ଜାତୀୟ

ମେଳାରେ ମୁସଲିମ ଭେଣ୍ଡରଙ୍କୁ ମନା

ଉଡୁପି,୨୩।୩: କର୍ନାଟକର ଉଡୁପି ଜିଲାରେ ହୋସା ମାରଗୁଡ଼ି ମନ୍ଦିରଠାରେ ପ୍ରତି ବର୍ଷ ବସୁ ଥିବା ମେଳା କଦାପି ମୁସଲିମ ଏବଂ ହିନ୍ଦୁଙ୍କ ମଧ୍ୟରେ ଭେଦଭାବ କରି ନାହିଁ।…

3 years ago

‘କେବଳ ନିର୍ବାଚନ ଇନ୍ଧନ ମୂଲ୍ୟ ବୃଦ୍ଧିକୁ ରୋକିବାରେ ସକ୍ଷମ’

ନୂଆଦିଲ୍ଲୀ,୨୩।୩: ବଢୁଥିବା ଇନ୍ଧନ ମୂଲ୍ୟ ମଧ୍ୟରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଏମ୍‌ପି ସୁପ୍ରିୟା ସୁଲେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ବୁଧବାର ସୁପ୍ରିୟା…

3 years ago

ବର ସହ ନିକାହ କରିବାକୁ ମନା କରିବା ପରେ ଥାନାରେ ଧରିଲେ ପ୍ରେମିକଙ୍କ ହାତ

ଲକ୍ଷ୍ନୌ,୨୩।୩: ପରିବାରର ଲୋକଙ୍କ ଚାପରେ ବିବାହ କରୁଥିବା ଜଣେ ମୁସଲିମ ଯୁବତୀ ଅନ୍ତିମ ମିନିଟ୍‌ରେ ପୋଲିସକୁ ଡକାଇ ନିକାହ କାର୍ଯ୍ୟକ୍ରମକୁ ବାତିଲ କରିଥିଲେ। ତା’ ପରେ ଥାନାରେ…

3 years ago

ଭାଜପାକୁ କେଜ୍‌ରିଓ୍ବାଲ୍‌ଙ୍କ ଖୋଲା ଚ୍ୟାଲେଞ୍ଜ୍‌: ଯଦି ଜିତିବ ତେବେ ଏଏପି ରାଜନୀତି ଛାଡି ଦେବ

ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଭାଜପାକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନକୁ…

3 years ago

ବୀରଭୂମ ହିଂସା ଘଟଣା: ମମତା ସରକାରଙ୍କୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

କୋଲକାତା,୨୩।୨: ପଶ୍ଚିମବଙ୍ଗର ବୀରଭୂମରେ ୮ ଜଣଙ୍କୁ ଜୀଅନ୍ତା ପୋଡି ଦିଆଯାଇଛି। ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କ ହତ୍ୟା ପ୍ରତିଶୋଧରେ ଏଭଳି କାଣ୍ଡ ଘଟାଯାଇଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗର…

3 years ago

ଗୋଟିଏ ଭିଡିଓ ବଦଳାଇଥିଲା ପ୍ରଦୀପଙ୍କ ଭାଗ୍ୟ

ନୋଏଡା, ୨୩।୩: କିଛିଦିନ ତଳେ ଦିଲ୍ଲୀର ଏକ ମ୍ୟାକଡୋନାଲଡ ଷ୍ଟୋରରେ କାମ କରୁଥିବା ପ୍ରଦୀପ ମେହରାଙ୍କ ଏକ ଭିଡିଓକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା। ସେନାରେ…

3 years ago

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଧାମି

ଡେରାଡୁନ,୨୩।୩: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ବୁଧବାର ଶପଥ ଗ୍ରହଣ କରିଛନ୍ତି ପୁଷ୍କର ସିଂ ଧାମି। ଡେରାଡୁନର ପ୍ୟାରେଡ ଗ୍ରାଉଣ୍ଡରେ ତାଙ୍କୁ ରାଜ୍ୟପାଳ ଗୁରୁମିତ ସିଂଙ୍କ ଶପଥ ପାଠ…

3 years ago

ଲାଲୁଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ସରକାର: ଆରଜେଡି

ନୂଆଦିଲ୍ଲୀ,୨୩।୩: କେନ୍ଦ୍ର ଓ ବିହାର ସରକାର ମିଳିତ ଭାବେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ବୋଲି ଆରଜେଡି ମୁଖପାତ୍ର ତଥା ବିଧାୟକ ଭାଇ…

3 years ago

କରୋନା ମାମଲା ହ୍ରାସ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୩।୩: ଦେଶରେ ଗତ ୨ବର୍ଷ ହେଲା କରୋନା ତାଣ୍ଡବ ରଚୁଛି। କରୋନାକୁ ହରାଇବା ପାଇଁ କେନ୍ଦ୍ର ସରକାରକ ବିଭିନ୍ନ ପ୍ରତିବନ୍ଧ ଲାଗୁ କରିଛନ୍ତି। ସମୟକ୍ରମେ କେତେକ କଟକଣାକୁ…

3 years ago

ବିଚାରପତିଙ୍କୁ ହତ୍ୟା ଧମକ ଦେଇଥିବା ଅଭିିଯୁକ୍ତ ଗିରଫ

ବେଙ୍ଗାଲୁରୁ,୨୩।୩: କର୍ନାଟକ ହିଜାବ ବିବାଦରେ ରାୟ ଶୁଣାଇଥିବା ହାଇକୋର୍ଟ ବିଚାରପତିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କର୍ନାଟକ ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ତାମିଲନାଡୁରୁ ଗିରଫ…

3 years ago