ଜାତୀୟ

ମହାରାଷ୍ଟ୍ର ଏମ୍‌ଏଲ୍‌ସି ନିର୍ବାଚନ: ଭାଜପାକୁ ୫, ଶାସକ ମେଣ୍ଟକୁ ମିଳିଲା ୪ ଆସନ

ମୁମ୍ବାଇ,୨୧।୬: ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ଶାସକ ମେଣ୍ଟର ୪ ପ୍ରାର୍ଥୀ ଏବଂ ଭାଜପାର ୫ ଜଣ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ସଦସ୍ୟ କ୍ରସ୍‌ ଭୋଟିଂ କରିଥିବା…

2 years ago

ଯୋଗ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧।୬: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ସମଗ୍ର ଦେଶରେ ବ୍ୟାପକ ଆୟୋଜନ କରାଯାଇଛି । ଦେଶର ୭୫ଟି ପ୍ରମୁଖ ଐତିହ୍ୟସ୍ଥଳରେ ଯୋଗ ଓ ଆସନ…

2 years ago

ରାଷ୍ଟ୍ରପତି ନିର୍ବାଚନ: ବସିବ ସଂସଦୀୟ ବୋର୍ଡ ବୈଠକ, ଅଧ୍ୟକ୍ଷତା କରିବେ ମୋଦି

ନୂଆଦିଲ୍ଲୀ,୨୧।୬ : ରାଷ୍ଟ୍ରପତି ନିର୍ବାଚନ ରାଜନୀତି ସରଗରମ ହୋଇଉଠିଛି। ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି। ଇତି ମଧ୍ୟରେ ମଙ୍ଗଳବାର ଭାଜପା ମୁଖ୍ୟାଳୟରେ…

2 years ago

ସଙ୍କଟରେ ଉଦ୍ଧବ ସରକାର: ଡାକିଲେ ବିଧାୟକ ଦଳର ଜରୁରୀ ବୈଠକ

ମୁମ୍ବାଇ,୨୧।୬: ପୁଣି ମହାରାଷ୍ଟ୍ରରେ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି। ମହାରାଷ୍ଟ୍ରର କ୍ୟାବିନେଟ୍‌ ମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ସାଠାରୁ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ନାହାଁନ୍ତି। ଶିବସେନା…

2 years ago

ଆଜି ପୁଣି ଇଡିରେ ହାଜର ହେବେ ରାହୁଲ

ନୂଆଦିଲ୍ଲୀ,୨୧।୬: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗତ ୪ଦିନରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କରୁଛି। ମଙ୍ଗଳବାର ପୁଣି ରାହୁଲ…

2 years ago

ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୧।୬: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯,୯୨୩ ନୂଆ…

2 years ago

ଅଗ୍ନିବୀରଙ୍କୁ ମିଳିବ ନିଶ୍ଚିତ ନିଯୁକ୍ତି: ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୧ ।୬: ଅଗ୍ନିପଥ ଯୋଜନାରେ ଦେଶ ସେବା କରି ସାରିବା ପରେ ଅଗ୍ନିବୀରଙ୍କୁ ନିଶ୍ଚିତଭାବେ ହରିୟାଣାରେ ନିଯୁକ୍ତି ସୁଯୋଗ ମିଳିବ ବୋଲି କଥା ଦେଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ…

2 years ago

ମୈସୁର ପ୍ୟାଲେସରେ ଯୋଗ କଲେ ମୋଦି

ମୈସୁର,୨୧ ।୬: ଅଷ୍ଟମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକର ମୈସୁର ପ୍ୟାଲେସରେ ଯୋଗ କରିଛନ୍ତି । ତାଙ୍କ ସହ ପ୍ରାୟ ୧୫…

2 years ago

୧୬ ବର୍ଷରେ ବିବାହ କରିପାରିବେ ମୁସଲମାନ ଝିଅ

ଚଣ୍ଡୀଗଡ଼,୨।୧।୬: ମୁସ୍‌ଲିମ ଶରିଆ ଆଇନ ଅନୁସାରେ ମୁସଲମାନ ଝିଅ ୧୬ ବର୍ଷରେ ବିବାହ କରିବା ବୈଧ ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସୋମବାର ଏକ ମାମଲାର…

2 years ago

ସୋପୋର ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଜମ୍ମୁ,୨୧ ।୬: ଜମ୍ମୁ-କଶ୍ମୀରର ସୋପୋରରେ ସୁରକ୍ଷାର୍କମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିସର…

2 years ago