ନୂଆଦିଲ୍ଲୀ,୧୫।୮ : ଦେଶର ୭୬ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାବାର ରାଜଘାଟେରେ ମହାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ…
ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୫ା୮: ଭାଜପା ଶାସିତ କର୍ନାଟକରେ ଏକ ବିଜ୍ଞାପନକୁ ନେଇ ବିବାଦ ସୃଷ୍ଟି ହୋଇଛି। ସରକାରୀ ବିଜ୍ଞାପନର ଫଟୋରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ହଟାଇ ତାଙ୍କ…
ଜୟପୁର,୧୫।୮: ରାଜସ୍ଥାନର ଜଲୋର ଜିଲା ସୁରାନା ଗ୍ରାମର ଏକ ଘରୋଇ ସ୍କୁଲର ଦଳିତ ଛାତ୍ର ଶିକ୍ଷକଙ୍କ ମାଡ଼ରେ ପ୍ରାଣ ହରାଇବା ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା…
ନୂଆଦିଲ୍ଲୀ,୧୫।୮: ୭୬ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରି ଭାରତରେ ଆଞ୍ଚଳିକ ବୈଷମ୍ୟ ହ୍ରାସ ପାଉଥିବା କହିଛନ୍ତି।…
ନୋଏଡା,୧୫ ।୮: ନୋଏଡାରେ ‘ଗାଳିବାଜ’ ଶ୍ରୀକାନ୍ତ ତ୍ୟାଗୀଙ୍କ ସହ ଜଡିତ ମାମଲା ଥମିବାର ନାଁ ନେଉନି । ସହରର ତ୍ୟାଗୀ ସମାଜ ଶ୍ରୀକାନ୍ତଙ୍କ ସପକ୍ଷରେ ଆସିଥିବା ବେଳେ…
ଜୟପୁର,୧୪।୮: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ପାଇଁ ଗୁପ୍ତଚର ବୃତ୍ତିରେ ସମ୍ପୃକ୍ତ ଥିବା ୨ଜଣ ଯୁବକଙ୍କୁ ରାଜସ୍ଥାନର ଭିଓ୍ବାରା ଏବଂ ପାଲି ଜିଲାରୁ ଗିରଫ କରାଯାଇଛି। କେନ୍ଦ୍ରୀୟ…
ଶ୍ରୀନଗର,୧୪।୮: ୧୯୮୪ରେ ସିଆଚେନରେ ହିମସ୍ଖଳନରେ ପୋତି ହୋଇ ଶହୀଦ ହୋଇଥିବା ଲାନ୍ସନାୟକ ଚନ୍ଦ୍ରଶେଖର ହାର୍ବୋଲାଙ୍କ କଙ୍କାଳ ମିଳିଛି। ୧୬ ହଜାର ଫୁଟ ଗଭୀର ତଳୁ ଚନ୍ଦ୍ର ଶେଖରଙ୍କ…
ଶ୍ରୀନଗର,୧୪।୮:ଜମ୍ମୁ-କଶ୍ମୀରର ରାଜୌରୀସ୍ଥିତ ସେନା କ୍ୟାମ୍ପ୍ ଉପରେ ଗତ ଗୁରୁବାର ହୋଇଥିବା ଆତ୍ମଘାତୀ ଆକ୍ରମଣ ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (ପିଏଏଫ୍ଏଫ୍) ନିଜକୁ…
ଜୟପୁର,୧୪।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ୟୁପି ପୋଲିସ ରାଜସ୍ଥାନର ଭରତପୁରରୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ…
ନୂଆଦିଲ୍ଲୀ,୧୪।୮: ୭୬ତମ ସ୍ବାଧୀନତା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ପ୍ରଥମଥର ସମ୍ବୋଧନ କରିଛନ୍ତି। ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କୁ ପ୍ରଣାମ ଜଣାଇବା ସହ ରାଷ୍ଟ୍ରପତି…