ମେଟ୍ରୋ

କଂଗ୍ରେସକୁ ଫେରିଲେ ଗମାଙ୍ଗଙ୍କ ପରିବାର

ଭୁବନେଶ୍ୱର,୧୭ା୧: କଂଗ୍ରେସକୁ ଫେରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର। ଏଥିସହିତ ତାଙ୍କ ସ୍ତ୍ରୀ ହେମା ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ ମଧ୍ୟ ଦଳକୁ ଫେରିଛନ୍ତି। ଦିଲ୍ଲୀରେ ଗିରିଧରଙ୍କ ପରିବାର ସଦସ୍ୟ କଂଗ୍ରେସ ହାତ ଧରିଛନ୍ତି। ଏହି ସମୟରେ...

୨୦ରୁ କନିଷ୍ଠ ଶିକ୍ଷକଙ୍କ ଡକ୍ୟୁମେଣ୍ଟ ଯାଞ୍ଚ

ଭୁବନେଶ୍ୱର, ୧୭।୧(ଅସମାପିକା ସାହୁ): କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌) ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଚଳିତମାସ ୨୦ ତାରିଖରୁ ହେବ। ଏହା ଜିଲାସ୍ତରରେ କ୍ୟାଟେଗୋରି-୧ ପାଇଁ ୨୦ ତାରିଖରେ ଏବଂ କ୍ୟାଟେଗୋରି-୨ ପାଇଁ ୨୧ତାରିଖରେ ଅନୁଷ୍ଠିତ...

ଘରେ ରହିବାକୁ ବାଧ୍ୟ କରିବାରୁ ପିଟି ମାରିଥିଲେ ବାନ୍ଧବୀ

ବାଳକାଟୀ,(ମନୋଜ ମଣ୍ଡଳ)/ ଭୁବନେଶ୍ୱର,୧୭।୧ (ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ବାଳକାଟୀ ସାଗୁଆ ଗ୍ରାମର ହୋଟେଲ ବ୍ୟବସାୟୀ ବିଶ୍ୱଜିତ୍‌ ନାୟକ ହତ୍ୟା ଘଟଣାର ୫ଦିନ ପରେ ମଙ୍ଗଳବାର କମିଶନରେଟ୍‌ ପୋଲିସ ରହସ୍ୟ ଉନ୍ମୋଚନ କରିଛି। ହତ୍ୟାକରି ଫେରାର ଥିବା...

ଜଳବାୟୁ ପରିବର୍ତ୍ତନ: ପକ୍ଷୀ ଆଗମନ ପ୍ରଭାବିତ

ଭୁବନେଶ୍ୱର, ୧୭।୧(ଅସମାପିକା ସାହୁ): ଓଡ଼ିଶାରେ ଦେଖାଦେଉଥିବା ଅଧିକାଂଶ ପରିବ୍ରାଜକ ପକ୍ଷୀ ଏସିଆ ଓ ୟୁରୋପର ବିଭିନ୍ନ ଦେଶରୁ ଆସିଥାନ୍ତି। ଆଉ କିଛି ପକ୍ଷୀ ଅନ୍ୟ ମହାଦେଶରୁ ମଧ୍ୟ ଏଠାକୁ ଆସି ସାମୟିକ ରହଣି କରିଥାନ୍ତି। ନିଜ ଅଞ୍ଚଳରେ ଅସହ୍ୟ ଥଣ୍ଡାଜନିତ...

ମାଞ୍ଜାସୁତାରେ ପୁଣି ଜଣକ ବେକ କଟିଲା

କଟକ,୧୬ା୧ (କାର୍ତ୍ତିକ ସାହୁ) ଗୁଡ଼ିରେ ବ୍ୟବହୃତ ମାଞ୍ଜାସୂତା ଲାଗି ପୁଣି ଜଣକ ବେକ କଟିଛି। ବାଦାମବାଡ଼ି ଅଞ୍ଚଳରେ ମଙ୍ଗଳବାର ଅପରାହ୍ଣରେ ଘଟିଛି ଏଭଳି ଅଘଟଣ। ଆହତ ବ୍ୟକ୍ତି ଜଣକ ହେଲେ ୪୨ ମୌଜା ନହରପଦା ଗ୍ରାମର ଶିବ ପ୍ରସାଦ ପଣ୍ଡା(୪୮)।...

୨୨ ତାରିଖରେ ଓଡ଼ିଶା ଛୁଟି ଘୋଷଣା ଦାବି

ଭୁବନେଶ୍ୱର,୧୬।୧: ରାଜ୍ୟ ସରକାର ଆସନ୍ତା ୨୨ ତାରିଖକୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରନ୍ତୁ। ଏହାସହ ସେ ଦିନ ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଭାଜପା ରାଜ୍ୟ...

ଜଗନ୍ନାଥ କହିଲେ ସୁର ପୁରୀ ଯାଆନି

ଭୁବନେଶ୍ୱର,୧୬।୧: ଜଟଣୀ ବିଧାୟକ ସୁରେଶ ରାଉୟରାୟଙ୍କୁ ଜଗତର ନାଥ ଜଗନ୍ନାଥ ସ୍ବପ୍ନାଦେଶ ହୋଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ସମାରୋହରେ ସେଯୋଗ ନ ଦେବାକୁ ମନା କରିଛନ୍ତି। ଜଗନ୍ନାଥଙ୍କ ଲାଗୁନି ଡୋରି। ମୁଁ କିପରି ଯିବି ପୁରୀ ବୋଲି ସୁର...

ବଢ଼ିଲା (BSKY) ଆବେଦନ ଅବଧି ତାରିଖ

ଭୁବନେଶ୍ୱର,୧୬।୧: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ((BSKY) ) ଆବେଦନ ଅବଧି ତାରିଖ ବଢ଼ିଛି। ମଙ୍ଗଳବାର ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତ। ଫଳରେ ଆସନ୍ତା ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ (BSKY)...

ଦୁଇ ସପ୍ତାହରେ ଗିରଫ ହେଲେଣି ୫ ସରକାରୀ ବାବୁ

ଭୁବନେଶ୍ୱର,୧୬।୧(ସତ୍ୟଜିତ୍‌ ରାଉତ):ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି। ଚଳିତ ବର୍ଷ ଆରମ୍ଭରୁ ଏଭଳି ବାବୁଙ୍କ ଉପରେ ଭିଜିଲାନ୍ସ କଡ଼ା ନଜର ରଖିଛି। ଜାନୁଆରୀ ମାସର ୨ ସପ୍ତାହରେ ୫ ଅଧିକାରୀଙ୍କୁ ଗିରଫକରି କଡ଼ା ଚେତାବନୀ ଦେଇଛି।...

କମୁନି ଅଳିଆ, ବଢ଼ିଚାଲିଛି ଟିଟିଏସ୍‌ ଆକାର

ଭୁବନେଶ୍ୱର, ୧୬।୧ (ବନ୍ଦନା ସେଠୀ):କାହିଁକି ଆଉ ସେ ଫଟୋ ଉଠାଉଛ। ଯେତେ ଫଟୋ ଉଠାଇଲେ, କି ଲୋକଙ୍କ ଅଭିଯୋଗ ଶୁଣିଲେ କିଛି ତ ଫଳ ମିଳୁନି। ଯୋଉ ଗନ୍ଧକୁ ସେଇ ଗନ୍ଧ ହଉଛିି। ବରଂ ଦିନରାତି ମେଶିନ୍‌ ଲଗାଇ ଅଳିଆ...

କନିଷ୍ଠ ଶିକ୍ଷକ ପରୀକ୍ଷାଫଳ ପ୍ରକାଶ: ମାସ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୧୫।୧(ଅସମାପିକା ସାହୁ): କନିଷ୍ଠ ଶିକ୍ଷକ(ସ୍କିମାଟିକ୍‌) ଲିଖିତ ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ୱେବ୍‌ସାଇଟ୍‌ରେ ପରୀକ୍ଷାଫଳ ଉପଲବ୍ଧ ହୋଇଛି। ଫଳ ତାଲିକାରେ କଳା, ବିଜ୍ଞାନ, ତେଲୁଗୁ, ଉର୍ଦ୍ଦୁ ଓ ବଙ୍ଗଳା ଶିକ୍ଷକ ପାଇଁ...

କ୍ଲବ୍‌ରେ ଯୁବତୀଙ୍କୁ ଦୁର୍ବ୍ୟବହାର, ଜଣେ ଗିରଫ

ଭୁବନେଶ୍ୱର,୧୫।୧(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ପଟିଆ ଅଞ୍ଚଳରେ ଥିବା ଏକ କ୍ଲବରେ ଖାଉଥିବାବେଳେ ଯୁବତୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଜଣେ ଯୁବକ ଦୁର୍ବ୍ୟବହାର କରିବା ସହ ଖରାପ ଭାଷାରେ ଗାଳିଗୁଲଜ କରି ମାରିଦେବାର ଧମକ ଦେଇଥିଲେ। ଏ ନେଇ ଅଭିଯୋଗ ହେବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri