ମେଟ୍ରୋ

ରଥଯାତ୍ରା ପାଇଁ ଅର୍କକ୍ଷେତ୍ର ଉତ୍ସବମୁଖର

କୋଣାର୍କ, ୪।୭(ଡି.ଏନ୍‌.ଏ.)-ଅର୍କକ୍ଷେତ୍ର କୋଣାର୍କରେ ଘୋଷଯାତ୍ର ମହାସମାରୋହରେ ପାଳିତ ହୋଇଯାଇଛି। ଜଗନ୍ନାଥ ଟେମ୍ପୁଲ ଟ୍ରଷ୍ଟ ରାଜାରାମ ମଠ ପକ୍ଷରୁ ଆୟୋଜିତ ଘୋଷଯାତ୍ରା ନିମନ୍ତେ ଗୁରୁବାର ପ୍ରତ୍ୟୁଷରୁ ମହାପ୍ରଭୂଙ୍କର ନୀତି ଯଥା ମଙ୍ଗଳ ଆଳତି, ମଇଲମ, ଅବକାଶ, ଖେଚୁଡିଧୂପ, ମନ୍ଦିରହୋମ, ରଥପ୍ରତିଷ୍ଠା ଓ...

ପ୍ରାଚୀ ଉପତ୍ୟକାରେ ରଥଯାତ୍ରା

କାକଟପୁର, ୪।୭(ଡି.ଏନ୍‌.ଏ.)-ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପୁରଠାରୁପଲ୍ଲୀ ଉତ୍ସବମୁଖର ହୋଇପଡ଼ିଛି। ଅସ୍ତରଙ୍ଗ ବ୍ଲକର ବରଡିହି, କଣମଣ, କାକଟପୁର ବ୍ଲକର ଆନନ୍ଦ ବଜାର, ପ୍ରାଚୀ ଉପତ୍ୟକାର ତୁଳସୀପୁର ପ୍ରଭୃତି ଗ୍ରାମରେ ରଥଯାତ୍ରା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଠାକୁରମାନଙ୍କୁ ରଥାରୁଢ଼ କରି...

ଶରଧାବାଲିରେ ୩ ରଥ: ରତ୍ନବେଦୀରୁ ଜନ୍ମବେଦୀକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଯାତ୍ରା

ଭୁବନେଶ୍ୱର, ୪।୭(ବ୍ୟୁରୋ): ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ। ବଳଦେବଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଶେଷରେ ବଡ଼ଠାକୁର ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଛି। ଭାବମୟ ପରିବେଶରେ ଘଣ୍ଟ,...

ଗୁଣ୍ଡିଚା ଆଗରେ ୨ ରଥ, ଗଡ଼ିଚାଲିଛି ନନ୍ଦିଘୋଷ

ଭୁବନେଶ୍ୱର, ୪।୭(ବ୍ୟୁରୋ): ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଇତିମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ମଣ୍ଡପ ନିକଟରେ ଲାଗିଯାଇଛି ବଳଦେବଙ୍କ ତାଳଧ୍ୱଜ ରଥ। ପରେ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ବି ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ଯାଇଛି। ପଛରେ ଗହଳି...

ଗଡ଼ିଲା ନନ୍ଦିଘୋଷ, ଗହଳି ଲଗାଇ ଆସୁଛନ୍ତି ‘ସାଆନ୍ତେ’

ପୁରୀ ଅଫିସ,୪।୭: ବଡ଼ ଭାଇ ପ୍ରଭୁ ବଳଭଦ୍ରଙ୍କ ‘ତାଳଧ୍ୱଜ’, ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ରଥ ଗଡ଼ିବା ପରେ ଗଡ଼ିଛି କାଳିଆ ସାଆନ୍ତଙ୍କ ‘ନନ୍ଦିଘୋଷ। ଘଣ୍ଟ, କାହାଳୀ, ମୃର୍ଦ୍ଦଳର ତାଳେତାଳେ ଭକ୍ତଙ୍କ ଗହଳରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ। ଦୂରରୁ ଦେଖିଲେ...

ଆରମ୍ଭ ହେଲା ରଥଟଣା: ଆଗରେ ବଡ଼ ଭାଇ ବଳଭଦ୍ର, ମଝିରେ ଦେବୀ ସୁଭଦ୍ରା; ଗହଳି ଲଗାଇ ଆସିବେ କଳାଠାକୁର

ପୁରୀ ଅଫିସ,୪।୭: ରଥରେ ଚାରମାଳ ଫିଟାଯାଇ ଘୋଡ଼ା ଯୋଚାଯିବା ପରେ ଆରମ୍ଭ ହୋଇଛି ରଥ ଟଣା। ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ ୨ଟା ୧୫ ମିନିଟ୍‌ରୁ ରଥଟଣା ଆରମ୍ଭ ହୋଇଛି। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଭକ୍ତ ତଥା ଶ୍ରଦ୍ଧାଳୁମାନେ...

ଶେଷ ହେଲା ଛେରାପହଁରା, ଆରମ୍ଭ ହେବ ରଥଟଣା

ପୁରୀ ଅଫିସ,୪।୭: ପ୍ରଥମେ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରଥରେ ବିଜେ କରିବା ପରେ ଶେଷ ହୋଇଛି ମଦନମୋହନ ବିଜେ ନୀତି। ଏବେ ଗଜପତି ମହାରାଜ ଦିବ୍ୟସିଂହ ଦେବ ରଥରେ ଛେରାପହଁରା ନୀତି ସମ୍ପନ୍ନ କରିଛନ୍ତି। ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରାପହଁରା...

୨୦ରେ ପାଟକୁରା ନିର୍ବାଚନ: ୨୪ରେ ଭୋଟଗଣତି

ଭୁବନେଶ୍ୱର,୪।୭(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନ ଲାଗି ଗୁରୁବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ୨୦ ତାରିଖରେ ଏହି ଆସନ ଲାଗି ଭୋଟ ଗ୍ରହଣ କରାଯିବ। ସେହିଭଳି ଜୁଲାଇ ୨୪ରେ ଭୋଟଗଣତି, ୨୬ ସୁଦ୍ଧା ନିର୍ବାଚନର ସମସ୍ତ...

ଶ୍ରୀଜୀଉଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୪।୭: ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଗୁରୁବାର ରଥରେ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ଅପରାହ୍ନରେ ପହଞ୍ଚିବା ପରେ ଶଙ୍କରାଚର୍ଯ୍ୟ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ରଥ ପରିକ୍ରମା କରିଛନ୍ତି। ତେବେ ପୂର୍ବାହ୍ନରେ ବିଗ୍ରହମାନଙ୍କୁ ଧାଡ଼ି ପହଣ୍ଡିରେ ଅଣାଯାଇ ରଥାରୂଢ଼ କରାଯାଇଛି।...

ହେବ ଛେରାପହଁରା: ପାଲିଙ୍କି ପ୍ରସ୍ତୁତ, ଗଜପତିଙ୍କୁ ଅପେକ୍ଷା

ପୁରୀ ଅଫିସ,୪।୭: ଶେଷ ହୋଇଛି ଧାଡ଼ି ପହଣ୍ଡି। ରଥରେ ବିରାଜମାନ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏହାପରେ ମଦନମୋହନ ବିଜେ କରିବା ପରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଏହାକୁ ନେଇ ଗଜପତିଙ୍କ ରାଜଉଆସରେ ପାଲିଙ୍କି ପ୍ରସ୍ତୁତ ହୋଇ ରହିଛି। ତେବେ କେବଳ...

ପୁରୀରେ ମୁଖ୍ୟମନ୍ତ୍ରୀ: ରଥାରୂଢ଼ ଠାକୁରଙ୍କୁ କରିବେ ଦର୍ଶନ

ପୁରୀ ଅଫିସ,୪।୭: ପବିତ୍ର ଘୋଷଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀରେ ପହଞ୍ଚିଛନ୍ତି। ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡରେ ପହଞ୍ଚିବା ପରେ ସୁରକ୍ଷାବଳୟ ମଧ୍ୟରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ନିଆଯାଇଛି। ଏଠାରେ ସେ ରଥଯାତ୍ରା ନିମନ୍ତେ ପ୍ରକାଶିତ ହେବାକୁ...

ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୪।୭: ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନବଦିନାତ୍ମକ ଘୋଷଯାତ୍ରା। ଦାରୁବ୍ରହ୍ମଙ୍କ ଏହି ଅପୂର୍ବ ଲୀଳା ଦେଖିବା ଲାଗି ବଡ଼ଦାଣ୍ଡ ହୋଇଛି ଭକ୍ତମୟ। ଏହାସହ ପାଗ ଅନୁକୂଳ ରହିଥିବାରୁ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି। ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri