଛି। ଯାହାକି ରସୁଲଗଡ ଛକରୁ ପାଇପ ଲାଇନ କଟକରୋଡ, କଳ୍ପନା, ରାଜମହଲ ଧରି ପୁରୁଣା ଭୁବନେଶ୍ୱର...

ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ଫି’ ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ପରୀକ୍ଷା ଫି’ ବୃଦ୍ଧି ଯୋଗୁ ଅଭିଭାବକ...

ସ୍ତ୍ରୀଙ୍କୁ ହତ୍ୟା ମାମଲା: ଅଭିଯୁକ୍ତ ସ୍ବାମୀଙ୍କୁ ୭ବର୍ଷ ଜେଲ୍‌

କଟକ ଅଫିସ୍‌, ୧୪।୮: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ମାମଲାରେ କଟକ ଅତିରିକ୍ତ ଜିଲା ଦୌରାଜଜ୍‌-୩ ବନ୍ଦନା କର ମଙ୍ଗଳବାର ଅଭିଯୁକ୍ତ ସ୍ବାମୀଙ୍କୁ ୭ବର୍ଷ କାରାଦଣ୍ଡ ଓ ୧୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୬ମାସ...

ସିିଲ୍କ ଇଣ୍ଡିଆ ଏକ୍ସପୋ-୨୦୧୯ : ଗୋଟିଏ ଛାତତଳେ ୧୭ ରାଜ୍ୟର ହସ୍ତତନ୍ତ

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଚନ୍ଦେରୀ, ମାହେଶ୍ୱରୀ, ବାନ୍ଧେଣୀ, ଜାମ୍‌ଦାନୀ, ଟସର୍‌, ଚିକନ୍‌କରି, ଭାଗଲପୁରୀ ସିଲ୍କ ଓ ମୁଙ୍ଗା ସିଲ୍କ। ଭାରତୀୟ ହସ୍ତତନ୍ତର ଏଭଳି ବିଭିନ୍ନତାକୁ ନେଇ ଭୁବନେଶ୍ୱରରେ ଆୟୋଜିତ ହୋଇଛି ସିିଲ୍କ ଇଣ୍ଡିଆ ଏକ୍ସପୋ ୨୦୧୯। ‘ହସ୍ତଶିଳ୍ପୀ’ ପକ୍ଷରୁ ଗତ ୯ ତାରିଖରୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri