ଜାତୀୟ

ଉତ୍କଟ ହେବ ଖାଦ୍ୟ ସଙ୍କଟ

ନୂଆଦିଲ୍ଲୀ/ନ୍ୟୁୟର୍କ,୨୦ା୫:ଗତବର୍ଷ ଅଗଷ୍ଟରେ ଆତଙ୍କବାଦୀ ସଙ୍ଗଠନ ତାଲିବାନ୍‌ କାବୁଲ ଦଖଲ କରିବା ପରଠାରୁ ଆଫଗାନିସ୍ତାନରେ ଖାଦ୍ୟ ସଙ୍କଟ ବଢ଼ିବାରେ ଲାଗିଛି। ପଡ଼ୋଶୀ ଶ୍ରୀଲଙ୍କାରେ ଖାଦ୍ୟ ସଙ୍କଟ ଗୃହଯୁଦ୍ଧର କାରଣ…

2 years ago

କୋଲିଙ୍କୁ ୧୪ତମ ଫାଶୀ ଦଣ୍ଡାଦେଶ

ନୂଆଦିଲ୍ଲୀ,୨୦ା୫:ଉତ୍ତର ପ୍ରଦେଶସ୍ଥିତ ନୋଏଡାର ବହୁଚର୍ଚ୍ଚିତ ନିଠାରୀ ମାମଲାରେ ଗୁରୁବାର ଗାଜିଆବାଦର ସ୍ବତନ୍ତ୍ର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଧାରାବାହିକ ଭାବେ ଯୁବତୀମାନଙ୍କୁ…

2 years ago

ଆଇଆଇଟି ମାଡ୍ରାସରେ ୫ଜିର ସଫଳ ପରୀକ୍ଷଣ

ଚେନ୍ନାଇ,୧୯।୫: ଆଇଆଇଟି ମାଡ୍ରାସରେ ୫ଜି କଲ୍‌ର ସଫଳତାର ସହ ପରୀକ୍ଷଣ କରାଯାଇଛି। ଏହି ଅବସରରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୫ଜି ଭଏସ୍‌ ଏବଂ ଭିଡିଓ…

2 years ago

୨୦୨୩ ଡିସେମ୍ବରରେ ସ୍ଥାପନ ହେବ ରାମଲାଲାଙ୍କ ମୂର୍ତ୍ତି

ନୂଆଦିଲ୍ଲୀ,୧୯।୫: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଗେଇ ଚାଲିଛି। ୨୦୨୩ ଡିସେମ୍ବରରେ ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ…

2 years ago

ସମସ୍ତ ସୁପାରିସ ମାନିବାକୁ ରାଜ୍ୟ ସରକାର ବାଧ୍ୟ ନୁହନ୍ତି

ନୂଆଦିଲ୍ଲୀ,୧୯।୫: ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ବ୍ୟାପାରରେ ଆଇନ ପ୍ରଣୟନ କରିବା କ୍ଷମତା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ରହିଛି। ଜିଏସ୍‌ଟି କାଉନସିଲର ସମସ୍ତ…

2 years ago

ରୋଗୀଙ୍କ କିଡନୀରୁ ବାହାରିଲା ୨୦୬ଟି ଷ୍ଟୋନ୍‌

ହାଇଦ୍ରାବାଦ,୧୯।୫: ଦୀର୍ଘ ୬ ମାସ ଧରି ପେଟରେ ଯନ୍ତ୍ରଣା ଭୋଗୁଥିବା ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କ କିିଡନୀରୁ ବାହାରିଲା ୨୦୬ଟି ଷ୍ଟୋନ। ଅଓ୍ବେର ଗ୍ଲେନିଗଲ୍ସ ଗ୍ଲୋବାଲ୍ସ ହସ୍ପିଟାଲର…

2 years ago

କଶ୍ମୀର ବିଶ୍ୱବିଦ୍ୟାଳୟରେ ପ୍ରଥମ ମହିଳା କୁଳପତି

ଶ୍ରୀନଗର,୧୯।୫: ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଗୁରୁବାର ହୋମ୍‌ ସାଇନ୍ସ ବିଭାଗର ପ୍ରୋଫେସର ଡା. ନିଲୋଫର ଖାନ୍‌ଙ୍କୁ କଶ୍ମୀର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି କରିଛନ୍ତି।…

2 years ago

୨୪ରେ ଜାପାନ ଯିବେ ମୋଦି

ନୂଆଦିଲ୍ଲୀ/ଟୋକିଓ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ରେ ଜାପାନ ଗସ୍ତ କରିବେ। ଏହି ଅବସରରେ ଭାରତ, ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଦେଶକୁ ନେଇ ଗଠିତ ହୋଇଥିବା ୪ର୍ଥ…

2 years ago

ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯।୫: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଏହି ବୈଠକରେ ଦୁଇ ନେତା ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ।…

2 years ago

‘କଂଗ୍ରେସ ଏବେ ଭାଇ-ଭଉଣୀ ଦଳ ହୋଇ ରହିଯାଇଛି’

ମୁମ୍ବାଇ,୧୯।୫: ଭାରତୀୟ ଜନତା ପାର୍ଟିର ସଭାପତି ଜେପି ନଡା ଗୁରୁବାର କଂଗ୍ରେସକୁ ପୁଣି ଟାର୍ଗେଟ କରିଛନ୍ତି। ଗଣତାନ୍ତ୍ରିକ ଶାସନରେ ବଂଶବାଦୀ ରାଜନୈତିକ ଦଳ ବିପଦ ଉପରେ ଆୟୋଜିତ…

2 years ago