ଜାତୀୟ

ଅନଲାଇନ ଗେମିଂ ଉପରେ ଟିକସ ଲଗାଇବାକୁ ବିରୋଧ କରିବେ ଦିଲ୍ଲୀ ସରକାର, କହିଲେ ଷ୍ଟାର୍ଟଅପ୍‌କୁ ବିପଦ

ନୂଆଦିଲ୍ଲୀ,୭।୧୦: ଜିଏସଟି କାଉନସେଲିଂ ବୈଠକ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ଅର୍ଥମନ୍ତ୍ରୀ ଅତିଶୀ କହିଛନ୍ତି, ଭାରତର ଅଭିବୃଦ୍ଧିରେ ଷ୍ଟାର୍ଟଅପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।…

1 year ago

ରେଲଓ୍ବେ ବୋର୍ଡରେ କାମ କରୁଥିବା ମହିଳାମାନେ କରିପାରିବେ ବିଭାଗ ପରିବର୍ତ୍ତନ, ଭାରତୀୟ ରେଲଓ୍ବେ ବୋର୍ଡ ଦେବ ବଡ ସୁଯୋଗ

ନୂଆଦିଲ୍ଲୀ,୭।୧୦: ରେଲଓ୍ବେ ମହିଳା ଚାଳକ ଏବଂ ଟ୍ରାକ ରକ୍ଷକମାନଙ୍କ ପାଇଁ ଏକ ଖୁସି ଖବର। ଭାରତୀୟ ରେଲୱେ ବୋର୍ଡ ମହିଳାଙ୍କର ଚାକିରିର ବିଭାଗ ପରିବର୍ତ୍ତନ କରାଇବା ପାଇଁ…

1 year ago

ପ୍ରଧାନମନ୍ତ୍ରୀ, ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ମିଳିଲା ବୋମା ଧମକ

ମୁମ୍ବାଇ,୭।୧୦: ମୁମ୍ବାଇ ପୋଲିସକୁ ଗୁରୁବାର ଏକ ମେଲ ପଠାଯାଇଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ବୋମାରେ ଉଡାଇଦେବାକୁ ଧମକ ଦିଆଯାଇଛି।…

1 year ago

ଇଣ୍ଡିଆ-ଭାରତ ବିବାଦ: ‘ଇଣ୍ଡିଆ’ ଶଦ୍ଦ ଭଲ ନ ଲାଗୁଥିଲେ ‘ହିନ୍ଦୁ’ ଶଦ୍ଦକୁ ବି କରନ୍ତୁନି ବ୍ୟବହାର, ଭାଜପାକୁ କଟାକ୍ଷ କଲେ ଥରୁର

ନୂଆଦିଲ୍ଲୀ,୭।୧୦: ଇଣ୍ଡିଆ-ଭାରତକୁ ନେଇ ବିବାଦ ମଧ୍ୟରେ କଂଗ୍ରେସ ସାଂସଦ ତଥା ବରିଷ୍ଠ ନେତା ଶଶି ଥରୁର ଭାଜପାକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ଇଣ୍ଡିଆ ଶବ୍ଦକୁ…

1 year ago

ପୋଷ୍ଟର ବିବାଦ: କଂଗ୍ରେସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୭।୧୦: ଭାଜପା ନେତା ମୁଖତାର ଅବ୍ବାସ ନକବି ଶନିବାର ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ବାଚନ ଆୟୋଗଙ୍କଠାରେ ଦାବି କରିଛନ୍ତି। ନିକଟରେ…

1 year ago

ନୁହର କେଏମପି ଏକ୍ସପ୍ରେସ-ଓ୍ବେରେ ବଡ ଧରଣର ସଡକ ଦୁର୍ଘଟଣା

ନୁହ,୭।୧୦: ନୁହର ରୋଜକା ମେଓ ପୋଲିସ ଷ୍ଟେସନ ପରିସରରେ କେଏମପିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ରାସ୍ତାରେ ଏକ ଭଙ୍ଗା…

1 year ago

ବିବାଦ ମଧ୍ୟରେ ପ୍ରଥମ ଥର ସାମ୍ନାସାମ୍ନି ହେବେ ଭାରତ-କାନାଡା

ନୂଆଦିଲ୍ଲୀ,୭।୧୦: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଲାଗି ରହିଛି। ତେବେ ଏସବୁ ମଧ୍ୟରେ ଭାରତ ଏବଂ…

1 year ago

ସିକିମ୍‌ର ତିସ୍ତା ଅବବାହିକାରେ ବିସ୍ଫୋରଣ

ଗ୍ୟାଙ୍ଗଟକ,୭।୧୦: ଉତ୍ତର ସିକିମ୍‌ରେ ବାଦଲ ଫଟା ବର୍ଷା ହେତୁ ତିସ୍ତା ନଦୀ ବନ୍ୟାରେ ଭାସିଯାଇ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୫୧କୁ ବୃଦ୍ଧି ପାଇଛି। ଏଥିରେ ୧୧ଜଣ…

1 year ago

ଆଜି ଦିଲ୍ଲୀରେ କଂଗ୍ରେସ ନିର୍ବାଚନ କମିଟିର ବୈଠକ, ଏମ୍‌ପି ବିଧାନସଭା ନିର୍ବାଚନ ପ୍ରାର୍ଥୀ ଉପରେ ହୋଇପାରେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୭।୧୦: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଶନିବାର ଦିଲ୍ଲୀରେ କଂଗ୍ରେସ ନିର୍ବାଚନ କମିଟିର ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ମଧ୍ୟପ୍ରଦେଶରେ ପ୍ରାର୍ଥୀ ହେବାକୁ…

1 year ago

କବାଡିରେ ସ୍ବର୍ଣ୍ଣ ସହିତ ଭାରତ ହାସଲ କଲା ୧୦୦ ପଦକ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୧୦: ଏସିଆନ ଗେମ୍ସ ୨୦୨୩ରେ ଭାରତ ଇତିହାସ ସୃଷ୍ଟି କରିଛି। ଚାଇନା ହାଙ୍ଗଝୋରେ ଚାଲିଥିବା ଏସିଆନ ଗେମ୍ସରେ ଶନିବାର ମହିଳା କବାଡି ଦଳ ସ୍ବର୍ଣ୍ଣ ଜିତି ସହିତକୁ…

1 year ago