ମେଟ୍ରୋ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବନ୍ଧୁକ ଦାଖଲ କରିବାକୁ ଲୋକଙ୍କୁ କମିଶନର୍ ପୋଲିସର ନିର୍ଦ୍ଦେଶ

ଭୁବନେଶ୍ୱର,୧୨।୨: ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ପୋଲିସ ନିକଟରେ ବନ୍ଧୁକ ଦାଖଲ କରିବାକୁ ଭୁବନେଶ୍ୱର ଏବଂ କଟକ କମିଶନରେଟ ପୋଲିସ ଲୋକଁକଆନଙ୍କୁ ନିର୍ଦ୍ଦେଶ ଦେଇଛି। ନିର୍ବାଚନ ପୂର୍ବରୁ ଅସ୍ତ୍ରଶସ୍ତ୍ର ଦାଖଲ କରିବାକୁ ସ୍ପଷ୍ଟ ଭାବେ କୁହାଯାଇଛି। ସାଧାରଣ ନିର୍ବାଚନ ୨୦୨୪କୁ...

ଖବରଦାତାଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ

ଭୁବନେଶ୍ୱର,୧୨ା୨: ଭୁବନେଶ୍ୱରରେ କାର୍ଯ୍ୟରତ ଖବରଦାତା ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଶନିବାର ରାତିରେ କେତେଜଣ ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ। ଅଭିଯୁକ୍ତଙ୍କଠାରୁ ବାଇକ୍‌ ଏବଂ ମାରଣାସ୍ତ୍ର ଜବତ କରିଛି...

ଓଡ଼ିଶାରେ ଭାଜପା ୮୦ ବିଧାନସଭା ଆସନରେ ଜିତିବ: ବିଜୟ ପାଲ୍‌ ସିଂ

ଭୁବନେଶ୍ୱର,୧୨।୨(ସୁନିତ୍‌ ମିଶ୍ର):ଓଡ଼ିଶାରେ ଭାଜପା ଏଥର ନିଶ୍ଚିତ ସରକାର ଗଠନ କରିବ। ଏନେଇ ଭାଜପା ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ସହ ପ୍ରଭାରୀ ଲତା ଉସେଣ୍ଡି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସୋମବାର ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗଦେବା...

କଂଗ୍ରେସରୁ ପ୍ରାର୍ଥୀ ଲାଗି ୩୧୭୦ ଆବେଦନ

ଭୁବନେଶ୍ୱର,୧୨।୨(ସୁନିତ୍‌ ମିଶ୍ର):ରାଜ୍ୟରେ କଂଗ୍ରେସ ପ୍ରତି ବଢ଼ୁଛି ସମର୍ଥନ, କଂଗ୍ରେସ ଟିକେଟ ପାଇଁ ଆଶାୟୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖାଦେଇଛି। ୨୦୧୯ରେ ୧୪୭ ବିଧାନସଭା ପାଇଁ ୪୩୫ ଜଣ ଓ ୨୧ ଲୋକ ସଭା ଆସନ ପାଇଁ ୭୦ ଜଣ ଆଶାୟୀ...

ଦଶମ, ଦ୍ୱାଦଶରେ କିସ୍‌ରୁ ରେକର୍ଡ ସଂଖ୍ୟକ ପରୀକ୍ଷାର୍ଥୀ

ଭୁବନେଶ୍ୱର, ୧୨।୨(ଅସମାପିକା ସାହୁ):ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାରେ କିସ୍‌ରୁ ରେକର୍ଡ ସଂଖ୍ୟକ ଛାତ୍ରୀଛାତ୍ର ପରୀକ୍ଷା ଦେବେ। କିସ୍‌ର ୨,୦୦୦ ଛାତ୍ରୀଛାତ୍ର ଦଶମ...

ଯୁବକଙ୍କ ହୃତ୍‌ପିଣ୍ଡରୁ ବାହାରିଲା ୪.୫ ଇଞ୍ଚର ଛୁଞ୍ଚି

କଟକ,୧୨ା୨(ଶିଳ୍ପା ପ୍ରିୟଦର୍ଶିନୀ):ଏସ୍‌ସିବି ମେଡିକାଲ କାର୍ଡିଓ ଥୋରାସିସ ଆଣ୍ଡ୍‌ ଭାସ୍କୁଲାର ସର୍ଜରି(ସିଟିଭିଏସ୍‌) ବିଭାଗରେ ରବିବାର ଏକ ଜଟିଳ ଅସ୍ତ୍ରୋପଚାର ସଫଳ ହୋଇଛି । ଭୁବନେଶ୍ୱର ଭିଏସ୍‌ଏସ୍‌ ନଗର ଅଞ୍ଚଳର ନିବାସ ଶର୍ମା(୩୧) ଶୋଇଥିବାବେଳେ ଅସାବଧାନତାବଶତଃ ତାଙ୍କ ଛାତିରେ ୪.୫ ଇଞ୍ଚର ଏକ...

ଠାକୁରଙ୍କୁ ନେଇ ଆନନ୍ଦଲାଭ କରିବା ହିଁ ଉତ୍ସବ

ଭୁବନେଶ୍ୱର,୧୧।୨: ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଜନ୍ମ ମହୋତ୍ସବ ଏବଂ ସ୍ଥାନୀୟ ସତ୍‌ସଙ୍ଗ ବିହାର ୨୯ତମ ଶ୍ରୀବିଗ୍ରହ ପ୍ରତିଷ୍ଠା ଦିବସ ଉତ୍ସବ ରବିବାର ମଞ୍ଚେଶ୍ୱରସ୍ଥିତ ରେଳବାଇ ଖେଳ ପଡ଼ିଆରେ ମହାସମାରୋହରେ ପାଳିତ ହୋଇଯାଇଛି। ସତ୍‌ସଙ୍ଗର ଶ୍ରୀ...

ଶୀତ ଉଭାନ: ରାଜ୍ୟରେ ବଢିବ ତାତି

ଭୁବନେଶ୍ୱର,୧୧।୨(ଅନୁରାଧା ମହାରଣା)- ୪୮ ଘଣ୍ଟା ପରେ ଏବେ ପୁଣି ରାଜ୍ୟରୁ ଶୀତ କମିଛି। ୨ ଦିନ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବାବେଳେ ଉତ୍ତର-ପଶ୍ଚିମାଞ୍ଚଳରେ ହାଲୁକା ଶୀତ ଅନୁଭୂତ ହେଉଥିଲା। ମାତ୍ର ଏବେ ପୁଣି ଥରେ ଓଡ଼ିଶାରୁ ଶୀତ ଉଭାନ ହୋଇଛି।...

ସାତକଡି ହୋତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ଶେଷକୃତ୍ୟ

ଭୁବନେଶ୍ୱର,୧୧।୨(ଅସମାପିକା ସାହୁ): ବିଶିଷ୍ଟ ସାହିତି୍ୟକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ସାତକଡି ହୋତାଙ୍କ ପରଲୋକରେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଜଣେ ପ୍ରତିଷ୍ଠିତ ତଥା ଖ୍ୟାତିସମ୍ପନ୍ନ...

ସଡକ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ସହାୟତାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୨(ଅସମାପିକା ସାହୁ): କଳାହାଣ୍ଡି ଜିଲା ଧର୍ମଗଡ଼ ଅଞ୍ଚଳରେ ଏକ ସଡକ ଦୁର୍ଘଟଣାରେ ୨ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ...

‘ମୋ କଲେଜ’କୁ ‘ସ୍କଚ୍‌’ ସମ୍ମାନ

ଭୁବନେଶ୍ୱର,୧୧।୨(ଅସମାପିକା ସାହୁ): ‘ମୋ କଲେଜ’ ଅଭିଯାନ ପରିଚାଳନା ସଂଗଠନକୁ ‘ସ୍କଚ୍‌’ ସମ୍ମାନରେ ସମ୍ମାନିତ କରାଯାଇଛି। ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ଯୋଗଦାନ ନେଇ ସଂଗଠନ ଏହି ଆୱାର୍ଡ଼ ଜିତିଛି। ବିଶେଷ କରି କଲେଜ ଓ ବିଶ୍ୱବିଦ୍ୟାଳୟ ସହ ପୁରାତନ ବିଦ୍ୟାର୍ଥୀଙ୍କୁ...

କେନ୍ଦୁପତ୍ର ତୋଳାଳିଙ୍କୁ ଡବଲ ବୋନସ୍‌ ଘୋଷଣା କଲେ ସରକାର

ଭୁବନେଶ୍ୱର,୧୧ା୨: କେନ୍ଦୁପତ୍ର ତୋଳାଳିଙ୍କୁ ଡବଲ ବୋନସ୍‌ ମିଳିବ ବୋଲି ରବିବାର ରାଜ୍ୟ ସରକାର ଘୋଷଣା କରିଛନ୍ତି। ସମ୍ବଲପୁର ଚାରମାଳ ଗସ୍ତରେ ଥାଇ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ଭର୍ଚୁଆଲରେ ଯୋଗ ଦେଇ ଏପରି ଐତିହାସିକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri