ମେଟ୍ରୋ

ସନ୍ଧ୍ୟାରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର ୪।୨ : ଷୋଡ଼ଶ ବିଧାନସଭା ଅନ୍ତିମ ଅଧିବେଶନ ଆଗାମୀ ୫ ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ୧୩ ତାରିଖ ଯାଏ ଚାଲିବ । ଏଥିରେ କାମଚଳା ବଜେଟ୍‌ ଉପସ୍ଥାପନ ହେବ । ତେବେ ବିଧାନସଭା ଅଧିବେଶନକୁ...

ସରକାର ଚାଷୀଙ୍କ ବଡ଼ ଶତ୍ରୁ: କଂଗ୍ରେସ

ଭୁବନେଶ୍ୱର,୪।୨(ସୁନିତ୍‌ ମିଶ୍ର): ରାଜ୍ୟର ଶାସନ ଦାୟିତ୍ୱରେ ଥିବା ସରକାର ଚାଷୀଙ୍କ ସବୁଠୁ ବଡ଼ ଶତ୍ରୁ। କୃଷକଙ୍କ ବନ୍ଧୁ ବୋଲି ଦାବି କରୁଥିବା ଏହି ସରକାର ବାସ୍ତବରେ ଚାଷୀଙ୍କୁ ଲୁଟ୍‌ କରିବାରେ ଧୁରନ୍ଧର। କାଳିଆ ଯୋଜନାରେ ରାଜ୍ୟର ଚାଷୀଙ୍କୁ ୧,୮୭୯ କୋଟି...

ଉତ୍କଳଙ୍କ କୁଶପୁତ୍ତଳିକା ଦାହକଲେ ବିଧାୟିକାଙ୍କ ସମର୍ଥକ

ପାଟକୁରା, ୪।୨(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଜେଡିରେ ଏବେ ଗୋଷ୍ଠୀକନ୍ଦଳ ପଦାରେ ପଡ଼ିଛି। ପୂର୍ବତନ ବିଧାୟକ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ବିରୋଧରେ ବିଜେଡି ଜିଲା ସଭାପତି ଉତ୍କଳ କେଶରୀ ପରିଡ଼ା ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଏହାର ପ୍ରତିବାଦରେ...

ଓଡ଼ିଶାର ଇଣ୍ଟିଗ୍ରେଟେଡ୍‌ ବି.ଏସ୍‌ସି ବି.ଏଡ୍‌ ପ୍ରମାଣପତ୍ର ବୈଧ ହେଲାନି

କଟକ,୪ା୨ (କାର୍ତ୍ତିକ ସାହୁ)ଓଡ଼ିଶାର ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌. ସିବିସିଏସ୍‌ ପାଠ୍ୟକ୍ରମରେ ଯୋଗ୍ୟତା ହାସଲ କରିଥିବା ୩୧ ଜଣ ଛାତ୍ରୀଛାତ୍ର ଜାତୀୟ ସ୍ତରୀୟ ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି। ସେମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇ-ମେଲ୍‌ ଯୋଗେ ଅବଗତ କରାଇଥିବା ସୂଚନା ଦେଇଛନ୍ତି।...

ଆରମ୍ଭ ହେଲା ଏକାମ୍ର ଉତ୍ସବ

ଭୁବନେଶ୍ୱର, ୪।୨ (ବନ୍ଦନା ସେଠୀ)ବର୍ଷକ ପରେ ପୁଣି ଥରେ ନୂଆ ରୂପରେ ଫେରିଛି ସିଟିଫେଷ୍ଟ। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଓଡ଼ିଆ ଭାଷା, ସଂସ୍କୃତିର ଅନ୍ୟତମ ଅଂଶ ସ୍ବରୂପ ଶନିବାର ଠାରୁ ଆରମ୍ଭ ହୋଇଛି ‘ଏକାମ୍ର ଉତ୍ସବ’।...

ସୋମବାର ବିଜେଡି, ଭାଜପା, କଂଗ୍ରେସର ବିଧାୟକ ଦଳ ବୈଠକ

ଭୁବନେଶ୍ୱର,୪ା୨(ସୁନିତ୍‌ ମିଶ୍ର)ଷୋଡ଼ଶ ବିଧାନସଭାର ପଞ୍ଚଦଶ ଅଧିବେଶନ ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ୨୦୨୪ ସାଧାରଣ ନିର୍ବାଚନ ନେଇ କୌଣସି ସମୟରେ ତାରିଖ ଘୋଷଣା ହୋଇଯାଇପାରେ। ଆସନ୍ତା ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇପାରେ। ସରକାର ଏହି...

ଓଡ଼ିଆ ଭାଷା ଆନ୍ଦୋଳନର ସଭାପତି ସମ୍ବର୍ଦ୍ଧିତ

ଭୁବନେଶ୍ୱର,୩ା୨: ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଶନିବାର ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯାଇଥିବାରୁ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଏହି ଅବସରରେ ବୁଦ୍ଧ ମନ୍ଦିର ପରିସରରେ...

ଦୁଇଦିନ ଘନକୁହୁଡ଼ି: ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୩ା୨: ରାଜ୍ୟରେ ଆସନ୍ତା ୨ ଦିନ ଘନକୁହୁଡ଼ି ଜାରି ରହିବ। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲାରେ ଘନକୁହୁଡ଼ି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ନୟାଗଡ଼,...

ଭାଷାବିତ୍‌ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମାନ

ଭୁବନେଶ୍ୱର,୩।୨: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଉଦ୍‌ଘାଟିତ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସାମୂହିକ ବନ୍ଦେ ଉତ୍କଳ ଗାନ କରାଯାଇଥିଲା । ପର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ଅତିଥୀଙ୍କୁ ସମ୍ବୋଧିତ...

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଉଦ୍‌ଘାଟିତ: ୩ ଦିନ ଧରି ଚାଲିବ ଏହି ମହାକୁମ୍ଭ

ଭୁବନେଶ୍ୱର,୩।୨: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪  ଉଦ୍‌ଘାଟିତ  ହୋଇଛି। ଶନିବାରଠୁ ଜନତା ମଇଦାନରେ ଭାଷାର ଏହି ମହାକୁମ୍ଭ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଲାଗି ଦେଶ ବିଦେଶରୁ ୧୦୦ରୁ ଅଧିକ ଶିକ୍ଷାବିତ୍‌ ଯୋଗ ଦେଇଛନ୍ତି ।...

ବିଶ୍ୱ ଦେଖିବ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ୱର,୩।୨(ଶର୍ମିଷ୍ଠା ପାଣିଗ୍ରାହୀ/ଅନିଲ ଦାସ): ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରି ପୁଣିଥରେ ଓଡ଼ିଶା ବିଶ୍ୱରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିଛି। ସବୁଠି ଉତ୍ସାହ, ଉଦ୍ଦୀପନା। ଭାଷାକୁ ନେଇ ସବୁଠି...

ମାନସିକ ଭାରସାମ୍ୟ ହରାଇଲେଣି ପ୍ରଦୀପ: ବିକ୍ରମ ପଣ୍ଡା

ଭୁବନେଶ୍ୱର,୨।୨(ଅନିଲ ଦାସ): ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କୁ ଚାକିରି ଦେବା ନାଁରେ ଲୁଟିଥିବା ପ୍ରଦୀପ ପାଣିଗ୍ରାହୀ ଏବେ ମାନସିକ ଭାରସାମ୍ୟ ହରାଇ ବସିଲେଣି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କୋର୍ଟ ଚାର୍ଜଫ୍ରେମ୍‌ କରିବା ପରେ ତାଙ୍କର ପ୍ରବଳ ମୁଣ୍ଡଦୋଷ ବାହାରିଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri