ମେଟ୍ରୋ

ଡବ୍ଲ୍ୟୁଓଡିସି କାର୍ଯ୍ୟାଳୟ : ପଶ୍ଚିମ ଓଡ଼ିଶା ସ୍ଥାନ୍ତାନ୍ତର ନ ହେବା ନେଇ ଉଦ୍‌ବେଗ

ଭୁବନେଶ୍ୱର,୧୯ା୭(ବ୍ୟୁରୋ): ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡବ୍ଲ୍ୟୁଓଡିସି)ର ମୁଖ୍ୟାଳୟ ପଶ୍ଚିମ ଓଡ଼ିଶାକୁ ସ୍ଥାନ୍ତାନ୍ତରିତ ହୋଇପାରିଲା ନାହିଁ। ଦକ୍ଷ ଲୋକଙ୍କୁ ଅଧ୍ୟକ୍ଷ କରିବା ବଦଳରେ ହାରିଥିବା ଅଥବା ଦଳୀୟ ଟିକେଟ୍‌ରୁ ବଞ୍ଚିତ ହୋଇଥିବା ନେତାଙ୍କୁ ସେହି ପଦପଦବୀରେ ଥଇଥାନ କରାଯାଉଛି। ପରିଷଦକୁ ଅଧିକ...

ନିଶା ବେପାରୀଙ୍କ ବେଆଇନ ଦୋକାନ ଉଚ୍ଛେଦ କରିବ ବିଡିଏ: ଡିସିପି

ଭୁବନେଶ୍ୱର, ୧୯ା୭(ବ୍ୟୁରୋ) : ରାଜଧାନୀର ବିଭିନ୍ନ ସରକାରୀ ସ୍ଥାନକୁ ଜବରଦଖଲ କରି ବେଆଇନ ନିଶା କାରବାର ଚାଲୁଛି। ବିଭିନ୍ନ ଦୋକାନ ଖୋଲି ସେଥିରେ ନିଶାଦ୍ରବ୍ୟ ବ୍ୟବସାୟ କରାଯାଉଛି। ସେହି ଦୋକାନଗୁଡିକ ଚିହ୍ନଟ କରି ତାହାକୁ ଉଚ୍ଛେଦ କରିବା ପାଇଁ ବିଏମସିକୁ...

ଲୁଟ୍‌ ବେଳେ ବାଇକ୍‌ ପଡ଼ିଗଲା: ଲୁଟେରା ଲୁଟ୍‌ ସାମଗ୍ରୀ, ବାଇକ୍‌ ଛାଡ଼ି ଫେରାର

ଖୋର୍ଦ୍ଧା ଅଫିସ/ଯାଁଳା, ୧୮।୭(ଡି.ଏନ.ଏ.) : ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥର କେ.କେ. ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ରାତି ୮ଟାରେ ଲୁଟ୍‌ ବେଳେ ବାଇକ୍‌ରୁ ଦୁଇଜଣ ଲୁଟେରା ଖସି ପଡିଥିଲେ। ସେମାନେ ପଲସର...

ବିଜ୍ଞାପନ ପ୍ରଦାନ ନେଇ ମନ୍ତ୍ରୀ ରଖିଲେ ତଥ୍ୟ

ଭୁବନେଶ୍ୱର,୧୯ା୭(ବ୍ୟୁରୋ) : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ(ବିଶେଷ କରି ୬ ମାସ ପୂର୍ବରୁ) ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥାକୁ ବିଜ୍ଞାପନ ବାବଦରେ ଅର୍ଥ ପ୍ରଦାନ କରାଯାଇଥିଲା। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତିଙ୍କ ଅଣତାରକା ପ୍ରଶ୍ନ ନଂ-୧୨୪୮ର ଉତ୍ତର...

ଅନନ୍ତ ବାସୁଦେବ ମନ୍ଦିର ପରିସରରେ ବେଆଇନ ନିର୍ମାଣ : ବିରୋଧ କରିବାରୁ ଏଏସ୍‌ଆଇ କର୍ମଚାରୀଙ୍କୁ ନାଲିଆଖି

ପୁରୁଣା ଭୁବନେଶ୍ୱର,୧୯।୭(ଡି.ଏନ.ଏ.) : ଏକାମ୍ର କ୍ଷେତ୍ରର ବିଭିନ୍ନ ମଠ ମନ୍ଦିର ନିକଟରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ପରିପ୍ରେକ୍ଷୀରେ ଐତିହ୍ୟ ଅନନ୍ତବାସୁଦେବ ମନ୍ଦିର ମଧ୍ୟ ବେଆଇନ ନିର୍ମାଣ ଓ ଜବରଦଖଲରୁ ବର୍ତ୍ତି ନାହିଁ। ଏଠାରେ ପ୍ରସାଦ ପ୍ରସ୍ତୁତ...

ଅସରାଏ ବର୍ଷାରେ ସହରାଞ୍ଚଳ ରାସ୍ତାରେ ବନ୍ୟା

କଟକ ରୋଡ,୧୯।୭(ଡି.ଏନ୍‌.ଏ.) :ରାଜଧାନୀରେ ଅସରାଏ ବର୍ଷାରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେଉଛି। ସ୍ମାର୍ଟ ସିଟି ଘୋଷଣା ହେବା ସତ୍ତ୍ୱେ କେତେକ ସ୍ଥାନରେ ସୃଷ୍ଟି ହେଉଥିବା ଏଭଳି ପରିସ୍ଥିତି ନିୟନ୍ତ୍ରଣ ହୋଇପାରୁନି। ସହରର ପ୍ରମୁଖ ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ...

ଉଠାଦୋକାନୀଙ୍କ କବ୍‌ଜାରେ ଫୁଟ୍‌ପାଥ୍‌

ଭୁବନେଶ୍ୱର,୧୯।୭(ବ୍ୟୁରୋ) : ରାଜଧାନୀର ଫୁଟପାଥ୍‌ଗୁଡ଼ିକ ପଥଚାରୀ ଏବଂ ସାଇକେଲ ଚାଳକଙ୍କ ପାଇଁ ଉଦ୍ଦିଷ୍ଟ। କେହି ବି ଫୁଟପାଥ୍‌ ଉପରେ ଦୋକାନ କରି କିମ୍ବା ଗାଡ଼ି ପାର୍କିଂ କରି ତାହାକୁ ଜବରଦଖଲ କରିପାରିବେ ନାହିଁ। ଯିଏ ଜବରଦଖଲ କରିବେ ତାଙ୍କୁ ଭୁବନେଶ୍ୱର...

ଏସ୍‌ସିବି ମେଡିକାଲରେ ୬ ଡେଙ୍ଗୁ ରୋଗୀ

କଟକ ଅଫିସ,୧୯।୭ : ଏସ୍‌ସିବି ମେଡିକାଲରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗୁରୁବାର ସନ୍ଧ୍ୟା ମେଡିକାଲରେ ମୋଟ ୬ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ୱାର୍ଡରେ ଓ ଜଣେ ଆଇସିୟୁରେ ଭର୍ତ୍ତି...

ତାଳଧ୍ୱଜ ରଥରୁ କନା ଖୋଲାଗଲା

ପୁରୀ ଅଫିସ,୧୯ା୭ : ଘୋଷଯାତ୍ରା ସାରି ଚତୁର୍ଦ୍ଧାବିଗ୍ରହ ରତ୍ନସିଂହାସନରେ ବିରାଜମାନ କରିଛନ୍ତି। ହେଲେ ତିନିରଥ ଏବେ ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ। ଗୁରୁବାର ରଥରୁ କନା ଖୋଲା ଆରମ୍ଭ ହୋଇଛି। କୋଠସୁଅଁାସିଆ ସେବକମାନେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥରୁ କନା ଖୋଲି...

ପଟ୍ଟନାୟିକିଆ ଟ୍ରିପଲ ମର୍ଡର ଘଟଣା ସହ ଲିଙ୍କ୍‌ ସନ୍ଦେହ : ଅଜୟ ମୃତ୍ୟୁ ମାମଲାର ପୁନଃ ତଦନ୍ତ ଆରମ୍ଭ

ପୁରୀ ଅଫିସ, ୧୯ା୭ : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅଧୀନ ପଟ୍ଟନାୟିକିଆ ଛକରେ ଗତ ୧୫ତାରିଖ ଅପରାହ୍ନ ୪ଟାରେ ଟ୍ରିପଲ ମର୍ଡର ଘଟିଥିଲା। ସ୍ଥାନୀୟ ସଦାନନ୍ଦପୁର ଗ୍ରାମର ଦୁଇ ଭାଇ ପୂର୍ଣ୍ଣ ଓ କୃଷ୍ଣ ବେହେରା ଏବଂ...

ଦନ୍ତାହାତୀ ୪ ଘର ଭାଙ୍ଗିଲା

ଟାଙ୍ଗୀ(କଟକ),୧୯ା୭(ଡି.ଏନ୍‌.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ କହ୍ନେଇପୁର ପଞ୍ଚାୟତ ବଡ଼ପୋଖରୀ ମୌଜା ଧାନବେଣୀ ଆଦିବାସୀ ବସ୍ତିର ଧୁନା ପିଙ୍ଗୁଆ, କଇରି ପିଙ୍ଗୁଆ, ରଶ୍ମି ସିଦ୍ଧୁ ଓ ନାଲୁଆ ପୂର୍ତ୍ତିଙ୍କ ଘର ଭାଙ୍ଗିଦେଇଛି। ଖାଦ୍ୟ ଅନ୍ବେଷଣରେ ହାତୀ ଗ୍ରାମ ମୁହଁା ହୋଇ ଫେରିଯାଇଥିବା ବନପାଳ...

ବ୍ରାଉନ୍‌ସୁଗାର ବେପାର: ମହିଳାଙ୍କ ସମେତ ୫ ଧରାପଡ଼ିଲେ

ଜଟଣୀ,୧୯ା୭(ଡି.ଏନ.ଏ.): ବ୍ରାଉନ୍‌ସୁଗାର ବ୍ରିକ୍ରି କରୁଥିବା ଅଭିଯୋଗରେ ଜଟଣୀ ଥାନା ପୋଲିସ ନୂଆଗଁା ଅଞ୍ଚଳରୁ ଜଣେ ମହିଳା, ତାଙ୍କ ସ୍ବାମୀ, ପୁଅ ସମେତ ୫ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଧରି ନେଇଛି। ପୋଲିସ ପ୍ରଥମେ ତାଙ୍କ ଘର ଚତୁଃପାର୍ଶ୍ୱରେ ଘେରାଉ କରି ନେଇଥିଲା।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri