ମେଟ୍ରୋ

ପୂଜା ମାର୍କେଟରେ ବେଆଇନ୍‌ ଚାନ୍ଦା ଆଦାୟ କରୁଛନ୍ତି କି? ଆସିଗଲା ବଡ଼ ନିୟମ

ଭୁବନେଶ୍ୱର,୨୨।୮: ବେଆଇନ୍‌ ଚାନ୍ଦା ଆଦାୟ କରୁଛନ୍ତି କି? ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ କଡ଼ା ନିର୍ଦ୍ଦେଶ। ସମସ୍ତ ଏସ୍‌ପିଙ୍କୁ କଡ଼ା ନିର୍ଦ୍ଦେଶ ଦେଲେ ପୋଲିସ ଡିଜି। ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ। ପାର୍ବଣ ଋତୁରେ...

ଦୁର୍ନୀତିଖୋର କର୍ମଚାରୀଙ୍କୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ପ୍ରତିକ୍ରିୟା

ଭୁବନେଶ୍ୱର,୨୨।୮: ଦୁର୍ନୀତିଖୋର କର୍ମଚାରୀଙ୍କ ପ୍ରତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ଦୁର୍ନୀତିଖୋରଙ୍କୁ ଠାବ କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏପରିକି ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି...

ରାଜଧାନୀରେ ହେବ କୁକୁର ଗଣନା: ମେୟର

ଭୁବନେଶ୍ୱର,୨୨।୮: ରାଜଧାନୀ ଭୁବନେଶ୍ୱରରେ ଉଭୟ ବୁଲା ଏବଂ ପୋଷା କୁକୁର ଗଣନା ହେବ ବୋଲି ଶୁକ୍ରବାର BMC ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ଏପରି କି କୁକୁରଙ୍କ କାନରେ ଟ୍ୟାଗ ଲଗାଯିବ। ଏନେଇ BMC ପାଖରେ ସବୁ ତଥ୍ୟ...

ପ୍ରେମ ପଟ୍ଟନାୟକଙ୍କୁ ନେଇ ସଙ୍କେତ ଦେଲେ ମନ୍ମଥ, ଆଜି ନବୀନ କରିବେ ବଡ଼ ଘୋଷଣା

ଭୁବନେଶ୍ୱର,୨୨।୮: ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ଜାଣିବା ପାଇଁ ତାଙ୍କ ବ ଭାଇ ପ୍ରେମ ପଟ୍ଟନାୟକ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଗତ କିଛି ଦିନ ହେବ ନବୀନ ପଟ୍ଟନାୟକ ଅସୁସ୍ଥ ଥିଲେ ଏବଂ ସେ...

ନବୀନ ନିବାସରେ ପହଞ୍ଚିଲେ ଭାଇ ପ୍ରେମ ପଟ୍ଟନାୟକ, ନବୀନଙ୍କ ସ୍ବାସ୍ଥ୍ୟକୁ ନେଇ…

ଭୁବନେଶ୍ୱର,୨୨ା୮: ନବୀନ ନିବାସରେ ପହଞ୍ଚିଛନ୍ତି ବଡ଼ ଭାଇ ପ୍ରେମ ପଟ୍ଟନାୟକ। ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପ୍ରେମ ପଟ୍ଟନାୟକ। ବୁଧବାର ରାତିରେ ସୁସ୍ଥ ହୋଇ ହସ୍ପିଟାଲରୁ ନବୀନ ଫେରିଛନ୍ତି। ଡିହାଇଡ୍ରେସନ ଯୋଗୁ ଗତ ୧୭ ଅଗଷ୍ଟ ଅପରାହ୍ନରେ ସେ ଏକ...

ଖଣ୍ଡଗିରି ଫ୍ଲାଏ ଓଭର୍ ବ୍ରିଜ୍ ବିପଦସଙ୍କୁଳ: ମରାମତି ପାଇଁ ଏତିକି ଦିନ ସର୍ଭିସ୍ ରୋଡ୍ ଦେଇ ଯିବ ଗାଡ଼ି

ଭୁବନେଶ୍ୱର,୨୨।୮: ଖଣ୍ଡଗିରି ଫ୍ଲାଏ ଓଭର୍ ବ୍ରିଜ୍‌ର ବିପଦସଙ୍କୁଳ ଅବସ୍ଥା ଯୋଗୁଁ ମରାମତି କାର୍ଯ୍ୟ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ୧୨ ଦିନ ପାଇଁ NH-16ରେ ଟ୍ରାଫିକ୍ ଡାଇଭର୍ସନ କରିଛି। ପୋଲିସ କମିଶନରେଟ...

ଏଣିକି ବସ୍‌ରେ ମାଗଣା ଯିବେ ଛାତ୍ରୀଛାତ୍ର: ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୨।୮: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ସରକାରୀ ବସ୍‌ରେ ଛାତ୍ରଛାତ୍ରୀ ମାଗଣା ସ୍କୁଲ ଯାଇପାରିବେ। ପରିଚୟପତ୍ର ଦେଖାଇ ମାଗଣାରେ ଛାତ୍ରଛାତ୍ରୀ ସ୍କୁଲ ଯିବେ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି...

କଟକ CDMO ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୧.୨୪ କୋଟି ଟଙ୍କା ହେରଫେର ଅଭିଯୋଗ

କଟକ,୨୨।୮: କଟକ ସିଟି ହସ୍ପିଟାଲ (CDMO ଅଫିସ)ରେ କାର୍ଯ୍ୟରତ ସିନିୟର ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ୧.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ଚଢ଼ାଉ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ହେବେ ୪୫ ହଜାର ଶିକ୍ଷକ

ଭୁବନେଶ୍ୱର,୨୧।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟରେ ୪୫ ହଜାର ଶିକ୍ଷକ ନିଯୁକ୍ତି ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତନ୍ମଧ୍ୟରୁ ୪୦ ହଜାର ନୂତନ ଶିକ୍ଷକ ପଦବୀ...

IPSସ୍ତରରେ ବଡ଼ ଧରଣର ଅଦଳବଦଳ: ଜାଣନ୍ତୁ କିଏ ଗଲେ କେଉଁଠିକି…

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର IPSସ୍ତରରେ ଗୁରୁବାର ବଡ଼ ଧରଣର ଅଦଳବଦଳକରିଛନ୍ତି। ୧୭ ବରିଷ୍ଠ IPS ଅଫିସରଙ୍କୁ ସରକାର ବଦଳି କରାଯାଇଛି। IPS ସନ୍ତୋଷ ବାର୍ଲାଙ୍କୁ SFSL ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିବା ବେଳେ ଏସ୍‌ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଂ...

ହାଇକୋର୍ଟଙ୍କ ତୋରଣ କଟକଣା

କଟକ,୨୧।୮: କଟକ ଦୁର୍ଗାପୂଜା ପ୍ରସଙ୍ଗ ଉପରେ ହାଇକୋର୍ଟ ଗୁରୁବାର ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୁଉଚ୍ଚ ତୋରଣ ଉପରେ ହାଇକୋର୍ଟଙ୍କ କଟକଣା ଲଗାଇଛନ୍ତି। ଏପରିକି ଇଲେକ୍ର୍ଟିକ ଗେଟ୍‌ ନିର୍ମାଣ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ...

ଏବେ ବି ଦଳରେ ରାଜ୍‌ କରୁଛନ୍ତି ପାଣ୍ଡିଆନ! ବିଜେଡି ନେତାଙ୍କ ବଡ଼ ଖୁଲାସା, ରାଜ୍ୟରେ ଚହଳ

ଭୁବନେଶ୍ୱର,୨୧।୮: ବିଜେଡିରେ ଭି କାର୍ତ୍ତିକେୟନ ପାଣ୍ଡିଆନ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ। କିନ୍ତୁ ବିଜେଡି ଗତ ନିର୍ବାଚନ ହାରିବା ପରେ ପରେ ପାଣ୍ଡିଆନଙ୍କୁ ବିଜେଡି ସମର୍ଥକ ଦୋଷ ଦେବାରୁ ପ୍ରାୟୋଜିତ ଭାବେ ରାଜନୀତିରୁ ସନ୍ୟାସ ନେଇଥିଲେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri