ମେଟ୍ରୋ

ପାରଦ ୪୧ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୩।୪(ଅସମାପିକା ସାହୁ):ରାଜ୍ୟରେ ପୁଣି ବଢ଼ିଛି ତାପମାତ୍ରା। ମଙ୍ଗଳବାର ୭ ସହରରେ ଦିନ ତାପମାତ୍ରା ୪୧ ଡିଗ୍ରୀ ପାର୍‌ କରିଥିଲା। ସର୍ବାଧିକ ୪୧.୭ ଡିଗ୍ରୀ ତାପମାତ୍ରା ସହ ମାଲକାନଗିରି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଏହା ତଳକୁ ଟିଟିଲାଗଡ଼...

୬୩ ପୁରୁଣା, ୪୯ ନୂଆ

ଭୁବନେଶ୍ୱର,୩ା୪(ସୁନିତ୍‌ ମିଶ୍ର): ଦୁଇଟି ପର୍ଯ୍ୟାୟରେ ୨୧ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାର ସପ୍ତାହ ପରେ ମଙ୍ଗଳବାର ଭାଜପା ପକ୍ଷରୁ ରାଜ୍ୟର ୧୧୨ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଭାଜପା...

ସସ୍‌ପେଣ୍ଡ ଭୟରେ କ’ଣ ମୋ’ ପୁଅ ପାଇଁ ପ୍ରଚାର କରିବି ନାହିଁ? ପ୍ରଶ୍ନ କରି ଜବାବ ରଖିଲେ ସୁର…

ଭୁବନେଶ୍ୱର,୨।୪: ବାପା କଂଗ୍ରେସର ବରିଷ୍ଠ ନେତା, ହେଲେ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ପୁଅ। ଏହାକୁ ନେଇ ପରିବାର ସହ ଦଳ ପକ୍ଷରୁ ନାନାଦି ପ୍ରଶ୍ନର ସମ୍ମୁଖୀନ ହେଉଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। ନିକଟରେ...

ଭାଜପା କାର୍ଯ୍ୟାଳୟରେ ହଙ୍ଗାମା, ଟିକେଟ ନ ମିଳିବାରୁ ତାତିଲେ ଧର୍ମଶାଳା ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ…

ଭୁବନେଶ୍ୱର,୨।୪: ଆଗାମୀ ବିଧାନସଭା ନିର୍ବାଚନ ଲାଗି ଭାଜପା ମଙ୍ଗଳବାର ୧୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ ଏଥିରେ ଧର୍ମଶାଳା ଆସନରେ ସ୍ମୃତିରେଖା ପହିଙ୍କୁ ଟିକେଟ ମିଳିଛି। ଏହାକୁ ନେଇ ଆଶାୟୀ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ...

ବାପ, ଝିଅ, ପୁଅଙ୍କୁ ଟିକେଟ୍‌ ଦେଲା କଂଗ୍ରେସ, ଜାଣନ୍ତୁ କିଏ କେଉଁ ଆସନରୁ ଲଢିବେ

ଭୁବନେଶ୍ୱର,୨।୪: ବିଜେଡି, ଭାଜପା ପରେ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ୪୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କଂଗ୍ରେସ ତା’ର ପ୍ରାର୍ଥୀ ତାଲିକାରେ ପୁରୁଖା ନେତାଙ୍କୁ ପୁଣି ସୁଯୋଗ ଦେଇଛି। ଏପରିକି କଂଗ୍ରେସ ଗୋଟିଏ ପରିବାରର ସଦସ୍ୟଙ୍କୁ ଟିକେଟ୍‌ ଦେଇଛି।...

ବିଜେଡିରୁ ଆସିଥିବା ଏହି ନେତାଙ୍କୁ ଟିକେଟ୍‌ ଦେଲା ଭାଜପା, ବାଦ୍‌ ପଡିଲେ ପୁରୁଣା ନେତା

ଭୁବନେଶ୍ୱର,୨।୪: ଭାଜପା ଆଜି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୧୧୨ ଜଣ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ଭାଜପା । ବଡ କଥା ହେଉଛି ବିଜେଡ଼ିରୁ ଆସିଥିବା ପ୍ରାୟ ୮ ଜଣଙ୍କୁ...

ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ନୂଆପଡ଼ାରୁ ଲଢ଼ିବେ ଶରତ ପଟ୍ଟନାୟକ

ଭୁବନେଶ୍ୱର,୨।୪: ବିଜେଡି, ଭାଜପା ପରେ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ୪୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡ଼ାରୁ ଲଢ଼ିବେ । ଜାଣନ୍ତୁ କିଏ କେଉଁଠୁ ଲଢିବେ… ରାଉରକେଲା- ବୀରେନ୍ଦ୍ର ନାଥ ପଟ୍ଟନାୟକ, ରାଜଗାଙ୍ଗପୁର-...

ପ୍ରକାଶ ପାଇଲା କଂଗ୍ରେସର ଲୋକ ସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨।୪: ପ୍ରକାଶ ପାଇଲା କଂଗ୍ରେସର ପ୍ରଥମ ଲୋକ ସଭା ପ୍ରାର୍ଥୀ ତାଲିକା। ବରଗଡ଼ରୁ ସଂଜୟ ଭୋଇ, ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗିରରୁ ମନୋଜ ମିଶ୍ର, କଳାହାଣ୍ଡିରୁ ଦ୍ରୌପଦୀ ମାଝୀଙ୍କୁ କଂଗ୍ରେସ ଟିକେଟ୍‌ ଦେଇଛି। ସେହିପରି କୋରାପୁଟରୁ ସପ୍ତଗିରି ଉଲ୍ଲାକା, ବ୍ରହ୍ମପୁରରୁ...

ନବୀନଙ୍କୁ ଟକ୍କର ଦେବେ ଏହି ନେତା, ଭାଜପା ଘୋଷଣା କଲା ପ୍ରାର୍ଥୀ

ଭୁବନେଶ୍ୱର,୨।୪: ଘୋଷଣା ହୋଇଛି ଭାଜପା ପ୍ରାର୍ଥୀ ତାଲିକା । ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାଜପା । ପ୍ରଥମ ପର୍ଯ୍ୟାୟରେ ମୋଟ ୧୧୨ ଜଣ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛନ୍ତି ଭାଜପା କେନ୍ଦ୍ରୀୟ ନେତ୍‌ୃତ୍ୱ । ସବୁଠୁ...

ରାଜ୍ୟର ୨ ଜିଲାପାଳ, ୫ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ

ଭୁବନେଶ୍ୱର,୨।୪: ରାଜ୍ୟର ୨ ଜିଲାପାଳ ଓ ୫ ଏସ୍ପିଙ୍କ ବଦଳି କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। କଟକ ଜିଲାପାଳ ବିନିତ ଭରଦ୍ବାଜ, ଜଗତସିଂହପୁର ଜିଲାପାଳ ପାରୁଲ ପଟୱାରୀଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅନୁଗୋଳ ଜିଲା ଆରକ୍ଷୀ...

ବାକି ୩୫ ଆସନରେ କାହାକୁ ଟିକେଟ୍‌ ଦେବ ଭାଜପା, ଆଗରେ ରହିଛି ଏହିମାନଙ୍କ ନାଁ…

ଭୁବନେଶ୍ୱର,୨।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପର୍ଯ୍ୟାୟରେ ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବାକି ୩୫ଟି ଆସନକୁ ନେଇ ଏବେବି ସସପେନ୍ସ ଲାଗି ରହିଛି। ରାଉରକେଲା, ତେଲକୋଇ, ଘସିପୁରା, ପାଟଣା, ଚମ୍ପୁଆ, ସାରସକଣା, ରାଇରଙ୍ଗପୁର, କରଞ୍ଜିଆ,...

ଦାଦାଙ୍କ ବଦଳରେ ଝିଆରୀଙ୍କୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପର୍ଯ୍ୟାୟରେ ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନାଁ ନାହିଁ। ତାଙ୍କ ବଦଳରେ ଦଳ ତାଙ୍କ ଝିଆରୀ ତଥା ସ୍ବର୍ଗତ ଲଲାଟେନ୍ଦୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri