ମେଟ୍ରୋ

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ  ମୋଦି 

ଭୁବନେଶ୍ୱର,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା  ଆସିବେ। ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ  ସମ୍ଭାବନା ରହିଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ  ମଙ୍ଗଳବାର ସୂଚନା ଦେଇଛନ୍ତି। ମାଝୀ କହିଛନ୍ତି, ମୋଦି ପଶ୍ଚିମ ଓଡ଼ିଶାର ଏକ କାର୍ଯ୍ୟକ୍ରମରେ...

ଜେଲ୍‌ରୁ ମୁକୁଳି ‘ଲ’ ପରୀକ୍ଷା ଦେଲେ ଅର୍ଚ୍ଚନା

ଭୁବନେଶ୍ୱର,୧୨।୧୨: ଦୀର୍ଘ ୧୪ ମାସ ପରେ ଅର୍ଚ୍ଚନା ନାଗ ମଙ୍ଗଳବାର ଜେଲ୍‌ରୁ ମୁକୁଳିଛନ୍ତି । ସକାଳେ ଅର୍ଚ୍ଚନା ଝାରପଡ଼ା ଜେଲ୍‌ରୁ ବାହାରିଥିଲେ। ତାଙ୍କ ସହିତ ତାଙ୍କ ସ୍ବାମୀ ଜଗବନ୍ଧୁ ମଧ୍ୟ ଥିଲେ । ପରେ ସେଠାରୁ ସେ ଘରକୁ ଯାଇ...

ରାଜ୍ୟପାଳଙ୍କ ପାଣ୍ଠି ଯାଉଛି କୁଆଡ଼େ

ଭୁବନେଶ୍ୱର, ୧୨ା୧୨(ସୁନୀତ୍‌ ମିଶ୍ର):ଓଡ଼ିଶାର ନାଗରିକମାନେ ଜାଣି ନ ଥିବେ ରାଜ୍ୟପାଳଙ୍କ ପାଖରେ ମଧ୍ୟ ଅତ୍ୟଧିକ ଅର୍ଥ ପ୍ରଦାନର କ୍ଷମତା ରହିଥାଏ। ଉଲ୍ଲେଖଯୋଗ୍ୟ, ଏହି ଅର୍ଥ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ରାଜକୋଷରୁ ରାଜଭବନକୁ ଦିଆଯାଇଥାଏ ଅର୍ଥାତ୍‌ ଏହା ଓଡ଼ିଶାର କରଦାତାଙ୍କ ଅର୍ଥ।...

ଜାନୁୟାରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର,୧୨।୧୨: ଜାନୁୟାରୀ ୨ ତାରିଖରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ଆସନ୍ତା ୨୬ ତାରିଖରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସ୍‌ଇ) ପକ୍ଷରୁ ପରୀକ୍ଷା ସମ୍ପର୍କିତ ଫର୍ମ, ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ପରୀକ୍ଷା କେନ୍ଦ୍ରଗୁଡିକୁ ପଠାଯିବ ।...

୪୮ଘଣ୍ଟା ଶୋଷରେ ରଖିଲା ଓ୍ବାଟ୍‌କୋ

ଭୁବନେଶ୍ୱର,୧୧।୧୨: (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରରେ ପାନୀୟ ଜଳ ଯୋଗାଣରେ ଫେଲ୍‌ ମାରିଲା ଓ୍ବାଟ୍‌କୋ। ବିକଳ୍ପ ବ୍ୟବସ୍ଥା ନ କରି ମରାମତି ପାଇଁ ପାଣି ଯୋଗାଣ ବନ୍ଦ କରିଦେବାରୁ ଅଧା ସହରବାସୀ ଶୁକ୍ରବାରଠାରୁ ନାନା ଦୁର୍ଦ୍ଦଶା ଭୋଗିଥିଲେ। ବିଭିନ୍ନ ସ୍ଥାନରେ...

ଥଣ୍ଡା ପବନ, ବଢ଼ିବ ଶୀତ

ଭୁବନେଶ୍ୱର,୧୧।୧୨(ଅନୁରାଧା ମହାରଣା): ରାଜ୍ୟରେ ଆସନ୍ତା ସପ୍ତାହ ସାରା ପାଗ ଶୁଖିଲା ରହିବା ସହ ଆକାଶ ମେଘମୁକ୍ତ ରହିବ। ଉତ୍ତର-ପଶ୍ଚିମ ପଟୁ ଥଣ୍ଡା ପବନ ବହିବା ପ୍ରଭାବରେ ରାତି ତାପମାତ୍ରା ହ୍ରାସ ପାଇବ। ଫଳରେ ଶୀତ ବଢ଼ିବ। ବିଶେଷକରି ଉପକୂଳରେ ତାପମାତ୍ରା...

ମାଟ୍ରିକ ନମୁନା ପ୍ରଶ୍ନପତ୍ରରେ ତ୍ରୁଟି

ଭୁବନେଶ୍ୱର, ୧୧।୧୨(ଅସମାପିକା ସାହୁ): ଆସନ୍ତା ବର୍ଷ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ପ୍ରଶ୍ନପତ୍ର ନମୁନାରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। ପ୍ରଶ୍ନପତ୍ର ନମୁନାରେ ଥିବା ବିଷୟ ଚଳିତ ବର୍ଷର...

ମ୍ୟାଟ୍ରିକ ନମୁନା ପ୍ରଶ୍ନପତ୍ରରେ ତ୍ରୁଟି

ଭୁବନେଶ୍ୱର, ୧୦।୧୨(ଅସମାପିକା ସାହୁ)- ଆସନ୍ତା ବର୍ଷ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ପ୍ରଶ୍ନପତ୍ର ନମୁନାରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। ଏହି ତ୍ରୁଟି ଦେଖି ଯେତିକି ଛାତ୍ରୀଛାତ୍ର ହରଡ଼...

ପାଣି କିଣିଲେ, ଶୌଚ ପାଇଁ ବନ୍ଧୁଘର ଧାଇଁଲେ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ)ଖାଲଖମା ରାସ୍ତା, ବିଜୁଳି, ଦୁର୍ଗନ୍ଧ, ମଶା ଦାଉରେ କଲବଲ ହେବାପରେ ଏବେ ପିଇବା ପାଣି ପାଇଁ ହନ୍ତସନ୍ତ ହୋଇଛନ୍ତି ସ୍ମାର୍ଟସିଟିବାସୀ। ଗୋଟେପଟେ ସ୍ବେରେଜ କାମ ପାଇଁ ଓ୍ବାଟ୍‌କୋ ସହରର ବିଭିନ୍ନ ସ୍ଥାନରେ ଖୋଳାପୋତା କରି ଚାଲିଥିବାବେଳେ...

ଆବର୍ଜନା ଦୁର୍ଗନ୍ଧରେ ଅଣନିଃଶ୍ୱାସୀ ସ୍ମାର୍ଟସିଟିବାସୀ: କ୍ଷୁଣ୍ଣ ହେଉଛି ମାନବିକ ଅଧିକାର

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ)ସମାଜରେ ସମ୍ମାନର ସହ ବଞ୍ଚିତ । ପ୍ରତ୍ୟେକ ବ୍ୟକ୍ତିଙ୍କ ଅଧିକାର। କେବଳ ମୌଳିକ ବା ସାମାଜିକ ଅଧିକାର ନୁହେଁ, ମନୁଷ୍ୟ ପାଇଁ ମାନବାଧିକାରର ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସ୍ବତନ୍ତ୍ରତା, ଶିକ୍ଷା, ସ୍ବାଧୀନ ଭାବେ ନିଜ ଅଭିବ୍ୟକ୍ତି ରଖିବା...

ରାଜ୍ୟରେ କମୁଛି ଶିଶୁ ଜନ୍ମ ହାର

ଭୁବନେଶ୍ୱର, ୧୦।୧୨ (ଅସମାପିକା ସାହୁ)ରାଜ୍ୟରେ ଶିଶୁଙ୍କ ସଂଖ୍ୟା କମିବାରେ ଲାଗିଛି। ଇଣ୍ଡିଆ ପ୍ରୋଜେକ୍ସନ ରିପୋର୍ଟ ଅନୁସାରେ, ୨୦୨୧ରେ ଓଡ଼ିଶାରେ ପ୍ରଜନନ ବର୍ଗ(୧୫-୪୯ ବର୍ଷ ବୟସ)ରେ ୧.୨ କୋଟି ମହିଳା ଥିବାବେଳେ ୪୦ ଲକ୍ଷ ଶିଶୁ(୫ବର୍ଷରୁ କମ୍‌) ରହିଛନ୍ତି। ପୂର୍ବ ହିସାବକୁ...

କଇଁଛ ପାଇଁ କ୍ଷେପଣାସ୍ତ୍ର ପରୀକ୍ଷା ବନ୍ଦ

ଭୁବନେଶ୍ୱର, ୧୦।୧୨(ଅସମାପିକା ସାହୁ): ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ(ଆଇଟିଆର୍‌)ରୁ ୩ ମାସ ମିସାଇଲ ବା କ୍ଷେପଣାସ୍ତ୍ର ପରୀକ୍ଷଣ ବନ୍ଦ ରହିବ। ଲକ୍ଷାଧିକ ଅଲିଭ ରିଡ୍‌ଲେ କଇଁଛ ସେମାନଙ୍କ ବଂଶ ବୃଦ୍ଧି ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri