ଜାତୀୟ

ଆମ୍ବ ଚୋର ପୋଲିସ ବରଖାସ୍ତ

ଥିରୁଭାନନ୍ତପୁରମ୍‌,୨୭ା୪: କେରଳର ଏକ ଫଳ ଦୋକାନରୁ ଜଣେ ପୋଲିସ କର୍ମଚାରୀ ୧୦ କେ.ଜି. ଆମ୍ବ ଚୋରି କରି ଧରାପଡ଼ିଛନ୍ତି। ପୋଲିସ ବିଭାଗକୁ ଲଜ୍ଜିତ କରିଥିବାରୁ ବୁଧବାର ଏହି…

2 years ago

ତଲାକ୍‌ ରୋକିବାରେ ବିଫଳ ହୋଇଛି ନିଷେଧାଦେଶ

ନୂଆଦିଲ୍ଲୀ,୨୭ା୪: ୨୦୧୭ର ଶାୟରା ବାନୋ ମାମଲାରେ ସୁପ୍ରିମକୋର୍ଟ ତିନି ତଲାକ୍‌ ପ୍ରଥା ଅବୈଧ ବୋଲି ରୁଲିଂ ଦେବା ଏବଂ ସର୍ବଭାରତୀୟ ମୁସ୍‌ଲିମ୍‌ ପର୍ସନାଲ ଲ’ ବୋର୍ଡର ପ୍ରତିଶ୍ରୁତି…

2 years ago

୬୪ ବର୍ଷ ପରେ ଦଲାଇ ଲାମାଙ୍କୁ ମିଳିଲା ମାଗାସେସେ ପୁରସ୍କାର

ଧର୍ମଶାଳା,୨୭ା୪ (ପି.ଟି.): ଦୀର୍ଘ ୬୪ ବର୍ଷ ପରେ ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ବୁଧବାର ତାଙ୍କ ବାସଭବନରେ ୧୯୫୯ର ରାମୋନ ମାଗାସେସେ ପୁରସ୍କାର ପ୍ରଦାନ କରାଯାଇଛି। ତିବ୍ବତୀୟମାନଙ୍କ…

2 years ago

‘ବିଜୟୀ ହେବେ କୁସ୍ତିଯୋଦ୍ଧା’

ନୂଆଦିଲ୍ଲୀ,୨୭ା୪ : କେନ୍ଦ୍ରର ମୁଣ୍ଡବ୍ୟଥା ସାଜିଥିବା ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ବୁଧବାର ନୂଆଦିଲ୍ଲୀର ଯନ୍ତରମନ୍ତରରେ ଧାରଣାରତ କୁସ୍ତିଯୋଦ୍ଧାଙ୍କ ସହ ସାମିଲ ହୋଇଛନ୍ତି। ଭାଜପା ଏମ୍‌ପି…

2 years ago

ଆମେ ବୃଦ୍ଧାବୃଦ୍ଧ ହେଲୁଣୁ, ସନ୍ତାନଙ୍କୁ ବିବାହ ଦେବାକୁ ଚାହୁଁଛୁ କହିଲେ ସମଲିଙ୍ଗୀ ଦମ୍ପତି

ନୂଆଦିଲ୍ଲୀ,୨୬ା୪: ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଏହି ସମୟରେ ସମଲିଙ୍ଗୀ ମାତାପିତା ପ୍ରଧାନ ବିଚାରପତି (CJI) ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କୁ ଏକ…

2 years ago

ମାନହାନି ମାମଲା: ରାହୁଲ ଗାନ୍ଧୀଙ୍କ ଆବେଦନର ଶୁଣାଣିରୁ ଓହରିଲେ ହାଇକୋର୍ଟ ବିଚାରପତି

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାନହାନି ମାମଲାରେ ସୁରଟସ୍ଥିତ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ନିମ୍ନ ଅଦାଲତର ଆଦେଶକୁ ଚ୍ୟାଲେଞ୍ଜ କରି ସେ ଗୁଜରାଟ…

2 years ago

ଟିଏମ୍‌ସି ନେତା ଅନୁବ୍ରତ ମଣ୍ଡଳଙ୍କ ଝିଅ ସୁକନ୍ୟାଙ୍କୁ ଗିରଫ କଲା ଇଡି

କୋଲକାତା,୨୬।୪: ଟିଏମ୍‌ସି ନେତା ଅନୁବ୍ରତ ମଣ୍ଡଳଙ୍କ ଝିଅ ସୁକନ୍ୟା ମଣ୍ଡଳଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ବୁଧବାର ଗିରଫ କରିଛି। ପ୍ରଥମେ ଅନୁବ୍ରତ ମଣ୍ଡଳଙ୍କୁ ଗୋରୁ ଚୋରା ଚାଲାଣ ମାମଲାରେ ସିବିଆଇ…

2 years ago

ଛତିଶଗଡରେ ମାଓବାଦୀ ଆକ୍ରମଣ ପରେ ଭୂପେଶଙ୍କ ସହ କଥା ହେଲେ ଶାହା

ନୂଆଦିଲ୍ଲୀ,୨୬।୪: ଛତିଶଗଡର ଦନ୍ତେୱାଡାରେ ବୁଧବାର ବଡ଼ ଧରଣର ମାଓବାଦୀ ଆକ୍ରମଣ ହୋଇଛି। ଏଥିରେ ୧୧ ଜଣ ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣା ପରେ କେନ୍ଦ୍ର ସ୍ବରାଷ୍ଟ୍ର…

2 years ago

ଛତିଶଗଡ ମାଓବାଦୀ ଆକ୍ରମଣ ଘଟଣା: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୪: ଛତିଶଗଡ ଦନ୍ତଓ୍ବୋଡାରେ ବୁଧବାର ବଡ ଧରଣର ମାଓବାଦୀ ଆକ୍ରମଣ ହୋଇଛି। ଏଥିରେ ୧୦ ଜଣ ଯବାନ ଏବଂ ଜଣେ ଡ୍ରାଇଭର ଶହିଦ ହୋଇଛନ୍ତି। ଏହି ଆକ୍ରମଣକୁ…

2 years ago

ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମର ପ୍ରଶଂସା କଲେ ଆମିର

ମୁମ୍ବାଇ,୨୬।୪: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ଏବେ ଚର୍ଚ୍ଚାରେ। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ। ନିକଟରେ ରାଜଧାନୀ ଦିଲ୍ଲୀରେ…

2 years ago