ଜାତୀୟ

ପୁଣି ବଦଳି ପାରନ୍ତି କର୍ନାଟକ ମୁଖ୍ୟମନ୍ତ୍ରୀ

ହାଭେରି, ୧୯।୧୨: ପୁଣି କର୍ନାଟକ ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ରବିବାର ନିଜ ନିର୍ବାଚନ ମଣ୍ଡଳୀ ଶିଗାଓଁରେ ଦେଇଥିବା ଭାଷଣରୁ…

3 years ago

ଧରା ପଡ଼ିଲେ ୨୫୦ କୁକୁର ଛୁଆ ହତ୍ୟାକାରୀ ମାଙ୍କଡ଼

ନୂଆଦିଲ୍ଲୀ,୧୯।୧୨: ମହାରାଷ୍ଟ୍ରର ଏକ ଗ୍ରାମରେ ୨୫୦ କୁକୁର ଛୁଆଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଦୁଇ ମାଙ୍କଡ଼ଙ୍କୁ ଧରି ନିଆଯାଇଛି। ସେହି ଅଞ୍ଚଳରେ ଏକ ଶିଶୁ ମାଙ୍କଡ଼ର…

3 years ago

ବିଷାକ୍ତ ଖାଦ୍ୟ ଖାଇ ହସ୍ପିଟାଲରେ ଆଇଫୋନ ନିର୍ମାତା କମ୍ପାନୀର ୧୫୦ କର୍ମଚାରୀ

ଚେନ୍ନାଇ,୧୯।୧୨: ଆପଲ ପାଇଁ ଆଇଫୋନ ନିର୍ମାଣ କରୁଥିବା ଫକ୍ସକନ ଇଣ୍ଡିଆ ୟୁନିଟ୍‌ରେ ବିଷାକ୍ତ ଖାଦ୍ୟ ଖାଇ ୧୫୦ କର୍ମଚାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ବିରୋଧରେ…

3 years ago

‘ଯୋଗୀଙ୍କ ଆଉଟ ସୁଇଙ୍ଗ୍‌ରେ କଂଗ୍ରେସ ହେବ ଆଉଟ’

ଝାନ୍‌ସୀ,୧୯।୧୨: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଭାରତୀୟ ଜନତା ପାର୍ଟିର ଜନ ବିଶ୍ୱ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଅବସରରେ ଆୟୋଜିତ ହୋଇଥିବା ସାଧାରଣ ସଭାରେ…

3 years ago

ପାରିକରଙ୍କୁ ମନେ ପକାଇଲେ ମୋଦି

ପାଣାଜୀ,୧୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୋଆରେ ପହଞ୍ଚିଛନ୍ତି। ଗୋଆ ମୁକ୍ତି ଦିବସ ଅବସରରେ ସେ ନବୀକରଣ ହୋଇଥିବା ଫୋର୍ଟ ଆଗୁଆଡା ଜେଲ ସଂଗ୍ରହାଳୟ, ଗୋଆ ମେଡିକାଲ…

3 years ago

‘ମହିଳା ଏକାଠି ହେଲେ, ବଦଳିଯିବ ଦେଶର ରାଜନୀତି’

ରାଇବରେଲି,୧୯।୧୨: ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇପଡିଛି। ବିଭିନ୍ନ ଦଳ ପକ୍ଷରୁ ଏବେ ପ୍ରଚାର ଆରମ୍ଭ ହୋଇଯାଇଛି। ରବିବାର ରାଇ ବରେଲିରେ ସଂସ୍କାର କ୍ଲବରେ…

3 years ago

ଭୋଟ ବ୍ୟାଙ୍କ ପାଇଁ ୭୦ ବର୍ଷ ଧରି ଲୋକଙ୍କୁ ଜାଣିଶୁଣି ଗରିବ ରଖାଯାଇଥିଲା: କେଜ୍ରିଓ୍ବାଲ…

ନୂଆଦିଲ୍ଲୀ, ୧୯।୧୨: ଦେଶର ଲୋକଙ୍କୁ ଜାଣିଶୁଣି ୭୦ ବର୍ଷ ପର୍ଯ୍ୟନ୍ତ ଗରିବ ରଖାଯାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜନୈତିକ ଦଳଗୁଡ଼ିକୁ ଟାର୍ଗେଟ…

3 years ago

ବାୟୁସେନାରେ ପ୍ରଥମଥର ସାମିଲ ହେଲେ ଡିଜାବଲ କ୍ୟାଡେଟ ଯୋଗେଶ ଯାଦବ

ନୂଆଦିଲ୍ଲୀ,୧୯ ।୧୨: ଦେଶରେ ପ୍ରଥମଥର ଲାଗି ଜଣେ ଡିଜାବଲ ବା ଦିବ୍ୟାଙ୍ଗ କ୍ୟାଡେଟଙ୍କୁ ବାୟୁସେନରେ ସାମିଲ କରାଯାଇଛି । ଫ୍ଲାଇଙ୍ଗ ଅଫିସର ଯୋଗେଶ ଯାଦବ ବାୟୁସେନାରେ ସାମିଲ…

3 years ago

ପୁଣି ୩ ବିଦେଶ ଫେରନ୍ତା ଓମିକ୍ରନ୍‌ ସଂକ୍ରମିତ, ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୪୮…

ଅହମଦାବାଦ, ୧୯।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଗୁଜୁରାଟରେ ୩ ଜଣ ବିଦେଶ ଫେରନ୍ତାଙ୍କଠାରେ ଓମିକ୍ରନ ଚିହ୍ନଟ ହୋଇଛି।…

3 years ago

ଉତ୍ତରପ୍ରଦେଶ ନିର୍ବାଚନ ସେମିଫାଇନାଲ ନୁହେଁ, ୨୦୨୪ ଲୋକ ସଭା ନିର୍ବାଚନ ଉପରେ ଏହାର ପ୍ରଭାବ ପଡିବ ନାହିଁ…

ନୂଆଦିଲ୍ଲୀ, ୧୯।୧୨:  ଉତ୍ତରପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ଉପରେ ସମଗ୍ର ଦେଶର ନଜର ରହିଛି। ଏକ ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ…

3 years ago