ଜାତୀୟ

‘ପ୍ରଥମ ଦୁଇ ପର୍ଯ୍ୟାୟରେ ଶତକ କରିଛୁ’

ଲକ୍ଷ୍ନୌ,୨୦।୨: “ଆମେ ପ୍ରଥମ ଦୁଇ ପର୍ଯ୍ୟାୟ ମତଦାନରେ ଶତକ ହାସଲ କରିଛୁ। ପରବର୍ତ୍ତୀ ଦୁଇ ପର୍ଯ୍ୟାୟରେ ମଧ୍ୟ ସମାଜବାଦୀ ପାର୍ଟି ନେତୃତ୍ୱାଧୀନ ମେଣ୍ଟ ଅନ୍ୟଠାରୁ ଆଗରେ ରହିବ”।…

3 years ago

ପୋଷ୍ୟ ସନ୍ତାନ ଗ୍ରହଣ କରିବା କ୍ଷେତ୍ରରେ ବିବାହ ପ୍ରମାଣପତ୍ର ଆବଶ୍ୟକ ନୁହେଁ…

ଲକ୍ଷ୍ନୌ, ୨୦।୨ : ଜଣେ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ବିବାହ ପ୍ରମାଣପତ୍ର ଆବଶ୍ୟକ ନୁହେଁ। ଜଣେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ପୋଷ୍ୟ ସନ୍ତାନ…

3 years ago

ପୋଲିଂ ବୁଥରେ ପସିବାରୁ ଅଭିନେତାଙ୍କ କାର ଜବତ

  ଅମୃତସର,୨୦।୨: ପଞ୍ଜାବର ମୋଗା ଜିଲାରେ ପୋଲିଂ ବୁଥରେ ପସିବାକୁ ଉଦ୍ୟମ କରିବାରୁ ତାଙ୍କ କାରକୁ ସିଜ କରି ଦେଇଛି ପଞ୍ଜାବ ପୋଲିସ। ୧୧୭ ବିଧାନସଭା ଆସନ…

3 years ago

ରୁଷିଆ-ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା: ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ୍‌ ଛାଡିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ/କ୍ୱିଭ୍‌,୨୦।୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ୟୁକ୍ରେନ ସୀମାନ୍ତରେ ରୁଷିଆ ଆଣବିକ ସମରାଭ୍ୟାସ ସହ ସୈନ୍ୟ…

3 years ago

ଉଦ୍ଧବଙ୍କ ଘରେ କେସିଆର୍‌

ମୁମ୍ବାଇ,୨୦।୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ(କେସିଆର୍‌) ବିରୋଧୀ ମେଣ୍ଟକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। କେସିଆର୍‌ ରବିବାର ମୁମ୍ବାଇରେ ପହଞ୍ଚି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ…

3 years ago

କଠିନ ସ୍ଥିତିରେ ଅଛି ଭାରତ-ଚାଇନା ସମ୍ପର୍କ: ଜୟଶଙ୍କର

ନୂଆଦିଲ୍ଲୀ,୨୦।୨: ସୀମାନ୍ତରେ ସାମରିକ ବାହିନୀ ନିୟୋଜିତ ନ କରିବାକୁ ହୋଇଥିବା ଚୁକ୍ତିନାମାକୁ ବେଜିଂ ଉଲ୍ଲଂଘନ କରିବା ପରେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କ ଏବେ ଅତ୍ୟନ୍ତ…

3 years ago

ମାର୍ଚ୍ଚ ୧୦ରେ ମିଳିଯିବ ଜବାବ: ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୨୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହର୍‌ଦୋଇରେ ବିରୋଧୀ ଦଳ ଉପରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ତୁଷ୍ଟୀକରଣ ରାଜନୀତି ପାଇଁ ଆମକୁ ଆମର ଉତ୍ସବପାଳନ…

3 years ago

ସନ୍ଦିଗ୍ଧ ଲଶ୍କର ଆତଙ୍କବାଦୀ ଗିରଫ…

ଶ୍ରୀନଗର, ୨୦।୨ : ଜମ୍ମୁ-କଶ୍ମୀରର ଡୋଡା ଜିଲାରେ ଲଶ୍କର-ଇ-ତୋଏବାର ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି। ଯାନବାହନ ଯାଞ୍ଚ କରିବା…

3 years ago

୪ ଖଲିସ୍ତାନୀ ଆତଙ୍କବାଦୀ ଗିରଫ, ଏକେ-୪୭ ଜବତ…

ସୋନିପତ୍‌, ୨୦।୨ : ହରିୟାଣାର ସୋନିପତ୍‌ରୁ ୪ ଜଣ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଏକେ-୪୭ ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ରାଜ୍ୟ ପୋଲିସର…

3 years ago

ବିବାହ ହେବା ନୋହିଲା, ନଦୀକୁ ଖସିଲା ବରଯାତ୍ରୀ କାର୍‌, ବର ସମେତ ୯ ମୃତ…

କୋଟା, ୨୦।୨ : ରାଜସ୍ଥାନର କୋଟାରେ ରବିବାର ସକାଳେ ଚମ୍ବଲ ନଦୀରେ ଏକ ବରଯାତ୍ରୀ କାର ଖସିପଡିଛି। ଏହି ଦୁର୍ଘଟଣାରେ ବର ସମେତ ୯ ଜଣଙ୍କର ମୃତ୍ୟୁ…

3 years ago