ମେଟ୍ରୋ

ଦିଲୀପ ତିର୍କୀଙ୍କ ପରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଆଉ ଜଣେ ହକି ଷ୍ଟାର, ଜାଣନ୍ତୁ କେଉଁ ଆସନରୁ ଲଢିବେ

ଭୁବନେଶ୍ୱର, ୩।୪: ବିଜେଡି, ଭାଜପା ପରେ ଏବେ ଉଭୟ ଲୋକ ସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ। ମଙ୍ଗଳବାର କଂଗ୍ରେସ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିବା ପରେ ରାଜ୍ୟ...

୩ ଦଳର ପ୍ରାର୍ଥୀ ତାଲିକା ପ୍ରକାଶ ପରେ ସରଗରମ ରାଜ୍ୟ ରାଜନୀତି, ଜାଣନ୍ତୁ କେଉଁଠି ହେବ ଜୋରଦାର ଲଢେଇ

ଭୁବନେଶ୍ୱର, ୩।୪: ବିଜେଡି, ଭାଜପା ପରେ ଏବେ କଂଗ୍ରେସ ଉଭୟ ଲୋକ ସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେଡି ୭୨, ଭାଜପା ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏବେ...

ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା: ଦଳ ଛାଡିଲେ ଟାଣୁଆ ନେତା

ଭୁବନେଶ୍ୱର,୩।୪: ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା ଲାଗିଛି। ଦଳର ଉପସଭାପତି ଭୃଗୁ ବକ୍ସିପାତ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟରୁ ସେ ନିଜ ଇସ୍ତଫା ପତ୍ର ଫଠାଇ ଦେଇଛନ୍ତି। ସେ...

ଏକାମ୍ର ଟିକେଟ୍‌ ପାଇଁ କସରତ

ଭୁବନେଶ୍ୱର,୩।୪(ବନ୍ଦନା ସେଠୀ):ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ପ୍ରାର୍ଥତ୍ତ୍ୱକୁ ନେଇ ନେତା ଓ କର୍ମୀଙ୍କ ମହଲରେ ଦିନକୁ ଦିନ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଠାରୁ ୩ଥର ବିଜୟ ହାସଲ କରିଥିବା ବରିଷ୍ଠ ନେତା ଅଶୋକ ପଣ୍ଡାଙ୍କୁ ଏଥର ମଧ୍ୟ ଟିକେଟ ମିଳିବ...

ପୁଅ ପାଇଁ ଭୋଟ ମାଗୁଛନ୍ତି ସୁର ରାଉତରାୟ: ଭିଡିଓ ଭାଇରାଲ

ଭୁବନେଶ୍ୱର,୩ା୪(ଅନିଲ ଦାସ):କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ ମାଗୁ ମାଗୁ ବିଜେଡି ପାଇଁ ପ୍ରଚାର କରିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉତ୍ତର ଭୁବନେଶ୍ୱରରେ ଏକ କ୍ରିକେଟ ମ୍ୟାଚ୍‌ କାର୍ଯ୍ୟକ୍ରମରେ...

ଦୂର ସ୍ଥାନକୁ ଭୋଟ ଦେବାକୁ ଯିବାକୁ ଥିବା କର୍ମଚାରୀଙ୍କୁ ୨ ଦିନ ସ୍ବତନ୍ତ୍ର ଛୁଟି

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):ରାଜ୍ୟରେ ଲୋକ ସଭା ଓ ବିଧାନସଭା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ଗୋଟିଏ ଦିନ ସ୍ବତନ୍ତ୍ର ସାମୟିକ ଛୁଟି ମିଳିବ। ମଙ୍ଗଳବାର ଏନେଇ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସମସ୍ତ ବିଭାଗୀୟ ସଚିବ...

ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠାରେ ରାଜ୍ୟ ସରକାର ବିଫଳ: ଭାଜପା

ଭୁବନେଶ୍ୱର,୩।୪(ସୁନିତ୍‌ ମିଶ୍ର):ଦେଶର ଉନ୍ନତିରେ ଶିଳ୍ପ କ୍ଷେତ୍ରର ବଡ଼ ଭୂମିକା ରହିଛି। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ର ଦେଶରେ ନିଯୁକ୍ତି ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ। ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ବିକଶିତ ଭାରତ ଗଠନକୁ ଆଗେଇ ନେଉଛି। କିନ୍ତୁ...

ଭୁବନେଶ୍ୱର ୩ ଆସନ: ବିଜେଡି ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର): ୨୦୨୪ ନିର୍ବାଚନରେ ଉଭୟ ବିଜେଡି ଏବଂ ଭାଜପା ପାଇଁ ଭୁବନେଶ୍ୱର ଲୋକ ସଭା ଆସନ ବହୁ ଗୁରୁତ୍ୱ ବହନ କରୁଛି। ବର୍ତ୍ତମାନ ସୁଦ୍ଧା ଉଭୟ ଦଳ ଏହି ଲୋକ ସଭା ଆସନରେ ନିଜର ପ୍ରାର୍ଥୀ ଘୋଷଣା...

୫ ଲୋକ ସଭା ଆସନରେ ସ୍ପଷ୍ଟ ହେଲା ଲଢ଼େଇ

ଭୁବନେଶ୍ୱର,୩ା୪(ଅନିଲ ଦାସ):ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ୫ ଲୋକ ସଭା ଆସନରେ ନିର୍ବାଚନ ଲଢ଼େଇର ଚିତ୍ର ସ୍ପଷ୍ଟ ହୋଇଛି। ସୁନ୍ଦରଗଡ଼ରେ ବିଜେଡି ଦିଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଥିବାବେଳେ ବର୍ତ୍ତମାନର ଏମ୍‌ପି ଜୁଏଲ ଓରାମଙ୍କୁ ଭାଜପା...

ପଦ୍ମ ଧରିଲେ ସନ୍ଧ୍ୟାବତୀ, ଲିଙ୍କନ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):ଓଡ଼ିଶାର ବିକାଶ ପାଇଁ ଭାଜପା ଲଢ଼େଇ କରିବ। ରାଜ୍ୟର ପ୍ରତ୍ୟେକ ପ୍ରାନ୍ତରୁ ପ୍ରତିଦିନ ଅନେକ ହଜାର ସଂଖ୍ୟାରେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଙ୍ଗଠନର ସଦସ୍ୟ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଭାଜପାରେ ଯୋଗଦାନ କରୁଛନ୍ତି। ମଙ୍ଗଳବାର ଭାଜପା ରାଜ୍ୟ...

ମାଗଣା ସିଭିଲ କୋଚିଂ: ମେ’ ୫ରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୩।୪(ଅସମାପିକା ସାହୁ):ରାଜ୍ୟ ସରକାର ସିଭିଲ ସର୍ଭିସ ପରୀକ୍ଷା ପାଇଁ ମାଗଣା କୋଚିଂ ଦେଉଛନ୍ତି। ୨୦୦ ମନୋନୀତ ଛାତ୍ରୀଛାତ୍ରଙ୍କୁ ଏହି କୋଚିଂ ଦିଆଯାଉଛି। ଏଥିପାଇଁ ପ୍ରି-କ୍ୱାଲିଫାଏ ପ୍ରବେଶିକା ପରୀକ୍ଷା ହୋଇଥାଏ। ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଏହି ପରୀକ୍ଷା ନିମନ୍ତେ ମଙ୍ଗଳବାର ଆବେଦନ...

ପାରଦ ୪୧ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୩।୪(ଅସମାପିକା ସାହୁ):ରାଜ୍ୟରେ ପୁଣି ବଢ଼ିଛି ତାପମାତ୍ରା। ମଙ୍ଗଳବାର ୭ ସହରରେ ଦିନ ତାପମାତ୍ରା ୪୧ ଡିଗ୍ରୀ ପାର୍‌ କରିଥିଲା। ସର୍ବାଧିକ ୪୧.୭ ଡିଗ୍ରୀ ତାପମାତ୍ରା ସହ ମାଲକାନଗିରି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଏହା ତଳକୁ ଟିଟିଲାଗଡ଼...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri