ମେଟ୍ରୋ

କଟକରେ ୩ ଦିନମଜୁରିଆଙ୍କୁ ହତ୍ୟା ପରେ ରାଜଧାନୀରେ ଆତଙ୍କ

ଭୁବନେଶ୍ୱର,୨୬।୭(ବ୍ୟୁରୋ) : କଟକରେ ଫୁଟ୍‌ପାଥ୍‌ରେ ଶୋଇଥିବା ୩ଜଣ ଦିନମଜୁରିଆଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯିବା ପରେ ସାରା ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। କିଏ ଓ କାହିଁିକି ଏହି ଦିନମଜୁରିଆଙ୍କୁ ହତ୍ୟା କରିଛି ତାହା ଏବେ ପ୍ରଶ୍ନ ପାଲଟିଛି। ଏହି...

ବୀରକିଶୋରୀ ବଲ୍ଲଭରେ ଲାଗି ହେଉନି କାକରା ପିଠା

ପୁରୁଣା ଭୁବନେଶ୍ୱର,୨୬।୭(ଡି.ଏନ.ଏ.) : ଶ୍ରୀଲିଙ୍ଗରାଜଙ୍କର ବାରମାସରେ ତେର ପର୍ବ ପାଳନ ହେଉଥିବା ବେଳେ ଦୈନନ୍ଦିନ ନୀତିକାନ୍ତିରେ ଠାକୁରଙ୍କୁ ବିଭିନ୍ନ ପ୍ରକାର ଭୋଗ ଲାଗି ହୁଏ। ହେଲେ କେତେଜଣ ସେବାୟତଙ୍କର ଖାମଖିଆଲ ମନୋଭାବ ଯୋଗୁ ଠାକୁରଙ୍କୁ ଭୋଗ ଲାଗିରେ ବ୍ୟତିକ୍ରମ ଦେଖାଦେଇଛି।...

ଆଇଆଇସିଙ୍କୁ ମାଡ଼ ଘଟଣା: ଅଭିଯୁକ୍ତ ଗିରଫ

ଖୁଣ୍ଟୁଣୀ,୨୬।୭(ଡି.ଏନ୍‌.ଏ.): କପୁରସିଂ ଗ୍ରାମରେ ଜଗତପୁର ଥାନା ଆଇଆଇସି ପ୍ରଦୀପ କୁମାର ନାୟକଙ୍କୁ ମାଡ଼ ମାରିବା ଘଟଣାରେ ଗୁରୁବାର ଗୁରୁଡିଝାଟିଆ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କପୁରସିଂ ଗ୍ରାମର ପପିନା ରାଉତ। ଏହି...

ଅଗଷ୍ଟ ୧୫ରେ କାର୍ଯ୍ୟକାରୀ ହେବ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ

କଟକ ଅଫିସ, ୨୬।୭ : କଟକ ମହାନଗର ନିଗମ (ସିଏମ୍‌ସି) ଅଞ୍ଚଳରେ ଦିନକୁ ଦିନ ବଢୁଛି ଆବର୍ଜନା। ଏହାକୁ ଦୃଷ୍ଟିରେ ରଖି ପ୍ରତିଘରୁ ଯେପରି ଭାବେ ଆବର୍ଜନା ସଂଗ୍ରହ କରାଯିବ ସେ ନେଇ ସିଏମ୍‌ସି ଚେଷ୍ଟା ଜାରି ରଖିଛି। ସହରରେ...

କଟକ: ଲିଭିଗଲାଣି ଜେବ୍ରା କ୍ରସିଂ ଚିହ୍ନ

କଟକ ଅଫିସ,୨୬।୭ : ଜନଗହଳିପୂର୍ଣ୍ଣ ଟ୍ରାଫିକରେ ନିରାପଦରେ ଚାଲିଚାଲି ରାସ୍ତା ପାର ହେବା ପାଇଁ ଲୋକମାନଙ୍କ ଲାଗି ଜେବ୍ରା କ୍ରସିଂ ସଙ୍କେତ ରହିଛି। ମାତ୍ର କଟକର କେତେକ ପ୍ରମୁଖ ଟ୍ରାଫିକ ନିକଟ ଜେବ୍ରା କ୍ରସିଂରେ ଟଣାଯାଇଥିବା ଚିହ୍ନ ଲିଭିଗଲାଣି। ଆଉ...

ନନ୍ଦନକାନନରେ ହେବ ମଇଳାପାଣି ବିଶୋଧନ ପ୍ରକଳ୍ପ

ବାରଙ୍ଗ, ୨୬।୭(ଡି.ଏନ୍‌.ଏ.) : ରାଜ୍ୟର ଏକମାତ୍ର ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପରିସରକୁ କର୍ତ୍ତୃପକ୍ଷ ପ୍ରଦୂଷଣମୁକ୍ତ ରଖିବାପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ନନ୍ଦନକାନନରୁ ପ୍ରତିଦିନ ବାହାରୁଥିବା ମଇଳାପାଣିକୁ ବିଶୋଧନ କରିବା ପାଇଁ ୫ଟି ପ୍ରକଳ୍ପ ଆରମ୍ଭ ହେବ। ଫଳରେ ବିଭିନ୍ନ ଏନ୍‌କ୍ଲୋଜରରୁ...

ବିଏମ୍‌ସିର ଅବହେଳା ପୁଣି ନେଲା ଜୀବନ:ମୁକୁଳା ଡ୍ରେନ୍‌ରେ ଭାସି ବୃଦ୍ଧା ମୃତ

ଭୁବନେଶ୍ୱର, ୨୬।୭(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରର ଡ୍ରେନ୍‌ ଏବେ ସହରବାସୀଙ୍କ ପାଇଁ କାଳ ସାଜିଛି। ମୁକୁଳା ଡ୍ରେନ୍‌ ବାରମ୍ବାର ଜୀବନ ନେବା ପରେ ବି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଚେତା ପଶୁନି। ବିଏମ୍‌ସିର ଖାମଖିଆଲ ମନୋଭାବ ପାଇଁ ଗୁରୁବାର ଆଉଜଣଙ୍କ ଜୀବନ ଯାଇଛି।...

ବର୍ଷାରେ ରାସ୍ତା ଜଳମଗ୍ନ, ଲୋକେ ହନ୍ତସନ୍ତ

କଟକ ରୋଡ,୨୬।୭(ଡି.ଏନ୍‌.ଏ.) : ଲଘୁଚାପଜନିତ ବର୍ଷାରେ ଗୁରୁବାର ସନ୍ଧ୍ୟାରେ କଟକ ରୋଡ ଜଳମଗ୍ନ ହେବା ସହ ଲକ୍ଷ୍ମୀସାଗର, ଚିନ୍ତାମଣିଶ୍ୱେର, ଝାରପଡା, ଶାନ୍ତିନଗର ଅଞ୍ଚଳରେ ବର୍ଷା ପାଣି ନିସ୍କାସିତ ହୋଇ ନ ପାରି ନାହିଁ ନ ଥିବା ସମସ୍ୟା ଦେଖାଦେଇଥିଲା। ମୁଖ୍ୟ...

ମାରଣାସ୍ତ୍ର ଦେଖାଇ ଯୁବକଙ୍କୁ ଅପହରଣ : ପୂର୍ବ ଶତ୍ରୁତା ସନ୍ଦେହ

ପୁରୀ ଅଫିସ, ୨୬।୭: ପୁରୀ ସଦର ଥାନା ଅଧୀନ ଗଡଭିଙ୍ଗୁରା ଛକରୁ ବୁଧବାର ଜଣେ ଯୁବକଙ୍କୁ ଅପହରଣ କରି ନିଆଯାଇଛି। ସେ ହେଲେ ନୂଆଗାଁର ଅଜୟ ବେହେରା। ଗୁରୁବାର ବାଲିଘାଇ ଫାଣ୍ଡି ଏବଂ ସଦର ଥାନାରେ ଏ ନେଇ ପୃଥକ...

ଡ୍ରେନ୍‌ ସଫେଇକୁ ପଦାରେ ପକାଇଲା ବର୍ଷା : ବଡ଼ଦାଣ୍ଡ, ବେଳାଭୂମି ରାସ୍ତାରେ ଜମିଲା ପାଣି

ପୁରୀ ଅଫିସ, ୨୬।୭ : ରଥଯାତ୍ରା ପୂର୍ବରୁ ଜିଲା ପ୍ରଶାସନ ଡ୍ରେନ୍‌ ସଫେଇକୁ ଏକପ୍ରକାର ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲା। ଖୋଦ୍‌ ଜିଲାପାଳ ଏହି ଦାୟିତ୍ୱ ନିଜ କାନ୍ଧକୁ ନେଇ ସଫେଇ କାର୍ଯ୍ୟକୁ ତ୍ୱରାନ୍ବିତ କରିଥିଲେ। ବାହାର ଜିଲାରୁ ସଫେଇ କର୍ମଚାରୀଙ୍କୁ...

ପ୍ରଦୂଷଣ ବଳୟରେ ଖୋର୍ଦ୍ଧା : ରୋଗ ବାଣ୍ଟୁଛି କ୍ରଶର, ଖଣି ବିଗାଡୁଛି ପରିବେଶ

ଖୋର୍ଦ୍ଧା ଅଫିସ,୨୬।୭ : ପ୍ରଦୂଷିତ ହୋଇଚାଲିଛି ଖୋର୍ଦ୍ଧାର ପରିବେଶ। ଖୋର୍ଦ୍ଧା ତହସିଲ ଓ ଆଖପାଖ ଅଞ୍ଚଳରେ କ୍ରଶର ରୋଗ ବାଣ୍ଟୁଥିଲାବେଳେ ପଥର ଖଣି ପରିବେଶକୁ ବିଗାଡି ଦେଇଛି। ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ସାଧାରଣ ମଣିଷଙ୍କ ପର୍ଯ୍ୟନ୍ତ ପରିବେଶ ସୁରକ୍ଷା ଚିନ୍ତା...

ଯୁକ୍ତ ୨ ପଢ଼ିବାକୁ ଆଗ୍ରହ ଦେଖାଉନାହାନ୍ତି ଛାତ୍ରୀଛାତ୍ର : ବଢୁଛି କଲେଜ, କମୁଛନ୍ତି ପିଲା

ଭୁବନେଶ୍ୱର, ୨୬।୭(ବ୍ୟୁରୋ) : ରାଜ୍ୟରେ ପ୍ରତିବର୍ଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ୨ କଲେଜ ସଂଖ୍ୟା ବଢୁଛି। ହେଲେ ସେହି ଅନୁପାତରେ ପିଲା ହେଉନାହାନ୍ତି। ମାଟ୍ରିକ୍‌ରେ ପାସ୍‌ ହାର ହ୍ରାସ ସାଙ୍ଗକୁ ସାଧାରଣ ପାଠ୍ୟକ୍ରମରେ ପିଲାଙ୍କ ଅନାଗ୍ରହ ଯୋଗୁ ପ୍ରତିବର୍ଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri