ମେଟ୍ରୋ

ବିଜେଡି, ଭାଜପା ସରକାର ଶ୍ରମିକ ବିରୋଧୀ: କଂଗ୍ରେସ

ଭୁବନେଶ୍ୱର, ୧୮।୩(ସୁନିତ୍‌ ମିଶ୍ର): ବିଜେଡି ଓ ଭାଜପା ସରକାର ଶ୍ରମିକ, କର୍ମଚାରୀ ବିରୋଧୀ। ଶ୍ରମିକ କର୍ମଚାରୀଙ୍କୁ କଂଗ୍ରେସ ସରକାର ସମୟରେ ମିଳିଥିବା ଅଧିକାରକୁ ବିଜେଡି ଓ ଭାଜପା ସରକାର ଛିନ୍ନ କରି ବିଦେଶୀ ପୁଞ୍ଜିପତିମାନଙ୍କୁ ସାହାଯ୍ୟ କରୁଛନ୍ତି। କଂଗ୍ରେସ ନେତା...

ମେଣ୍ଟ ପାଲଟୁଛି ବଙ୍କୁଲି ବେଣ୍ଟ

ଭବନେଶ୍ୱର, ୧୮।୩ (ସୁନିତ୍‌ ମିଶ୍ର): ରାଜ୍ୟ ଭାଜପାରେ ଏବେ ମେଣ୍ଟ ପାଇଁ ଘୋର ବିରୋଧ ସୃଷ୍ଟି ହେଉଛି। ସାଧାରଣ କର୍ମୀ ଚିନ୍ତା କରୁଛନ୍ତି ଯେ, ଆଜି ଏଭଳି ଏକ ମୁହୂର୍ତ୍ତ ପହଞ୍ଚିଛି ଯେଉଁଥିରେ ଓଡ଼ିଶା ଭୋଟର ବିଜେଡି ପ୍ରତି ସମ୍ପୂର୍ଣ୍ଣ...

ରାଜ୍ୟରେ ଝଡ଼ବର୍ଷା ହେବାର ସମ୍ଭାବନା: ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୭।୩(ଅନୁରାଧା ମହାରଣା)- ରାଜ୍ୟର ଅଧିକାଂଶ ଜିଲାରେ ଦିନର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିବାବେଳେ ଅନ୍ୟ କିଛି ସ୍ଥାନରେ ବର୍ଷା ରେକର୍ଡ ହୋଇଛି। ଆସନ୍ତା ୨ ଦିନ ମଧ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାପମାତ୍ର କମିପାରେ।...

ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ବର,୧୭।୩(ଅସମାପିକା ସାହୁ): ଆଗାମୀ ଲୋକ ସଭା ଓ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଦର୍ଶ ଆଚରଣବିଧି ଘୋଷଣା ହୋଇଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରକିୟା ସମ୍ପୂର୍ଣ୍ଣ ହେଲା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ବନ୍ଦ...

ନିର୍ବାଚନ  ପାଇଁ ଭାଜପା ପ୍ରସ୍ତୁତ: ପୂରା ଦମ୍‌ରେ ଲଢ଼ିବ ଦଳ କହିଲେ…

ଭୁବନେଶ୍ୱର,୧୭।୩: ରାଜ୍ୟ ଭାଜପା କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇପଡ଼ିଛି। ବରିଷ୍ଠ ନେତାମାନଙ୍କୁ ନେଇ କାର୍ଯ୍ୟାଳୟରେ ଘନଘନ ବୈଠକ ବସିଛି। ଏଥିରେ ଦଳର ବରିଷ୍ଠ ନେତା ସାମିଲ ହୋଇଛନ୍ତି । ନିର୍ବାଚନ ପାଇଁ ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ...

ଆଚରଣ ବିଧି ଲାଗୁ ହେବା ପରେ ସରକାରୀ ଓ୍ବେବସାଇଟ୍‌ରେ ଲାଗିଲା  ସରକାରଙ୍କ ଲୋଗୋ

ଭୁବନେଶ୍ୱର,୧୭।୩ : ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ସରକାରୀ ଯୋଜନା ବିଜ୍ଞାପନ ହୋର୍ଡିଂ ଗୁଡ଼ିକ ହଟାଇ ଦିଆଯାଇଛି । ରାଜଧାନୀ ଭୁବନେଶରରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ଲାଗିଥିବା ବିଜ୍ଞାପନ ହୋର୍ଡିଂକୁ ଘୋଡ଼େଇ ଦିଆଯାଇଥିବା...

ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଘନଘନ ବୈଠକ: ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ କେଉଁମାନେ ହେବେ ପ୍ରାର୍ଥୀ

ଭୁବନେଶ୍ୱର,୧୭।୩: ବିଜେଡି- ଭାଜପା ସମ୍ଭାବ୍ୟ ମେଣ୍ଟକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଏଯାବତ୍‌ ଚିତ୍ର ସ୍ପଷ୍ଟ ହୋଇନ ଥିବା ବେଳେ ରବିବାର ରାଜ୍ୟ ଭାଜପା କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇପଡ଼ିଛି। ବରିଷ୍ଠ ନେତାଙ୍କୁ ନେଇ କାର୍ଯ୍ୟାଳୟରେ ଘନଘନ ବୈଠକ ବସୁଛି। ଏଥିରେ...

କୋଡ ଅଫ କଣ୍ଡକ୍ଟ ଲାଗିବା ପରେ ଘନଘନ ଚଢ଼ାଉ

ଭୁବନେଶ୍ୱର ୧୭।୩ : କୋଡ ଅଫ କଣ୍ଡକ୍ଟ ଲାଗିବା ପରେ ସବୁଠି ଧରପଗଡ଼  ଆରମ୍ଭ ହୋଇଯାଇଛି। ମଦ୍ୟପ ଚାଳକ ଏବଂ ଅପରାଧୀ ଉପରେ ପୋଲିସର କଡ଼ା ନଜର ରହିଛି। ୫୦ଟି ଅଞ୍ଚଳରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ଧରପଗଡ଼ ଆରମ୍ଭ...

ବିଜେଡି- ଭାଜପା ସମ୍ଭାବ୍ୟ ମେଣ୍ଟକୁ ନେଇ ଆଶାୟୀ ପ୍ରାର୍ଥୀ ଦ୍ୱନ୍ଦ୍ୱରେ, ଘନ ଘନ ବୈଠକ କରୁଛି ଭାଜପା

ଭୁବନେଶ୍ୱର,୧୭।୩: ବିଜେଡି- ଭାଜପା ସମ୍ଭାବ୍ୟ ମେଣ୍ଟକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି। ହେଲେ ଏଯାଏ ଚିତ୍ର ସ୍ପଷ୍ଟ ହୋଇନି। କୁହାଯାଉଛି ଉଭୟ ଦଳର ଶୀର୍ଷ ନେତୃତ୍ୱ ପରସ୍ପର ସହ ଯୋଗାଯୋଗରେ ଅଛନ୍ତି । ଅନ୍ୟପଟେ ଦୁଇ ଦଳର ଆଶାୟୀ ପ୍ରାର୍ଥୀ...

ଭାଜପା ୧୦ ବର୍ଷ ରେକର୍ଡ ଆଧାରରେ ଜନତାଙ୍କ ଆସ୍ଥାଭାଜନ ହେବ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୭।୩(ଅସମାପିକା ସାହୁ)ନିର୍ବାଚନ କମିଶନଙ୍କ ୨୦୨୪ ନିର୍ବାଚନ ତାରିଖ ଘୋଷଣାକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି। ଏହି ନିର୍ବାଚନରେ ଭାଜପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଲ୍ୟାଣକାରୀ ଯୋଜନା ଓ ବିଗତ...

ବିରୋଧୀଙ୍କ ସମାଲୋଚନାର ଜବାବ ଦେଲେ ବିଜେଡି ନେତା

ଭୁବନେଶ୍ୱର,୧୭ା୩(ଅନିଲ ଦାସ)ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ପର୍କୀୟ ଅରିନ୍ଦମ ରାୟ ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ଭାଜପାରେ ଯୋଗଦେଇଥିଲେ। ଭାଜପାରେ ସାମିଲ ହେବା ପରେ ସେ ବିଜେଡିକୁ ସମାଲୋଚନା କରିଥିଲେ। ସାମାଜିକ ଗଣମାଧ୍ୟମରେ କେତେକ...

ଓଡ଼ିଶାରେ ନିର୍ବାଚନ ଲଢ଼ିବ ଆପ୍‌: ସନ୍ଦୀପ

ଭୁବନେଶ୍ୱର,୧୭।୩(ଶର୍ମିଷ୍ଠା ପାଣିଗ୍ରାହୀ)ଓଡ଼ିଶା ରାଜନୀତିରେ ଏକ ପରିବର୍ତ୍ତନର ସଙ୍କେତ ମିଳୁଛି। ଭାଜପା ଓ ବିଜେଡି ମେଣ୍ଟ ହେବ ବୋଲି କୁହାଯାଉଛି। ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି, ବିଜେଡିକୁ କବ୍‌ଜାକୁ ନେଇଯାଇଛି ଭାଜପା। ଇଡିକୁ ପ୍ରୟୋଗ କରି ବିଜେଡିକୁ ଡରେଇ ଧମକେଇ ଭାଜପା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri