ଜାତୀୟ

ମାଲ୍ୟା, ମୋଦି, ଚୋକ୍‌ସିଙ୍କ ଠାରୁ ୧୮ ହଜାର କୋଟି ଫେରିପାଇଛି ବ୍ୟାଙ୍କ

ନୂଆଦିଲ୍ଲୀ,୨୩।୨: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା, ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ଠାରୁ ୧୮ ହଜାର କୋଟି ଟଙ୍କା ବ୍ୟାଙ୍କଗୁଡ଼ିକୁ ଫେରାଯାଇଛି। ବେଆଇନ ଟଙ୍କା ନେଣଦେଣ…

3 years ago

କମ୍ପାନୀ ଟଙ୍କାରେ ନିଜର ବିୟୁଟି ଚିକିତ୍ସା କରାଉଥିଲେ

ନୂଆଦିଲ୍ଲୀ,୨୩।୨: ଫିନଟେକ୍‌ ଫାର୍ମ ଭାରତପେ’ ଏହାର ମ୍ୟାନେଜିଂ ଡିରେକ୍ଟର ଅଶନୀର ଗ୍ରୋଭରଙ୍କ ସ୍ତ୍ରୀ ମାଧୁରୀ ଜୈନଙ୍କୁ ବିଦା କରିଛି। ଏକ୍ସଟରନାଲ ଅଡିଟ୍‌ ପରେ ଆର୍ଥିକ ଅନିୟମିତତା ଏବଂ…

3 years ago

ଜାତିଗତ ପ୍ରମାଣପତ୍ର ଆବେଦନକାରୀଙ୍କ ଜୀବନଶୈଳୀ ଆଧାରରେ ମନା କରିହେବ ନାହିଁ…

ମୁମ୍ବାଇ, ୨୩।୨ : ଜାତିଗତ ପ୍ରମାଣପତ୍ର ଆବେଦନକାରୀଙ୍କ ଜୀବନଶୈଳୀ ଆଧାରରେ ମନା କରିହେବ ନାହିଁ। ଏହା ଆଫିନିଟ୍‌ ଟେଷ୍ଟ୍‌ ହୋଇପାରେ କିନ୍ତୁ ଲିଟମସ୍‌ ଟେଷ୍ଟ୍‌ ନୁହେଁ ବୋଲି…

3 years ago

ପ୍ରଥମେ ପାଠପଢ଼ାରେ ମନ ଦିଅ, ପରେ ବିବାହ…

ଭୋପାଳ, ୨୩।୨ : ପାଠପଢ଼ା ପରେ ବିବାହ କାର୍ଯ୍ୟ ହେଲେ ଭଲ। ନାରୀ ନିକେତନରେ ଥିବା ଜଣେ ଯୁବତୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ପକ୍ଷରୁ ଏଭଳି ପରାମର୍ଶ ପ୍ରଦାନ…

3 years ago

ଅଣ୍ଡରୱାର୍ଲଡ ସହ ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ମନ୍ତ୍ରୀ ନଓ୍ବାବ ମଲିକ

ମୁମ୍ବାଇ,୨୩।୨: ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ଏବଂ ମୁମ୍ବାଇ ଅଣ୍ଡରଓ୍ବାଲର୍‌ଡ ସହ ବେଆଇନ ଟଙ୍କା ନେଣଦେଣ ମାମଲାରେ ବୁଧବାର ଗିରଫ ହୋଇଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକ।…

3 years ago

କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପାଇଁ ପୋଲିସ ଘେରି

ନୂଆଦିଲ୍ଲୀ,୨୩।୨: ଶତାଧିକ ପୋଲିସ କର୍ମୀ, ପାରାମିଲିଟାରୀ ଯବାନଙ୍କ ଛାଉଣୀ ମଧ୍ୟରେ ବୁଧବାର ଉତ୍ତରପ୍ରଦେଶର ଲଖିମବୁର ଖେରି ନିର୍ବାଚନ ଲାଗି ଭୋଟ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା।…

3 years ago

ମୁସଲିମ ଯୁବକଙ୍କୁ ପିଟି ପିଟି ହତ୍ୟା କରି ପୋତି ଦେଲେ

ପାଟଣା,୨୩।୨: ସୋସିଆଲ ମିଡିଆରୁ ଏକ ବିଚଳିତ କଲା ଭଳି ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ମୁସଲିମ ଯୁବକଙ୍କୁ ଗୋରକ୍ଷକ ଦର୍ଶାଉଥିବା ଏକ ଗୋଷ୍ଠୀ ନିର୍ଯାତନା ଦେଉଥିବା ଦେଖିବାକୁ…

3 years ago

ରାମସେତୁକୁ ଐତିହାସିକ ସ୍ମାରକୀ ମାନ୍ୟତା ମାମଲା, ମାର୍ଚ୍ଚ ୯ରେ ଶୁଣାଣି…

ନୂଆଦିଲ୍ଲୀ, ୨୩।୨ : ରାମ ସେତୁକୁ ଜାତୀୟ ସ୍ମାରକୀ ଘୋଷଣା କରି ସୁରକ୍ଷା ଦାବି ଉପରେ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ଶୀଘ୍ର ଶୁଣାଣି କରିବାକୁ ଦାବି…

3 years ago

ଅଫ୍‌ଲାଇନ୍‌ରେ ହେବ ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା, ଅନ୍‌ଲାଇନ୍‌ ପରୀକ୍ଷା ଆବେଦନ ଖାରଜ…

ନୂଆଦିଲ୍ଲୀ, ୨୩।୨ : ଦଶମ ଏବଂ ଦ୍ୱାଦଶ ବୋର୍ଡର ଅଫଲାଇନ ପରୀକ୍ଷା ସମ୍ବନ୍ଧରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାୟ ପ୍ରଦାଦ କରିଛନ୍ତି। ଦଶମ ଏବଂ ଦ୍ୱାଦଶ…

3 years ago

ଜଣେ ବ୍ୟକ୍ତିଙ୍କର ୨ଟି ଜନ୍ମ ପ୍ରମାଣପତ୍ର ହୋଇପାରିବ ନାହିଁ…

ନୂଆଦିଲ୍ଲୀ, ୨୩।୨ : ଜଣେ ବ୍ୟକ୍ତିଙ୍କ ୨ଟି ଭିନ୍ନ ଭିନ୍ନ ଜନ୍ମ ପ୍ରମାଣପତ୍ର ହୋଇ ପାରିବ ନାହିଁ। ଏଭଳି କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ।…

3 years ago