ଜାତୀୟ

ଡ୍ୟାମ୍‌ରେ ବୁଡ଼ିଲା ବୋଟ୍‌: ଗୋଟିଏ ପରିବାରର ୮ ମୃତ

କୋଡରମା,୧୭।୭: ଝାଡ଼ଖଣ୍ଡର ଗିରିଡିହ ପଞ୍ଚିଖେରୋ ଡ୍ୟାମ୍‌ରେ ରବିବାର ଏକ ବୋଟ୍‌ ବୁଡ଼ି ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗିରିଡିହ ଅଞ୍ଚଳର ଏକ ପରିବାର…

2 years ago

ନିର୍ବାଚନ ହାରିବା ପରେ ହୃଦ୍‌ଘାତରେ କଂଗ୍ରେସ ନେତାଙ୍କ ପରଲୋକ

ଭୋପାଳ,୧୭।୭: ମଧ୍ୟପ୍ରଦେଶ ମ୍ୟୁନିସିପାଲିଟି ନିର୍ବାଚନରେ ହାରିବା ପରେ କଂଗ୍ରେସ ନେତା ହରିନାରାୟଣ ଗୁପ୍ତାଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ସେ ରେୱାର ୯ ନମ୍ବର ଓ୍ବାର୍ଡରୁ ପ୍ରତିଦ୍ୱନ୍ଦିତା କରୁଥିଲେ।…

2 years ago

ଭାଜପାଠାରୁ ମେୟର ଆସନ ଛଡାଇ ଆଣିଲା ଏଏପି

ଭୋପାଳ,୧୭।୭: ମଧ୍ୟମପ୍ରଦେଶର ସିଙ୍ଗରୌଲି ନଗର ନିଗମ ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି(ଏଏପି) ଏକ ଅପ୍ରତ୍ୟାଶିତ ବିଜୟ ହାସଲ କରିଛି। ଏଠାରେ ଏଏପି ପ୍ରାର୍ଥୀ ରାଣୀ ଅଗ୍ରଓ୍ବାଲ ଭାଜପାର…

2 years ago

ଆଇସିଏସ୍‌ଇ ଦଶମ ରେଜଲ୍ଟ ପ୍ରକାଶିତ: ଫଳାଫଳ ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ,୧୭।୭: କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ(ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଏଥର ପାସ ହାର…

2 years ago

ବିରୋଧୀ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ମାର୍ଗାରେଟ୍‌ ଆଲ୍‌ଭା

ନୂଆଦିଲ୍ଲୀ,୧୭।୭: ଅଗଷ୍ଟ ୬ରେ ହେବାକୁ ଥିବା ଦେଶର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିପକ୍ଷ ଦଳ ପକ୍ଷରୁ ରବିବାର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ବରିଷ୍ଠ କଂଗ୍ରେସ ନେତ୍ରୀ…

2 years ago

ଦ୍ରୌପଦୀ ମୁର୍ମୁଙ୍କୁ କଟାକ୍ଷ କଲେ ତେଜସ୍ବୀ

ପାଟନା,୧୭।୭: ରାଷ୍ଟ୍ରପତି ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ବିହାର ବିଧାନସଭାର ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଟାର୍ଗେଟ କରିଛନ୍ତି। ରାଷ୍ଟ୍ରପତି…

2 years ago

ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଶହୀଦ

ପୁଲୱାମା,୧୭।୭: ଦକ୍ଷିଣ କଶ୍ମୀରର ପୁଲୱାମାରେ ସୁରକ୍ଷାବାହିନୀର ଏକ ଟିମ୍‌ ଉପରେ ଆତଙ୍କବାଦୀଙ୍କ ପକ୍ଷରୁ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଜଣେ ସିଆରପିଏଫ୍‌ ଯବାନ ଶହୀଦ ହୋଇଛନ୍ତି। ସ୍ଥାନୀୟ…

2 years ago

ଗୋବର ପରେ ଏବେ ଗୋମୂତ୍ର କିଣିବେ ସରକାର, ଲିଟର ପିଛା ଦାମ ୪ ଟଙ୍କା…

ରାୟପୁର,୧୭।୭ : ଛତିଶଗଡ ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି ଯେଉଁଠାରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ସରକାର ଗୋମୂତ୍ର କିଣିବାକୁ ଯାଉଛନ୍ତି। ଗୋମୂତ୍ର କିଣିବା ପାଇଁ ସରକାର…

2 years ago

ଦୁଇ ବ୍ୟକ୍ତି ନୁହେଁ ବୁଇ ବିଚାରଧାରାର ଲଢ଼େଇ, ଭୋଟ ପାଇଁ ଅପିଲ କଲେ ଯଶଓ୍ବନ୍ତ…

ନୂଆଦିଲ୍ଲୀ,୧୭।୭ : ସୋମବାର ଦେଶରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଦଳଙ୍କ ଦ୍ୱାରା ପ୍ରାର୍ଥୀ ହୋଇଥିବା ଯଶବନ୍ତ ସିହ୍ନା ରବିବାର ସମସ୍ତ ରାଜନୈତିକ ଦଳକୁ ତାଙ୍କୁ…

2 years ago

ସିଙ୍ଗାପୁର ଯାତ୍ରାକୁ ଅନୁମତି ନ ଦେବା ଅନ୍ୟାୟ, ମୋଦିଙ୍କୁ ଚିଠି ଲେଖିଲେ କେଜ୍ରିଓ୍ବାଲ…

ନୂଆଦିଲ୍ଲୀ,୧୭।୭ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କହିଛନ୍ତି ଯେ…

2 years ago