ଚଣ୍ଡୀଗଡ଼,୭ା୯: ହରିୟାଣା ବିଧାନସଭା ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଜନା କରୁଛି ଆପ୍। ରବିବାର ଦଳ ଏହାର ପ୍ରଥମ ତାଲିକା ପ୍ରକାଶ କରିପାରେ। ଆମ ଆଦ୍ମୀ ପାର୍ଟି(ଆପ୍)…
ନୂଆଦିଲ୍ଲୀ,୭ା୯: ଭାରତର ୮୫%ରୁ ଊର୍ଦ୍ଧ୍ୱ ଜିଲା ଜଳବାୟୁ ପରିବର୍ତ୍ତନ ଜନିତ ଭୀଷଣ ଭାଗ ଯଥା ବନ୍ୟା, ବାତ୍ୟା, ଅନାବୃଷ୍ଟି ଆଦିର ସମ୍ମୁଖୀନ ହୋଇଥିବା ଏକ ନୂତନ ଅଧ୍ୟୟନରୁ…
ନୂଆଦିଲ୍ଲୀ,୭।୯: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କୁସ୍ତି ଖେଳାଳି ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଭାଜପାର ପୂର୍ବତନ ଏମ୍ପି ତଥା…
ଜମ୍ମୁ,୭ା୯: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍ଦୁଲ୍ଲା ଆଗାମୀ ବିଧାନସଭା ନିର୍ବାଚନରେ ୨ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଓମାର ବୁଧବାର ଗନ୍ଦେରବଲ ଆସନରୁ ନାମାଙ୍କନପତ୍ର ଦାଖଲ କରିବା…
ଜମ୍ମୁ,୭ା୯: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବେ ଏକ ଇତିହାସ ପାଲଟିଯାଇଛି, ଯାହା ଆଉ କେବେ ଫେରିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ…
ନୂଆଦିଲ୍ଲୀ,୭।୯: ଭାରତୀୟ ରେସଲର ଭିନେଶ ଫୋଗଟ ଶୁକ୍ରବାର କଂଗ୍ରେସରେ ଯୋଗ ଦେଇ ରାଜନୀତିରେ ପ୍ରବେଶ କରିଛନ୍ତି। ଅକ୍ଟୋବର ୫ରେ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ…
ପାଟନା,୬ା୯: ବିହାରର ବେଗୁସରାଇ ଜିଲାରେ ଶୁକ୍ରବାର ଛେଳି ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟି ମାରିଦେଇଛନ୍ତି। ସେମାନଙ୍କ ମାଡ଼ରେ ଅନ୍ୟ ଜଣେ ଗୁରୁତର ଆହତ…
ନୂଆଦିଲ୍ଲୀ,୬ା୯: ବିଭିନ୍ନ ଔଷଧ ପ୍ରତିରୋଧୀ ଯକ୍ଷ୍ମା (ଏମ୍ଡିଆର୍-ଟିବି)ର ଏକ ନୂତନ ଚିକିତ୍ସା ପଦ୍ଧତି ବିପିଏଏଲ୍ଏମ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁମୋଦନ କରିଛି। ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ…
ନୂଆଦିଲ୍ଲୀ,୬।୯: ଭାଜପାର ପୂର୍ବତନ ବିଧାୟକ ଶଶୀ ରଞ୍ଜନ ପରମାରଙ୍କୁ ହରିୟାଣା ବିଧାନସଭା ନିର୍ବାଚନରେ ଟିକେଟ ନ ମିଳି ନ ଥିବାରୁ ଶୁକ୍ରବାର ସେ କାନ୍ଦି ପକାଇଛନ୍ତି। ପୂର୍ବରୁ…
ଠାଣେ,୬ା୯: ମହାରାଷ୍ଟ୍ରର ଠାଣେ ଜିଲାରେ ଏକ ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ନିଶା ଦେଇ ବଳାତ୍କାର କରାଯାଇଛି। ଏହି ମାମଲାରେ ଜଣେ…