ଜାତୀୟ

ଲସ୍କର-ଇ-ତୋଏବାର ୨ଆତଙ୍କବାଦୀ ଗିରଫ

ବଡଗାମ,୨୮।୩: ମଧ୍ୟ କଶ୍ମୀରର ବଡଗାମରେ ଜମ୍ମୁ-କଶ୍ମୀର ପୋଲିସକୁ ବଡ଼ ସଫଳତା ମିଳିଛି। ବଡଗାମ ଜିଲାରୁ ୨ଜଣ ଲସ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏଥିସହ ସେମାନଙ୍କ ନିକଟରୁ ବହୁ…

2 years ago

ଦିନ ଦ୍ୱିପ୍ରହରରେ ରାସ୍ତା ମଝିରେ ବନ୍ଧୁକ ଦେଖାଇ ୨୫ଲକ୍ଷ ଲୁଟ୍‌

ଗାଜିଆବାଦ,୨୮।୩: ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ ଡାସନା ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଦିନ ଦ୍ୱିପ୍ରହରରେ…

2 years ago

ଦିଲ୍ଲୀ ଡମ୍ପିଂ ୟାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୨୮।୩: ରାଜଧାନୀ ଦିଲ୍ଲୀର ଗାଜିପୁରରେ ଡମ୍ପିଂ ୟାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣାସ୍ଥଳରେ ୬ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ…

2 years ago

ବିଦ୍ୟୁତ୍‌ ଖୁଣ୍ଟରେ ଧକ୍କା ଦେଲା ବିମାନ

ନୂଆଦିଲ୍ଲୀ,୨୮।୩: ଦିଲ୍ଲୀ ବିମାନବନ୍ଦରରେ ସୋମବାର ଏକ ସ୍ପାଇସଜେଟ ବୋଇଂ ୭୩୭-୮୦୦ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଯାତ୍ରୀବାହୀ ଟର୍ମିନାଲରୁ ରନ୍‌ୱେକୁ ଟେକ୍‌ଫ ପାଇଁ ଯାଉଥିବା ବେଳେ ବିମାନଟି…

2 years ago

କଂଗ୍ରେସର ଅବସ୍ଥା ଦେଖି କେନ୍ଦ୍ରମନ୍ତ୍ରୀଙ୍କ ତରଳିଲା ହୃଦୟ: କହିଲେ, ହୃଦୟରୁ ଚାହୁଁଛି କଂଗ୍ରେସ ମଜଭୁତ ହେଉ

ମୁମ୍ବାଇ,୨୮।୩: ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ପାଇଁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ହୃଦୟ ତରଳିଛି।…

2 years ago

ଶପଥ ନେଲେ ଯୋଗୀ-ଅଖିଳେଶ

ଲକ୍ଷ୍ନୌ,୨୮।୩: ସୋମବାର ଉତ୍ତରପ୍ରଦେଶ ବିଧାନସଭାରେ ଗୃହର ନେତା ଭାବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶପଥ ନେଇଛନ୍ତି। ସେହିପରି ବିରୋଧୀ ଦଳର ନେତା ଭାବେ ଅଖିଳେଶ ଯାଦବ ମଧ୍ୟ…

2 years ago

‘ମୋଦିଙ୍କ ପାଖରେ ଯେଉଁ ଗୁଣ ଅଛି, ବିରୋଧୀ ଦଳର ନେତାଙ୍କଠାରେ ନାହିଁ’

ପୁଣେ,୨୮।୩: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ମାଜିଦ ମେମନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

2 years ago

‘ଦ କଶ୍ମୀର ଫାଇଲ୍ସ’ ଦେଖିବା ପରେ ବଦଳା ଗଲା ସ୍କୁଲ୍‌ର ନାଁ

ନୂଆଦିଲ୍ଲୀ,୨୮।୩: ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ରିଲିଜ ହେବା ପରଠୁ ଚର୍ଚ୍ଚାରେ ରହିଛି। ଏହାକୁ ନେଇ ଲଗାତାର ଦର୍ଶକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। କେବଳ ସେତିକି ନୁହେଁ…

2 years ago

ଭାରତ ବନ୍ଦର ପ୍ରଭାବ ସବୁଠାରୁ ଅଧିକ ଦେଖାଯାଇଛି ପଶ୍ଚିମବଙ୍ଗ, କେରଳରେ

ନୂଆଦିଲ୍ଲୀ,୨୮ ।୩: ଶ୍ରମ ଆଇନରେ ପରିବର୍ତ୍ତନ ଓ କେନ୍ଦ୍ର ସରକାରଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ଟ୍ରେଡ ୟୁନିୟନ ପକ୍ଷରୁ ୨ ଦିବସୀୟ ଦେଶବ୍ୟାପି ବନ୍ଦ(ଭାରତ ବନ୍ଦ)…

2 years ago

କଶ୍ମୀର ପଣ୍ଡିତଙ୍କ ହତ୍ୟା ଏକ ନରସଂହାର, ଜଘନ୍ୟ ଅପରାଧ କରିଥିବା ଦୋଷୀଙ୍କ ପ୍ରତି ଦଣ୍ଡବିଧାନ ଜରୁରୀ…

ଓ୍ବାଶିଂଟନ, ୨୮।୩ : କଶ୍ମୀର ପଣ୍ଡିତଙ୍କ ହତ୍ୟାକୁ ଏକ ନରସଂହାର ଭାବେ ଓ୍ବାଶିଂଟନ ସ୍ଥିତ ଇଣ୍ଟରନ୍ୟାଶନାଲ କମିଶନ ଫର୍‌ ହ୍ୟୁମ୍ୟାନ୍‌ ରାଇଟସ୍‌ ଆଣ୍ଡ୍‌ ରିଲିଜିୟସ୍‌ ଫ୍ରିଡମ୍‌ (ଆଇସିଏଚ୍‌ଆର୍‌ଆର୍‌ଏଫ୍‌)…

2 years ago