ମେଟ୍ରୋ

ଭାଜପା ଯିବା ନେଇ ସଙ୍କେତ ଦେଲେ ଭର୍ତ୍ତୃହରି!

ଭୁବନେଶ୍ୱର,୨୨।୩: ବିଜେଡି ସହ ସମ୍ପର୍କ ଛିଣ୍ଡାଇଛନ୍ତି ପୂର୍ବ କଟକ ଏମପି ଭର୍ତ୍ତୃହରି ମହତାବ। ଶୁକ୍ରବାର ଖବରଦାତା ସମ୍ମିଳନୀ କରି ଏହି ଇସ୍ତଫା ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ଏମପି ଭର୍ତ୍ତୃହରି କଟକରୁ ୬ଥର ଏମପି ରହିଛନ୍ତି। ଖବରଦାତା ସମ୍ମିଳନୀରେ ସେ...

ବଦଳିଲେ ୨୮ ଓଏଏସ୍‌ ଅଫିସର

ଭୁବନେଶ୍ୱର,୨୨।୩: ରାଜ୍ୟ ସରକାରଙ୍କ ପକ୍ଷରୁ ୨୮ ଓଏଏସ୍‌ ଅଫିସରଙ୍କ ବଦଳି କରାଯାଇଛି। ଏନେଇ ଶୁକ୍ରବାର ବିଧିବଦ୍ଧ ଭାବେ ବଦଳି ବିଜ୍ଞପ୍ତି ଜାରି ହୋଇଛି। ସମ୍ପୃକ୍ତ ଅଫିସରମାନଙ୍କୁ ଅପରାହ୍ନରେ ରିଲିଭ୍‌ କରି ନୂଆ ସ୍ଥାନରେ ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।...

ବିଜେଡି ଛାଡିଲେ ଭର୍ତ୍ତୃହରି

ଭୁବନେଶ୍ୱର,୨୨।୩: ବିଜେଡି ଛାଡିଲେ ଭର୍ତ୍ତୃହରି ମହତାବ। ଶୁକ୍ରବାର ଖବରଦାତା ସମ୍ମିଳନୀ କରି ଏହି ଇସ୍ତଫା ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ଏମପି ଭର୍ତ୍ତୃହରି କଟକରୁ ୬ଥର ଏମପି ରହିଛନ୍ତି। ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଭଙ୍ଗା ହୃଦୟରେ ଦଳ ଛାଡୁଛି।...

‘ଏମିତି ତମ କୋଳରେ ଆଉଥରେ ନିଶ୍ଚିତ ଜନ୍ମ ନେବି’

ଭୁବନେଶ୍ୱର,୨୨।୩: ଗୋଟିଏ ଝିଅ ପାଇଁ ତା’ ବାପାଙ୍କ ସ୍ଥାନ ସ୍ବତନ୍ତ୍ର। ତାଙ୍କ ଆବର୍ତ୍ତମାନରେ ଝିଅ ଜୀବନରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୁଏ। ଠିକ୍‌ ଏଭଳି ବିଜେଡିର ବରିଷ୍ଠ ନେତା ଡା. ଦାମୋଦର ରାଉତଙ୍କ ପରଲୋକ ଗମନ ପରେ ଭାଙ୍ଗି...

ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ଧର୍ମେନ୍ଦ୍ର! ମନମୋହନଙ୍କ ପୋଷ୍ଟକୁ କଲେ ରିପୋଷ୍ଟ

ଭୁବନେଶ୍ୱର,୨୨।୩: ଆସନ୍ତା ଲୋକ ସଭା ନିର୍ବାଚନରେ ଏକାକୀ ଲଢ଼ିବ ଭାଜପା। ଶୁକ୍ରବାର କିଛି ଏଭଳି କଥା ସୋସିଆଲ ମିଡିଆରେ ପୋଷ୍ଟ କରି ମେଣ୍ଟ ଚର୍ଚ୍ଚାକୁ ନୂଆ ମୋଡ ଦେଇଥିଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ଏହାପରେ ତାଙ୍କ ପୋଷ୍ଟକୁ...

ଓଡ଼ିଶାରେ ଭାଜପା ଏକାକୀ ଲଢ଼ିବ: ମନମୋହନ

ଭୁବନେଶ୍ୱର,୨୨।୩: ରାଜ୍ୟରେ ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ନୂଆ ମୋଡ ନେଇଛି। ଏହାକୁ ନେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ସୋସିଆଲ ମିଡିଆରେ ବଡ଼ ସୂଚନା ଦେଇଛନ୍ତି। ସେ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରି ଭାଜପା ଏଥର...

ଭାଜପାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ: ଏଥର ନାହିଁ ଓଡ଼ିଶା ନାଁ 

ଭୁବନେଶ୍ୱର,୨୨।୩ : ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଶୁକ୍ରବାର ଭାଜପା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ହେଲେ ଏଥର ମଧ୍ୟ ତାଲିକାରେ ଓଡ଼ିଶାର କାହାର ନାଁ ନାହିଁ।  ତାଲିକାରେ କେବଳ ତାମିଲନାଡୁ ଓ ପୁଡୁଚେରୀର...

ଦାମ ବାବୁଙ୍କ ଜ୍ଞାନ, ଅଭିଜ୍ଞତା ବିଧାନସଭାରେ ଡକ୍ୟୁମେଣ୍ଟ ହୋଇ ରହିଛି: ମନମୋହନ

ଭୁବନେଶ୍ୱର,୨୨।୩: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଶୁକ୍ରବାର ଭୋରରୁ ପରଲୋକ ହୋଇଛି। ଦାମ ଜଣେ ଦକ୍ଷ ରାଜନେତା ଥିଲେ। ଦାମଙ୍କ ସହ ରାଜନୈତିକ ଜୀବନର ସ୍ମୃତି ବଖାଣିଛନ୍ତି ରାଜ୍ୟ ଭାଜପା ସଭାପତି...

ନବୀନ ନିବାସରେ ନିର୍ବାଚନୀ କସରତ: କିଏ କେଉଁ ଆସନରେ ଲଢିବେ କାହକୁ ଦିଆଯିବ ବାଦ୍‌

ଭୁବନେଶ୍ୱର,୨୨।୩: ମେଣ୍ଟ ଚର୍ଚ୍ଚା ମଧ୍ୟରେ ଶୁକ୍ରବାର ନବୀନ ନିବାସରେ ପୁଣି ନିର୍ବାଚନୀ କସରତ ଚାଲିଛି । ୩ଟି ସଂସଦୀୟ କ୍ଷେତ୍ର ବରଗଡ଼ କଳାହାଣ୍ଡି ଓ ବଲାଙ୍ଗୀର ସଂକ୍ରାନ୍ତରେ ଆଲୋଚନା ପାଇଁ ବିଧାୟକ, ନେତା ଓ ପର୍ଯ୍ୟପେକ୍ଷକ ପହଞ୍ଚିଛନ୍ତି । କିଏ...

ଦାମଙ୍କୁ ଝୁରୁଛନ୍ତି ପୂର୍ବତନ ଡ୍ରାଇଭର, କାନ୍ଦିକାନ୍ଦି କହିଲେ….

ଭୁବନେଶ୍ୱର,୨୨।୩: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଶୁକ୍ରବାର ଭୋରରୁ ପରଲୋକ ହୋଇଛି। ଦାମ ଜଣେ ଦକ୍ଷ ରାଜନେତା ଥିଲେ। ତାଙ୍କର ରୋକଠୋକ ଜବାବ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ତେବେ...

ଦାମଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ଭୁବନେଶ୍ୱର/ନୂଆଦିଲ୍ଲୀ,୨୨ା୩: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ଭେଟେରାନ ନେତା ଦାମୋଦର ରାଉତଙ୍କ...

ଦାମଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ା୩: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପାର୍ଥିବ ଶରୀର ଶଙ୍ଖଭବନରେ ପହଞ୍ଚିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶଙ୍ଖଭବନରେ ପହଞ୍ଚି ଦାମଙ୍କ ଶେଷ ଦର୍ଶନ କରିିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିସହିତ ବହୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri