ଭାଜପା ନୂଆ ରାଜ୍ୟ ସଭାପତି : କାହା ନାଁରେ ବାଜିବ…
ଭୁବନେଶ୍ୱର,୩।୧୦: ଖୁବଶୀଘ୍ର ଘୋଷଣା ହେବ ଭାଜପା ନୂଆ ରାଜ୍ୟ ସଭାପତି ନାଁ। ଏ ନେଇ ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାାଦକ ତରୁଣ ଚୁଗ ସୂଚନା ଦେଇଛନ୍ତି। ତେବେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ବସିଥିଲା, ଆଲୋଚନା ମଧ୍ୟ ହୋଇଥିଲା...
ଭୁବନେଶ୍ୱର,୩।୧୦: ଖୁବଶୀଘ୍ର ଘୋଷଣା ହେବ ଭାଜପା ନୂଆ ରାଜ୍ୟ ସଭାପତି ନାଁ। ଏ ନେଇ ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାାଦକ ତରୁଣ ଚୁଗ ସୂଚନା ଦେଇଛନ୍ତି। ତେବେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ବସିଥିଲା, ଆଲୋଚନା ମଧ୍ୟ ହୋଇଥିଲା...
ଭୁବନେଶ୍ୱର,୧୦।୩: ଜୟନାରାୟଣଙ୍କ ବୟାନକୁ ନେଇ ମୁହଁ ଖୋଲିଲା ଭାଜପା। ଭାଜପା ବିଧାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାର ସ୍ବାର୍ଥ ପାଇଁ ଇଞ୍ଚେ ବି ସାଲିସ କରାଯିବ ନାହିଁ। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ତାଙ୍କୁ ପଚାରି ବୁଝିବେ। ସୂଚନାଯୋଗ୍ୟ, ସମ୍ବଲପୁର...
ଭୁବନେଶ୍ୱର,୧୦।୩: ସୋମବାର ରାଜ୍ୟ ସରକାର ଉପସ୍ଥାପନ କରିଥିବା ତଥ୍ୟରେ ପ୍ରକାଶ ପୂର୍ବତନ ଏବଂ ବର୍ତ୍ତମାନର ସାଂସଦ (ସାଂସଦ) ଏବଂ ବିଧାନସଭା ସଦସ୍ୟ (ବିଧାୟକ)ଙ୍କ ବିରୋଧରେ ଫୌଜଦାରୀ ମାମଲା ସଂଖ୍ୟାକୁ ପ୍ରକାଶ କରିଛି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର...
ଭୁବନେଶ୍ୱର,୧୦।୩: ଏଥର ଅପରାଧୀଙ୍କୁ ଧରିବା ହେବ ସହଜ । ପୋଲିସକୁ ମିଳିବ ସ୍ପିଡ ବାଇକ ଓ ବୋଲେରୋ। ରାଜ୍ୟ ସରକାରଙ୍କ ପକ୍ଷରୁ ଅପରାଧ ନିୟନ୍ତ୍ରଣ ପାଇଁ ସ୍ପିଡ ଗାଡ଼ି ସ୍ପିଡ ବାଇକ ଓ ବୋଲେରୋ ଯୋଗାଇ ଦିଆଯିବ । ପୋଲେିସଙ୍କୁ...
ଭୁବନେଶ୍ୱର,୧୦।୩: ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କ ଉପରେ ପୋଲିସର ଅତ୍ୟାଚାରର ତଦନ୍ତ ପାଇଁ ଗଠିତ ନ୍ୟାୟମୂର୍ତ୍ତି ଚିତ୍ତ ରଞ୍ଜନ ଦାସ କମିଶନ ସୋମବାର ଗୃହ ବିଭାଗ ସଚିବଙ୍କୁ ୨୮୨ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଛନ୍ତି। ଗତବର୍ଷ ଅକ୍ଟୋବର ୧...
କୋରାପୁଟ,୧୦ା୩: ‘ଦେଶୀ ଗର୍ଲ’ ପ୍ରିୟଙ୍କା ଚୋପ୍ରା ଭାରତ ଆସିଛନ୍ତି। ମା’ ମଧୁ ଚୋପ୍ରା ଏସ୍ ରାଜାମୋୖଲିଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘SSMB 29’ ରେ ତାଙ୍କର ସମ୍ପୃକ୍ତି ନିଶ୍ଚିତ କରିବା ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହାରି...
କଟକ,୧୦।୩: ୪୨ ବର୍ଷୀୟ ହତ୍ୟା ଅପରାଧୀ ମଦନ କହଁରଙ୍କୁ ଅପରାଧ ସମ୍ପର୍କିତ ପର୍ଯ୍ୟାପ୍ତ ପ୍ରମାଣ ଦର୍ଶାଇ ୧୪ ବର୍ଷ ଜେଲରେ ରହିବା ପରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ମୁକ୍ତ କରିଛନ୍ତି। ବିଚାରପତି ସଙ୍ଗମ କୁମାର ସାହୁ ଏବଂ ଚିତ୍ତରଞ୍ଜନ ଦାଶଙ୍କ...
ଭୁବନେଶ୍ୱର,୧୦ା୩: ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଡାମରାଇ ପଞ୍ଚାୟତର ପଞ୍ଚାୟତ ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ରାଉତଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଏହି ଘଟଣାରେ ମାହାଙ୍ଗା ସ୍ବାଧୀନ ବିଧାୟକ ସାରଦା ପ୍ରଧାନଙ୍କ...
ଭୁବନେଶ୍ୱର,୧୦।୩: ସରକାରୀ କ୍ୟାଲେଣ୍ଡର ଅନୁସାରେ ସମଗ୍ର ଓଡ଼ିଶାରେ ହୋଲି ପର୍ବ ମାର୍ଚ୍ଚ ୧୫, ୨୦୨୫ (ଶନିବାର) ପାଳନ କରାଯିବ। ହୋଲିର ଗୋଟିଏ ଦିନ ପୂର୍ବରୁ, ମାର୍ଚ୍ଚ ୧୪, ୨୦୨୫ (ଶୁକ୍ରବାର) ରେ ଦୋଳ ପୂର୍ଣ୍ଣିମା ପାଳନ କରାଯିବ। ରଙ୍ଗର ପର୍ବ...
ଭୁବନେଶ୍ୱର,୧୦୩: ଗତ ଦଶ ବର୍ଷ ମଧ୍ୟରେ ତମାଖୁ ଉତ୍ପାଦ ଏବଂ ପାନ ମସଲା ବିକ୍ରୟରୁ ଓଡ଼ିଶା ସରକାର ୬,୫୯୫.୫୫ କୋଟି ଟଙ୍କା ଟିକସ ଆଦାୟ କରିଛି। ବିଧାୟକ ଟଙ୍କଧର ତ୍ରିପାଠିଙ୍କ ଏକ ପ୍ରଶ୍ନର ଉତ୍ତରରେ ସୋମବାର ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ...
ଭୁବନେଶ୍ୱର,୧୦ା୩: ୫ ବର୍ଷରେ ୮୨୭ ସରକାରୀ କର୍ମଚାରୀ ଗିରଫ ହୋଇଥିବାବେଳେ ୪୩୬ ସରକାରୀ କର୍ମଚାରୀ ବିଭିନ୍ନ ମୋକଦ୍ଦମାରେ ଦଣ୍ଡିତ ହୋଇଛନ୍ତି। ଏବେ ବି ୧୧୩୧ଟି ମାମଲାର ବିଚାର ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।...
ଭୁବନେଶ୍ୱର,୧୦ା୩: ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ମୋଟ ୭୨ ଜଣ ଛାତ୍ର ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଛାତ୍ର ଆତ୍ମହତ୍ୟା ଏବଂ ଏହି ଘଟଣା ପଛର...