ଜାତୀୟ

ଚାର୍‌ ଧାମ୍‌ ଯାତ୍ରାରେ ୫୫୦୦ ଯବାନଙ୍କ ହାତରେ ସୁରକ୍ଷା…

ଡେରାଡୁନ୍‌, ୧୦।୪ : ମେ ମାସରୁ ଚାର୍‌ ଧାମ୍‌ ଯାତ୍ରା ପାଇଁ ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିିଥର ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁ ଚାର୍‌…

2 years ago

ଧରା ପଡ଼ିଲେ ୬ ବାଂଲାଦେଶୀ ଅନୁପ୍ରବେଶକାରୀ…

ନୂଆଦିଲ୍ଲୀ, ୧୦।୪ : ସୀମା ସୁରକ୍ଷା ବଳ (ବିଏସଏଫ) ହାତରେ ୬ ଜଣ ବାଂଲାଦେଶୀ ନାଗରିକ ଭାରତ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଧରାପଡ଼ିଛନ୍ତି।…

2 years ago

୩୦ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୧୦।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁୁଛି। ଦୈନିକ ସଂକ୍ରମଣ…

2 years ago

ରାଜଧାନୀରେ ୭୨ ବର୍ଷର ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ

ନୂଆଦିଲ୍ଲୀ,୧୦ ।୪: ଭିଷଣ ଗରମ ଓ ଲୁ କାରଣରୁ ରାଜଧାନୀ ଦିଲ୍ଲୀର ତାପମାତ୍ରା ବେଳକୁ ବେଳ ବଢିବାରେ ଲାଗିଛି । ଏପ୍ରିଲ ପ୍ରଥମ ସପ୍ତାହରେ ଗ୍ରୀଷ୍ମର ପ୍ରକୋପରେ…

2 years ago

ରାଜା ବ୍ରାର ପଞ୍ଜାବ କଂଗ୍ରେସର ନୂଆ ଅଧ୍ୟକ୍ଷ

ଚଣ୍ଡିଗଡ଼,୧୦ ।୪: ପଞ୍ଜବ ବିଧାନସଭା ନିର୍ବାଚନରେ କଂଗ୍ରେସର ବଡ ପରାଜୟ ପରେ ଏବେ ଦଳରେ କିଛିଟା ପରିବର୍ତ୍ତନ କରାଯାଇଛି । ରାଜା ବ୍ରାରଙ୍କୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ…

2 years ago

ରବିବାରଠାରୁ କରୋନା ଟିକାର ତୃତୀୟ ଡୋଜ୍‌…

ନୂଆଦିଲ୍ଲୀ, ୯।୪ : ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକାର ତୃତୀୟ ଡୋଜ୍‌ ପ୍ରଦାନ…

2 years ago

ପୁଣି ବଢ଼ିଲା କରୋନା ସଂକ୍ରମଣ, ୫ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଆଲର୍ଟ ଜାରି…

ନୂଆଦିଲ୍ଲୀ, ୯।୪ : ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ରାଜ୍ୟକୁ ଆଲର୍ଟ ଜାରି କରାଯାଇଛି।…

2 years ago

କ୍ଷମତାର କେନ୍ଦ୍ରରେ ମୋର ଜନ୍ମ, ହେଲେ ମୋର ସେଥିରେ ଆଗ୍ରହ ନାହିଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୯।୪: ମୁଁ କ୍ଷମତାର କେନ୍ଦ୍ରରେ ଜନ୍ମ ହୋଇଛି। ହେଲେ ମୋର ସେଥିପ୍ରତି ଲୋଭ ନାହିଁ ବୋଲି ଶନିବାର ପୂର୍ବତନ ଆଇଏଏସ୍‌ ଅଫିସର କେ. ରାଜୁ ଜୱାହରଙ୍କ ଏକ…

2 years ago

ମାୟାବତୀ ଇଡି-ସିବିଆଇ ଭୟରେ ନିର୍ବାଚନ ଲଢ଼ିଲେ ନାହିଁ: ରାହୁଲ

ନୂଆଦିଲ୍ଲୀ,୯।୪: ବିଏସ୍‌ପି ମୁଖ୍ୟ ମାୟାବତୀଙ୍କୁ ମେଣ୍ଟ ପାଇଁ ଆମେ ପ୍ରସ୍ତାବ ଦେଇଥିଲୁ। ହେଲେ ସେ ଇଡି ଏବଂ ସିବିଆଇ ଭୟରେ ନିର୍ବାଚନ ଲଢ଼ିଲେ ନାହିଁ ବୋଲି ଶନିବାର…

2 years ago

ମାଗଣା ସୁବିଧା ଘୋଷଣା କରୁଥିବା ରାଜନୈତିକ ଦଳଙ୍କର ମାନ୍ୟତା ରଦ୍ଦ କରିବା ଅଧିକାର ନାହିଁ, ଏସ୍‌ସିଙ୍କୁ କହିଲେ ଇସି…

ନୂଆଦିଲ୍ଲୀ, ୯।୪ : ନିର୍ବାଚନରେ ମାଗଣା ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ଦଳଙ୍କ ମାନ୍ୟତା ରଦ୍ଦ କରିବା ଅଧିକାର ନାହିଁ ବୋଲି ନିର୍ବାଚନ କମିଶନ (ଇସି)…

2 years ago