ଜାତୀୟ

ଜି୨୦ ସମିଟ୍‌ ପାଇଁ ଟ୍ରାଫିକ୍‌ କଟକଣା

ନୂଆଦିଲ୍ଲୀ,୯।୯: ଜି୨୦ ସମିଟ୍‌ ପାଇଁ ନୂଆଦିଲ୍ଲୀ ଜିଲାରେ ଶୁକ୍ରବାର ସକାଳେ ଟ୍ରାଫିକ୍‌ କଟକଣା କଡ଼ାକଡ଼ି ହୋଇଛି। ଜି୨୦ ସମ୍ମିଳନୀ ହେବାକୁ ଥିବା ସ୍ଥାନ ଓ ଅତିଥିମାନେ ରହିବାକୁ ଥିବା…

1 year ago

ଏଏସ୍‌ଆଇକୁ ଆଉ ୮ ସପ୍ତାହ ସମୟ

ବାରାଣସୀ,୯ା୯: ଜ୍ଞାନବାପି ମସ୍‌ଜିଦ ପରିସରର ବିଜ୍ଞାନସମ୍ମତ ସର୍ଭେ କାର୍ଯ୍ୟ ଶେଷ କରି ରିପୋର୍ଟ ଦାଖଲ କରିବା ଲାଗି ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ବାରାଣସୀର ଏକ ଅଦାଲତ…

1 year ago

ଅଜିତଙ୍କ ନିଯୁକ୍ତି ଅସାମ୍ବିଧାନିକ: ପାଓ୍ବାର ଗୋଷ୍ଠୀ

ନୂଆଦିଲ୍ଲୀ,୯।୯: ଅଜିତ ପାଓ୍ବାର ରାଷ୍ଟ୍ରୀୟତାବାଦୀ କଂଗ୍ରେସ(ଏନ୍‌ସିପି)ର ଜାତୀୟ ଅଧ୍ୟକ୍ଷ ନୁହଁନ୍ତି ଏବଂ ତାଙ୍କ ନିଯୁକ୍ତି ଅସାମ୍ବିଧାନିକ ବୋଲି ଶରଦ ପାଓ୍ବାର ଗ୍ରୁପ ନିର୍ବାଚନ କମିଶନଙ୍କୁ ଜଣାଇଛି। ଅଜିତ ଗ୍ରୁପ…

1 year ago

ଦିନେଶ ଶର୍ମା ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭାକୁ ନିର୍ବାଚିତ

ଲକ୍ଷ୍ନୌ,୯ା୯: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଉତ୍ତରପ୍ରଦେଶରୁ ଭାଜପା ପ୍ରାର୍ଥୀ ଭାବେ ରାଜ୍ୟ ସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆସନ୍ତା ୧୫ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ…

1 year ago

ଲୋକ ସଭା ନିର୍ବାଚନ ପାଇଁ ଭାଜପା-ଜେଡିଏସ୍‌ ବୁଝାମଣା

ବେଙ୍ଗାଲୁରୁ,୯ା୯: ୨୦୨୪ ଲୋକ ସଭା ନିର୍ବାଚନ ଲାଗି ଭାଜପା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ନେତୃତ୍ୱାଧୀନ ଜେଡିଏସ୍‌ ମଧ୍ୟରେ ବୁଝାମଣା ଚୂଡ଼ାନ୍ତ ହୋଇଛି। କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ…

1 year ago

ମଣିପୁରରେ ପୁଣି ହିଂସାକାଣ୍ଡ: ୨ ମୃତ, ୫୦ ଆହତ

ଗୁଆହାଟୀ,୯।୯: ମଣିପୁରର ଟେଙ୍ଗନୌପାଲ ଓ କାକଚିଂ ଜିଲାରେ ଶୁକ୍ରବାର ପୁଣି ହିଂସାକାଣ୍ଡ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ସକାଳୁ…

1 year ago

ଏୟାରହୋଷ୍ଟେସ ହତ୍ୟା ଅଭିଯୁକ୍ତଙ୍କ ହାଜତ ମୃତ୍ୟୁ

ମୁମ୍ବାଇ,୯।୯: ଏୟାରହୋଷ୍ଟେସ ରୁପାଲ ଓଗ୍ରେଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ବିକ୍ରମ ଅତଓ୍ବାଲଙ୍କ ପୋଲିସ ହାଜତରେ ମୃତ୍ୟୁ ଘଟିଛି। ରବିବାର ରାତିରେ ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଥିବା ଏକ…

1 year ago

ଜି୨୦ରେ ବିଶ୍ୱନେତା

ନୂଆଦିଲ୍ଲୀ,୯ା୯: ଭାରତ ଅଧ୍ୟକ୍ଷତା କରୁଥିବା ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ଙ୍କ ସମେତ ଅନେକ ବିଶ୍ୱନେତା ନୂଆଦିଲ୍ଲୀରେ…

1 year ago

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

ଅମରାବତୀ,୯।୯: ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଛି। ଟିଡିପି ଏ ବିଷୟରେ ସୂଚନା ଦେଇଛି।…

1 year ago

ଭାରତରେ ଗଣତାନ୍ତ୍ରିକ ସଂସ୍ଥାକୁ ଟାର୍ଗେଟ କରାଯାଉଛି : ରାହୁଲ

ଲଣ୍ଡନ,୯।୯: ଭାରତର ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକ ଉପରେ ବଡ଼ ଧରଣର ଆକ୍ରମଣ ଚାଲିଛି, ଯାହାକୁ ନେଇ ୟୁରୋପୀୟ ସଂଘ(ଇୟୁ) ଚିନ୍ତିତ ବୋଲି ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ…

1 year ago