ମେଟ୍ରୋ

୩୫ ସାଙ୍ଗଠନିକ ଜିଲା ସଭାପତି ନିଯୁକ୍ତ କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲା ଦାୟିତ୍ୱ…

ଭୁବନେଶ୍ୱର,୨୬ା୯ (ରବିନାରାୟଣ ଜେନା): ଦୀର୍ଘଦିନ ଧରି କଂଗ୍ରେସ ପକ୍ଷରୁ ଚାଲିଥିବା ଜିଲା ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସୁପାରିସ ଆଧାରରେ ଶୁକ୍ରବାର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅନୁମୋଦନକ୍ରମେ ଓଡ଼ିଶାର ସମସ୍ତ ୩୫ଟି ସାଂଗଠନିକ ଜିଲା...

ଆହୁରି ୪୮ ଘଣ୍ଟା ଅତି ପ୍ରବଳ ବର୍ଷା: ନବରଙ୍ଗପୁରକୁ ଅରେଞ୍ଜ, ଏହି ୭ ଜିଲାକୁ ୟେଲୋ ୱାର୍ନିଂ ଜାରି…

ଭୁବନେଶ୍ୱର, ୨୬ା୯(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମ ଦିଗକୁ ଗତିକରି ୨୭ ତାରିଖ ଶନିବାର ସକାଳେ ପୁରୀ ଏବଂ କଳିଙ୍ଗପଟନମ୍‌ ମଧ୍ୟରେ ଗୋପାଳପୁର ନିକଟ ଦେଇ ଦକ୍ଷିଣ ଓଡ଼ିଶା-ଉତ୍ତର...

PSU କର୍ମଚାରୀଙ୍କୁ ଖୁସି କରିଦେଲେ ରାଜ୍ୟ ସରକାର: ବଢ଼ିଲା ମହଙ୍ଗା ଭତ୍ତା , ଜାନୁଆରୀ ପହିଲାରୁ…

ଭୁବନେଶ୍ୱର,୨୬।୯(ସୁନିତ୍‌ ମିଶ୍ର): ପୂଜା ପୂର୍ବରୁ ରାଜ୍ୟର ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ପାଇଁ ସରକାର ଖୁସି ଖବର ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ରାଜ୍ୟର ସରକାରୀ ଉଦ୍ୟୋଗ(ଷ୍ଟେଟ୍‌ ପିଏସ୍‌ୟୁ)ର କର୍ମଚାରୀମାନଙ୍କ ପାଇଁ ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି...

ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ! ସବୁ ଅଧିକାରୀଙ୍କ ଛୁଟି ବାତିଲ୍

କଳାହାଣ୍ଡି,୨୬।୯: ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ଏବଂ ଡିପ୍ରେସନ ସୃଷ୍ଟି ହେବ ଯେଉଁଥିପାଇଁ କଳାହାଣ୍ଡି ଜିଲ୍ଲା ପାଇଁ ରେଡ ଆଲର୍ଟ ଘୋଷଣା କରାଯାଇଛି। ତେଣୁ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ସହିତ ଝଡ଼ ବର୍ଷା ହେବାର...

ନୂଆପଡା ଉପ-ନିର୍ବାଚନ: କଂଗ୍ରେସ ଖେଳିଲା ବଡ଼ଗେମ୍‌! କଲା ବଡ଼ ଘୋଷଣା

ଭୁବନେଶ୍ୱର, ୨୬।୯: ଓଡ଼ିଶା କଂଗ୍ରେସ କରିଛି ବଡ଼ ଘୋଷଣା। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତିଙ୍କ ଅନୁମୋଦନ ପରେ ରାଜ୍ୟର ୩୫ଟି ଜିଲା ପାଇଁ ନୂଆ ଜିଲା ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ଆଗକୁ ନୂଆପଡ଼ା ଉପ ନିର୍ବାଚନ ଥିବାବେଳେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଆଜି ଆକାଉଣ୍ଟକୁ ଆସିବ ଦରମା

ଭୁବନେଶ୍ୱର, ୨୬।୯: ସରକାରୀ କର୍ମଚାରୀମାନଙ୍କ ପାଇଁ ଖୁସି ଖବର।  ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା। ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ମାସର ଶେଷ କାର୍ଯ୍ୟ ଦିବସରେ ଦରମା ମିଳିବ। ଦଶହରା ପରି...

ପ୍ରକାଶ ପାଇଲା OPSC ରେଜଲ୍ଟ, ଶ୍ରେଷ୍ଠ ୧୦ ମଧ୍ୟରେ ଜଣେ ମାତ୍ର ମହିଳା

ଭୁବନେଶ୍ୱର, ୨୬।୯: ଓଡ଼ିଶା ପ୍ରଶାସନିକ ସେବା (OPSC) ପରୀକ୍ଷା 2023ର ଫଳାଫଳ ଆଜି ପ୍ରକାଶ କରିଛି। ଏହି ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ପ୍ରିୟାଂଶୁ ପାଲ୍ ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି। ଏହା ସହିତ ଦ୍ୱିତୀୟ ସ୍ଥାନରେ...

ଏଣିକି ହାତପାଆନ୍ତାରେ ମିଳିବ ସରକାରୀ ସେବା, ସରକାର ଲଞ୍ଚ କଲେ ହ୍ବାଟ୍‌ସଅପ୍ ନମ୍ବର

ଭୁବନେଶ୍ୱର,୨୬।୯: ଓଡ଼ିଶା ସରକାର ମେଟା ସହଯୋଗରେ ‘ଆମ ସାଥୀ’ ଓ୍ଵାଟସଆପ ଚାଟବଟ ଓ ORTPSA ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ ୨.୦ ଉନ୍ମୋଚନ କରିଛନ୍ତି। ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତିରେ ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶା ଦେଶର ଦ୍ୱିତୀୟ ରାଜ୍ୟ ଭାବେ...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୪ ଘଣ୍ଟାରେ ନେବ ଅବପାତର ରୂପ

ଭୁବନେଶ୍ୱର,୨୬।୯: କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି। ଏଘୁଚାପ ୨୪ ଘଣ୍ଟାରେ ଅବପାତର ରୂପ ନେବା ସମ୍ଭାବନା ରହିଛି। ୨୭ ସକାଳେ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ...

ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା: ୨୭ ତାରିଖରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଭାରୀଯାନ ମନା

ଭୁବନେଶ୍ୱର,୨୬ା୯(ସତ୍ୟଜିତ୍‌ ରାଉତ): ଦୁର୍ଗାପୂଜା ସମୟରେ ଭିଡକୁ ଦୃଷ୍ଟିରେ ରଖି ସହର ମଧ୍ୟରେ ଭାରିଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରୁଟ୍‌ରେ ଅପରାହ୍ନ ୨ଟାରୁ ରାତି ୨ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ କରିପାରିବ ନାହିଁ। ୨୭ ତାରିଖରୁ ଅକ୍ଟୋର...

ନାବାଳିକା ଝିଅକୁ ବାରମ୍ବାର ବଳାତ୍କାର କରୁଥିଲେ ବାପା: ଜଣାପଡ଼ିବା ପରେ ମିଳିଲା…

ଭୁବନେଶ୍ୱର,୨୬ା୯ (ସତ୍ୟଜିତ୍‌ ରାଉତ): ନାବାଳିକା ଝିଅକୁ ବଳାତ୍କାର ମାମଲାରେ ଅଭିଯୁକ୍ତ ବାପା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭୁବନେଶ୍ୱର ଆଡ୍‌ହକ୍‌ ଅତିରିକ୍ତ ଦୌରା ଜଜ୍‌ ତଥା ଫାଷ୍ଟ ଟ୍ରାକ୍‌ ସ୍ବତନ୍ତ୍ର (ପୋକ୍ସୋ) କୋର୍ଟର ବିଚାରପତି ସରୋଜ କୁମାର ସାହୁ ମହିଳା ଥାନାରେ...

ଆଜି ଅବପାତର ରୂପ ନେବ ଲଘୁଚାପ: ୩ଦିନ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର,୨୬ା୯(ବନ୍ଦନା ସେଠୀ):ବଙ୍ଗୋପସାଗରରେ ଏବେ ଦୁଇଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାବେଳେ ଉତ୍ତର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଶୁକ୍ରବାର ଏହା ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri