ଜାତୀୟ

କଣ୍ଟେନମେଣ୍ଟ କଟକଣାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୩୦ା୧୧: ଓମିକ୍ରନ୍‌କୁ ନେଇ ବିଶ୍ୱରେ ଭୟ। ଏଭଳି ସ୍ଥିତିରେ କେନ୍ଦ୍ର ସରକାର କଣ୍ଟେନମେଣ୍ଟ କଟକଣାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଗତ ୨୫ ତାରିଖରେ କେନ୍ଦ୍ର ସରକାରଙ୍କ…

3 years ago

ଦିନକୁ ୩୨୮ ଜଣ ଛାଡୁଛନ୍ତି ଭାରତୀୟ ନାଗରିକତ୍ୱ

ନୂଆଦିଲ୍ଲୀ,୩୦ା୧୧: ଗତ ୫ ବର୍ଷରେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ସେମାନଙ୍କ ନାଗରିକତ୍ୱ ତ୍ୟାଗ କରିଛନ୍ତି। ଏ ନେଇ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏ ମଙ୍ଗଳବାର…

3 years ago

ଅଭିନେତ୍ରୀଙ୍କ ହାତରୁ ଫୋନ ଛଡ଼ାଇନେଲେ ଲୁଟେରା

ମୁମ୍ବାଇ,୩୦।୧୧: କବିର ସିଂ ଓ ବିଗ୍‌ ବୁଲ ଭଳି ହିଟ୍‌ ବଲିଉଡ୍‌ ଫିଲ୍ମରେ ନଜର ଆସିଥିବା ନିକିତା ଦତ୍ତଙ୍କ ହାତରୁ ରବିବାର ଫୋନ ଛଡ଼ାଇ ନେଇଛନ୍ତି ଦୁଇ…

3 years ago

ପାର୍ଲାମେଣ୍ଟ କରିଡର୍‌ରେ ଏମ୍‌ପିଙ୍କ ଖସିଗଲା ଗୋଡ: ହସ୍ପିଟାଲ୍‌ରେ ଭର୍ତ୍ତି

ନୂଆଦିଲ୍ଲୀ,୩୦।୧୧: କଂଗ୍ରେସର ଲୋକ ସଭା ଏମ୍‌ପି କେ ସୁରେଶ ମଙ୍ଗଳବାର ପାର୍ଲାମେଣ୍ଟ କରିଡର୍‌ରେ ପଡି ଯାଇଛନ୍ତି । ଏହା ଦେଖି ସେଠାରେ ଥିବା କର୍ମଚାରୀ ଓ ସହଯୋଗୀମାନେ…

3 years ago

ବିଜୟ ମାଲ୍ୟାଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା: ଜାନୁୟାରୀରେ ୧୮ ଶେଷ ଶୁଣାଣି

ନୂଆଦିଲ୍ଲୀ,୩୦।୧୧: ଭାରତର ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ହୋଇଥିବା ଅବମାନନା ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଜାନୁଆରୀ ୧୮ରେ ମାଲ୍ୟାଙ୍କ ଦଣ୍ଡ…

3 years ago

୧୧ ମାସରେ ୧୯୬ ଆତଙ୍କବାଦୀ ଆକ୍ରମଣ…

ନୂଆଦିଲ୍ଲୀ,୩୦।୧୧: ଜମ୍ମୁ-କଶ୍ମୀରରେ ଚଳିତ ବର୍ଷ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଲୋକ ସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକ…

3 years ago

ଓମିକ୍ରନ୍‌ ମୁକାବିଲା, ରାଜ୍ୟକୁ କେନ୍ଦ୍ରର ୬ ପରାମର୍ଶ…

ନୂଆଦିଲ୍ଲୀ,୩୦।୧୧: କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ନେଇ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ…

3 years ago

ଭାରତରେ ଓମିକ୍ରନ୍‌ ଆତଙ୍କ, ୧୫ ଦିନରେ ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇ ଆସିଛନ୍ତି ୧,୦୦୦ ଯାତ୍ରୀ…

ନୂଆଦିଲ୍ଲୀ,୩୦।୧୧: ପୃଥିବୀରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦକ୍ଷିଣ ଆଫ୍ରିକାର ଶ୍ୱାନେ ଇନଷ୍ଟିଚ୍ୟୁଟ୍‌ କରୋନାର ଦ୍ୱିତୀୟ ଏନ୍ତୁଡ଼ିଶାଳ ପାଲଟିଛି। ଏପରିସ୍ଥଳେ ଭାରତରେ…

3 years ago

କଙ୍ଗନାଙ୍କୁ ହତ୍ୟା ଧମକ

ମୁମ୍ବାଇ,୩୦।୧୧:ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ନିଜ ବିବାଦୀୟ ମନ୍ତବ୍ୟ ଯୋଗୁ ଚର୍ଚ୍ଚାରେ ଥାନ୍ତି। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଆଭ୍ୟନ୍ତରୀଣ ବ୍ୟାପାର ଠାରୁ ଆରମ୍ଭ କରି ଦେଶର ପ୍ରାୟ ସମସ୍ତ…

3 years ago

୧୨ ଏମ୍‌ପିଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେବ ନାହିଁ: ରାଜ୍ୟ ସଭା ଅଧ୍ୟକ୍ଷ

ନୂଆଦିଲ୍ଲୀ,୩୦।୧୧: ରାଜ୍ୟ ସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ଏହାକୁ ବିରୋଧ କରି ମଙ୍ଗଳବାର ବିରୋଧୀମାନେ ପାର୍ଲାମେଣ୍ଟରେ ହଟ୍ଟଗୋଳ କରିଛନ୍ତି। ରାଜ୍ୟ…

3 years ago