ଜାତୀୟ

ଭାରତ ପାଇଁ ଆଜି ଐତିହାସିକ ଦିନ: ମୋଦି

କୋଲକତା,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଦି ଶୁକ୍ରବାର କୋଲକତାର ଚିତ୍ତରଂଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଦେଶରେ ଚାଲିଥିବା ରେକର୍ଡ ଟିକାକରଣକୁ…

3 years ago

ଆମ ସୀମାରେ ଯାହା ଘଟୁଛି, ତାହା ମଧ୍ୟ ଜାତୀୟ ନିରାପତ୍ତାର ଏକ ବଡ଼ ଧରଣର ତ୍ରୁଟି, ପ୍ରଧାନମନ୍ତ୍ରୀ ଚୁପ୍‌ କାହିଁକି: ରାହୁଲ

ନୂଆଦିଲ୍ଲୀ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟି ନେଇ ପଞ୍ଜାବରେ ରାଜନୀତି ଏବେ ସରଗରମ ହୋଇଛି। ଗୋଟିଏ ପଟେ ଅନେକ ଭାଜପା ନେତା ପଞ୍ଜାବ ସରକାରଙ୍କୁ ଟାର୍ଗେଟ…

3 years ago

ନିଟ୍‌-ପିଜି କାଉନ୍‌ସେଲିଂ ୨୦୨୧: ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୭।୧: ନିଟ୍‌-ପିଜି କାଉନ୍‌ସେଲିଂ ୨୦୨୧କୁ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ଓବିସି ପାଇଁ ୨୭ ପ୍ରତିଶତ ସଂରକ୍ଷଣକୁ ମଧ୍ୟ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି। ଏଥି ସହିତ, ଇଡବ୍ଲ୍ୟୁଏସ୍‌…

3 years ago

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ଘଟଣା: ମାମଲା ରୁଜୁ

ନୂଆଦିଲ୍ଲୀ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟିକୁ ନେଇ ପଞ୍ଜାବର ମୁଖ୍ୟ ସଚିବ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଏକ ରିପୋର୍ଟ ଦାଖଲ କରିଛନ୍ତି। ଏହି ମାମଲାରେ ପୋଲିସ…

3 years ago

୭ ମାସ ପରେ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଲକ୍ଷେ ଟପିଲା

ନୂଆଦିଲ୍ଲୀ,୭।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୧୭ ହଜାର ନୂଆ କରୋନା ମାମଲା ଚିହ୍ନଟ…

3 years ago

୧୦ରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ପ୍ରଶାସନିକ ସ୍ତରରେ ଆଲୋଚନା

ନୂଆଦିଲ୍ଲୀ,୭।୧: କୋଟିଆ ବିବାଦ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ସହ ଏହାର ସମାଧାନ ନିମନ୍ତେ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଆସନ୍ତା ୧୦ ତାରିଖରେ…

3 years ago

ସୁରକ୍ଷାକର୍ମୀଙ୍କୁ ବଡସଫଳା: ୩ ଆତଙ୍କବାଦୀ ନିହତ

ଜମ୍ମୁ,୭ ।୧: କଶ୍ମୀର ବଡଗାମର ଜୋଲୱା କ୍ରାଲପୋରା ଛାଦୋରା ଅଞ୍ଚଳରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଏଥିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି…

3 years ago

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି: ଛୁରି ଧରି ମଞ୍ଚ ଉପରକୁ ଚଢିଲେ ଯୁବକ

ଡେରାଡୁନ୍‌,୭।୧: ଉତ୍ତରାଖଣ୍ଡ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସୁରକ୍ଷାରେ ଏକ ବଡ଼ ଧରଣର ତ୍ରୁଟି ଦେଖିବାକୁ ମିଳିଛି। ଉଧମ ସିଂ ନଗରର…

3 years ago

ତିହାରରେ ତାଣ୍ଡବ: ନିଜକୁ ଆହତ କଲେ ୫ କଏଦୀ

ନୂଆଦିଲ୍ଲୀ,୭ ।୧: ତିହାରର ୩ ନମ୍ବର ଜେଲରେ ୫ ଜଣ କଏଦୀ ମୁଣ୍ଡ ବାଡେଇ ଲହୁ ଲୁହାଣ ହୋଇଥିବା ଜଣାପଡିଛି । ସିସି ଟିଭି କ୍ୟାମେରାରେ କଏଦୀଙ୍କର…

3 years ago

ନିର୍ବାଚନୀ ରାଲି ସମ୍ଭବ ନୁହେଁ

ନୂଆଦିଲ୍ଲୀ,୭।୧: କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ବଡ଼ ରାଲି ଓ ରୋଡ୍‌ ଶୋ’ ଆୟୋଜନ କରିବା ସମ୍ଭବ ନୁହେଁ ବୋଲି ନୀତି ଆୟୋଗ ସଦସ୍ୟ ତଥା ଭାରତର କୋଭିଡ୍‌…

3 years ago