ଜାତୀୟ

ଇଛାଶକ୍ତିଥିଲେ ପୂର୍ବରୁ ଆସିଥାନ୍ତା ମହିଳା ସଂରକ୍ଷଣ ବିଲ୍‌, ନିର୍ବାଚନର ୬ ମାସ ଆଗରୁ ନୁହେଁ: ପ୍ରିୟଙ୍କା…

ମୁମ୍ବାଇ,୨୪।୯ : ମହିଳା ସଂରକ୍ଷଣ ବିଲ ଉପରେ ଭାଜପା ନେତ୍ରୀ ଉମା ଭାରତୀଙ୍କ ବିବୃତ୍ତି ଉପରେ ଶିବସେନା (ୟୁବିଟି) ଏମପି ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି କିଛି ଦିନ…

1 year ago

ଜ୍ୟୋତିଷଙ୍କ ପରାମର୍ଶରେ ନିର୍ମିତ ହୋଇଛି ନୂଆ ସଂସଦ ଭବନ, ରାଜକୋଷରୁ ଚୋରି ହୋଇଛି ୨୦ ହଜାର କୋଟି: ସଞ୍ଜୟ ରାଉତ…

ମୁମ୍ବାଇ,୨୪।୯ : ଶିବସେନା (ୟୁବିଟି) ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ନୂତନ ସଂସଦ ଭବନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶିବସେନା ମୁଖପତ୍ର…

1 year ago

ବିଶ୍ୱ ଐତିହ୍ୟରେ ବର୍ତ୍ତମାନ ୪୨ ଭାରତୀୟ ସ୍ଥଳ: ମନ କି ବାତରେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୪।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମନ କି ବାତ କାର୍ଯ୍ୟକ୍ରମର ୧୦୫ ତମ ସଂସ୍କରଣରେ କହିଛନ୍ତି ଭାରତରେ ବିଶ୍ୱ ଐତିହ୍ୟ ସ୍ଥଳ ସଂଖ୍ୟା ବର୍ତ୍ତମାନ…

1 year ago

ପ୍ରାର୍ଥନା ଯୋଗୁ ମୋ ପୁଅକୁ ରାଜନୀତିରେ ଭଲ ସୁଯୋଗ ମିଳିଛି: ଆଣ୍ଟୋନୀଙ୍କ ସ୍ତ୍ରୀ…

ଥିରୁଭାନନ୍ତପୁରମ,୨୪।୯ : କଂଗ୍ରେସ ୱାର୍କିଂ କମିଟି ସଦସ୍ୟ ଏ.କେ ଆଣ୍ଟୋନିଙ୍କ ସ୍ତ୍ରୀ ଏଲିଜାବେଥ ଆଣ୍ଟୋନିଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ତାଙ୍କ…

1 year ago

ବିଶ୍ୱରେ ଭାରତର ସଫଳତା ଦେଖିବାକୁ ମିଳିଛି: ମନ କି ବାତରେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୪।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମନ କି ବାତ କାର୍ଯ୍ୟକ୍ରମର ୧୦୫ ତମ ସଂସ୍କରଣରେ ଜି -୨୦ଏବଂ ଚନ୍ଦ୍ରୟାନ -୩ ବିଷୟରେ ଉଲ୍ଲେଖ କରିଛନ୍ତି।…

1 year ago

ଦେଶକୁ ଆଜି ୯ ବନ୍ଦେ ଭାରତ ଟ୍ରେନ ଉପହାର ଦେବେ ମୋଦି

ନୂଆଦିଲ୍ଲୀ,୨୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୨୪ ସେପ୍ଟେମ୍ବର)ରେ ଦେଶବାସୀଙ୍କୁ ୯ ବନ୍ଦେ ଭାରତ ଟ୍ରେନ ଉପହାର ଦେବେ। ଦକ୍ଷିଣ କେନ୍ଦ୍ରୀୟ ରେଳବାଇ (ଏସଆରସି) ର ଦୁଇଟି…

1 year ago

ଆତଙ୍କବାଦୀ ତାଲିମ ଶିବିର ଚଳାଇଥିଲେ ନିଜ୍ଜର

ନୂଆଦିଲ୍ଲୀ,୨୪ା୯: ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ୍‌ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ ବିବାଦ ତୀବ୍ର ହୋଇଛି। ତେବେ ନିଜ୍ଜର ଧର୍ମୀୟ କିମ୍ବା ସାମାଜିକ ବ୍ୟକ୍ତିତ୍ୱ…

1 year ago

ମଣିପୁରରୁ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ,୨୪ା୯ : ହିଂସାପ୍ରବଣ ମଣିପୁରରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଗିରଫ କରିଛି। ସେ ମ୍ୟାନ୍‌ମାରର ବିଦ୍ରୋହୀ ଗୋଷ୍ଠୀ ସହ ସମ୍ପୃକ୍ତ ଏବଂ…

1 year ago

ପ୍ରବଳ ବର୍ଷାରେ ନାଗପୁର ଜଳାର୍ଣ୍ଣବ

ନାଗୁପର,୨୪।୯: ମୁଷଳଧାରାରେ ବର୍ଷା ଯୋଗୁ ନାଗପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହର ମଧ୍ୟରେ ୩ ଫୁଟରୁ ଅଧିକ ପାଣି ଭରି ରହିଛି। ଶୁକ୍ରବାର ରାତିରୁ ଆରମ୍ଭ ହୋଇଥିବା…

1 year ago

ଏକସଙ୍ଗେ ନିର୍ବାଚନ ଲାଗି କମିଟିର ପ୍ରଥମ ବୈଠକ

ନୂଆଦିଲ୍ଲୀ,୨୪୯: ଦେଶରେ ଏକସଙ୍ଗେ ସମସ୍ତ ନିର୍ବାଚନ କରାଇବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ରାଜନୈତିକ…

1 year ago