ମେଟ୍ରୋ

ସୂଚନା ଓ ଲୋକସମ୍ପର୍କ ବିଭାଗ: କୃପାସିନ୍ଧୁ ମିଶ୍ର ନୂତନ ନିର୍ଦ୍ଦେଶକ

ଭୁବନେଶ୍ୱର,୨୫।୬(ବ୍ୟୁରୋ)- କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳା ଓ ଅନୁରାଗ ଦ୍ୱାରା ଅଧିକାରୀମାନେ ବିଶେଷ ଦକ୍ଷ ଓ ପ୍ରତିବଦ୍ଧ ହୋଇପାରିବେ । ସେଥିପାଇଁ କର୍ମସଂସ୍କୃତି, ସମୟାନୁବର୍ତ୍ତିତା ଓ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକଭାବେ...

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା: ମହିଳାଙ୍କ ବାର୍ଷିକ ସ୍ବାସ୍ଥ୍ୟ ସହାୟତା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର,୨୫।୬(ବ୍ୟୁରୋ)- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ମହିଳାଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସହାୟତା ମିଳିବ। ପୂର୍ବରୁ ଏହି ସୁବିଧା ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିଲା। ଓଡ଼ିଶା ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ପ୍ରାରମ୍ଭରେ ମଙ୍ଗଳବାର...

ରେଳ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଡିଜିପିଙ୍କ ବୈଠକ: କିନ୍ନରଙ୍କ ଉପରେ କଟକଣା, ଧରାହେବେ ଲୁଟେରା

ଭୁବନେଶ୍ୱର, ୨୫ା୬(ବ୍ୟୁରୋ)- ବିଗତ କିଛିଦିନ ହେବ ରେଳ ଷ୍ଟେଶନରେ ଆପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। କିନ୍ନର ଓ ଲୁଟେରା ଗ୍ୟାଙ୍ଗ୍‌ ଉତ୍ପାତ କରୁଛନ୍ତି। ଟ୍ରେନ୍‌ ଯାତ୍ରୀମାନେ ଷ୍ଟେଶନ ସମେତ ବାହାରେ ମଧ୍ୟ ଆକ୍ରମଣ, ଲୁଟ୍‌ ଓ ଚୋରିର ଶିକାର ହେଉଛନ୍ତି।...

ବିଧାନସଭା ପରିଚାଳନା ପାଇଁ ଗଠନ ହେଲା ୭ ଜଣିଆ ଅଧିଷ୍ଠାତା ମଣ୍ଡଳୀ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ବିଧାନସଭା ପରିଚାଳନା ପାଇଁ ୭ ଜଣିଆ ଅଧିଷ୍ଠାତା ମଣ୍ଡଳୀ ଗଠନ କରାଯାଇଛି। ମଙ୍ଗଳବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅଧିଷ୍ଠାତା ମଣ୍ଡଳୀଙ୍କ ନାମ ଘୋଷଣା କରିଛନ୍ତି। ସେମାନେ ହେଲେ ଦେବୀପ୍ରସାଦ ମିଶ୍ର, ପ୍ରଫୁଲ କୁମାର ସାମଲ, ଅଶ୍ୱିନୀ ପାତ୍ର, ସ୍ନେହାଙ୍ଗିନୀ...

ବିଧାନସଭାର ପ୍ରଥମ ଅଧିବେଶନ: ଶୋକ ପ୍ରସ୍ତାବ ଆଗତ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି। ରାଜ୍ୟପାଳଙ୍କ ଅଭିଭାଷଣ ପରେ ପରଲୋକଗତ ସଦସ୍ୟ ତଥା ପୂର୍ବତନ ସିଆର୍‌ପିଏଫ୍‌ କନଷ୍ଟେବଳଙ୍କ ବିୟୋଗରେ ଗୃହରେ ଶୋକ କରାଯାଇଛି। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ଅଭିଭାଷଣ ରଖିଥିଲେ। ଏହାପରେ ପୂର୍ବାହ୍ନ ୧୧ଟା...

ପ୍ରାଚୀ ଉପତ୍ୟକାରୁ ଶ୍ରୀକ୍ଷେତ୍ରକୁ ପଠାଗଲା ଫଳ: ଅଣସର ଘରେ ଲାଗିବ ଭୋଗ

କାକଟପୁର, ୨୫।୬(ଡି.ଏନ୍‌.ଏ.)-ସ୍ନାନପୂର୍ଣ୍ଣିମାରେ ସ୍ନାନ କରି ଶ୍ରୀକ୍ଷେତ୍ରର ଶ୍ରୀଜୀଉମାନେ ଜ୍ୱରରେ ପୀଡ଼ିତ ହୋଇ ଏବେ ଅଣସର ଘରେ ବିଶ୍ରାମ ନେଉଛନ୍ତି। ଦଇତାପତି ଏବଂ ପତିମହାପାତ୍ର ସେବକମାନେ ଗୁପ୍ତ ସେବାକରି ଶ୍ରୀଜୀଉମାନଙ୍କୁ ସୁସ୍ଥ କରିବାରେ ଲାଗି ପଡ଼ିଛନ୍ତି। ଅଣସର ସମୟରେ ଶ୍ରୀଜୀଉମାନଙ୍କ ପାଖରେ...

୧୭ ଗ୍ରାମ୍‌ ବ୍ରାଉନସୁଗାର ଜବତ: ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୨୫ା୬: ଖୋର୍ଦ୍ଧା ଅବକାରୀ ବିଭାଗ କର୍ମଚାରୀ ଗୁରୁଜଙ୍ଗ ଦେୱାନସାହି ଉପରେ ମଙ୍ଗଳବାର ପୂର୍ବାହ୍ନରେ ଚଢ଼ାଉକରି ୧୭ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଖୋର୍ଦ୍ଧା ସହର ମଠସାହିର ଛବିନ୍ଦ୍ର...

ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ: ଅଭିଭାଷଣ ରଖିଲେ ରାଜ୍ୟପାଳ; ଭୁବନେଶ୍ୱର-କଟକ ମେଟ୍ରୋ ରେଳ ଦ୍ୱାରା ସଂଯୋଗ ଉଦ୍ୟମ

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣ ରଖିଛନ୍ତି। ଦିବଂଗତ ପୂର୍ବତନ ଏମ୍‌ପି, ବିଧାୟକ ଏବଂ ଶହୀଦ ଯବାନଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି।...

ଆଜିଠୁ ବିଧାନସଭାର ବଜେଟ୍‌ ଅଧିବେଶନ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବ। ଜୁନ ୨୫ରୁ ବିଧାନସଭା ଆରମ୍ଭ ହୋଇ ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୮ ତାରିଖ ଯାଏ ଚାଲିବ। ପ୍ରଥମ ପର୍ଯ୍ୟାୟ ଜୁନ ୨୫ରୁ ଜୁଲାଇ ୨ ତାରିଖ ଯାଏ ଚାଲିବ।...

ପୋଡ଼ିଗଲା ମୋଡେମ୍‌, ୫ ଦିନ ହେଲା ଇଣ୍ଟରନେଟ୍‌ ବନ୍ଦ: ରସୁଲଗଡ଼ ପୋଷ୍ଟ ଅଫିସରେ ଅଚଳାବସ୍ଥା

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ଇଣ୍ଟରନେଟ୍‌ ମୋଡେମ୍‌ ପୋଡ଼ିଯିବାରୁ ରସୁଲଗଡ଼ ପୋଷ୍ଟ ଅଫିସ ୫ଦିନ ହେବ ଅଚଳ ହୋଇପଡିଛି। ଚିଠି କାରବାର ବାଧାପ୍ରାପ୍ତ ହୋଇଥିବାବେଳେ ଇଣ୍ଟରନେଟ୍‌ ଉପରେ ନିର୍ଭର କରୁଥିବା ବ୍ୟାଙ୍କିଙ୍ଗ୍‌ ଓ ଅନ୍ୟ ସେବା ବନ୍ଦ ହୋଇଯାଇଛି। ଫଳରେ ପ୍ରତିଦିନ ସାଧାରଣ...

ସାମାଜିକ ବାସନ୍ଦ ବିରୋଧରେ ଆଇନ ପ୍ରଣୟନ ପାଇଁ ହାଇକୋର୍ଟରେ ମାମଲା : ସରକାରଙ୍କୁ ରିପୋର୍ଟ ତଲବ

କଟକ ଅଫିସ,୨୫।୬ : ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅନେକ ଅଗ୍ରଗତି ଘଟିଛି। ଏହା ସାଙ୍ଗକୁ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟ ଅଗେଇ ଚାଲିଛି। କିନ୍ତୁ ସରକାରଙ୍କ ଅପାରଗତା ଯୋଗୁ ଓଡ଼ିଶାର ଗ୍ରାମାଞ୍ଚଳରେ ସାମାଜିକ ବାସନ୍ଦ ଓ କଟକଣା ଭଳି...

‘ମିସ୍‌ ପ୍ଲସ୍‌ ସାଇଜ୍‌ ଇଣ୍ଡିଆ’ ଫାଇନାଲରେ ଓଡ଼ିଆ ଝିଅ ପାୟଲ

ଭୁବନେଶ୍ୱର,୨୫।୬: ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର୍‌ ମାନେ। ମନରେ କିଛି କରିବାର ଆକାଂକ୍ଷା ଥିଲେ ମଣିଷ କେଉଁଠି ବି ପହଞ୍ଚିପାରେ। ଏହାକୁ ପ୍ରମାଣ କରିଛନ୍ତି ଓଡ଼ିଶାର ପାୟଲ ଚୌଧୁରୀ। ସୌନ୍ଦର୍ଯ୍ୟର ମାପକାଠି କେବଳ ଜିରୋ ସାଇଜ୍‌ କିମ୍ବା ଗୋରା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri