ଜାତୀୟ

ଆଫଗାନିସ୍ତାନକୁ ନେଇ ୧୦ ନଭେମ୍ବରରେ ଅଜିତ ଡୋଭାଲଙ୍କ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୮ ।୧୧: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ନେତୃତ୍ୱରେ ରାଜଧାନୀ ଦିଲ୍ଲୀରେ ଆଫଗାନିସ୍ତାନକୁ ନେଇ ବିଶ୍ୱର ଅଧିକାଂଶ ଦେଶର ସୁରକ୍ଷା ପରାମର୍ଶଦାତାଙ୍କ ସହ ବୁଧବାର ଅର୍ଥାତ୍…

3 years ago

ଟି-୨୦ ଓ୍ବାଲର୍‌ଡ କପ୍‌ରୁ ଭାରତ ବାହାର, ବିଜ୍ଞାପନ ଆୟରେ ୧ ହଜାର କୋଟି କ୍ଷତି ହେବା ଆଶଙ୍କା…

ନୂଆଦିଲ୍ଲୀ,୮।୧୧: ଯାହା ଆଶଙ୍କା କରାଯାଉଥିଲା ତାହା ଘଟିଲା। ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିପାରି ନାହିଁ। ଭାରତୀୟ ପ୍ରଶଂସକମାନେ ଏହା ଦ୍ୱାରା କେବଳ…

3 years ago

୨୪ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯିବ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୮।୧୧: ଆସନ୍ତା ବର୍ଷ ମାର୍ଚ୍ଚରେ ଅଷ୍ଟ୍ରେଲିଆ ଦଳ ପାକିସ୍ତାନ ଗସ୍ତ କରିବାକୁ ରାଜି ହୋଇଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସୋମବାର ଏହା ନିଶ୍ଚିତ କରିଛି। ୧୯୯୮…

3 years ago

ଉପହାର ଫାୟାର ଟ୍ରାଜେଡି ମାମଲା: ସୁଶୀଲ-ଗୋପାଳଙ୍କୁ ୭ ବର୍ଷ ଜେଲ

ନୂଆଦିଲ୍ଲୀ,୮ ।୧୧: ଉପହାର ସିନେମା ଅଗ୍ନିକାଣ୍ଡ ମାମଲାରେ ଦିଲ୍ଲୀର ପଟିୟାଲା ହାଉସ କୋର୍ଟ ତଥ୍ୟକୁ ନେଇ ସାକ୍ଷୀଙ୍କୁ ଏପଟ ସେପଟ କରିବା ମାମଲାରେ ସୁଶୀଲ ଅଂସଲ ଓ…

3 years ago

ଦଶମ ଓ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ପାଇଁ ନିର୍ଦ୍ଦେଶନାମା ଜାରି କଲା ସିବିଏସ୍‌ସି

ନୂଆଦିଲ୍ଲୀ,୮।୧୧: ସିବିଏସ୍‌ସି ଦଶମ ଓ ଦ୍ବାଦଶର ଟର୍ମ-୧ ପରୀକ୍ଷାକୁ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ମଙ୍ଗଳବାର ସିବିଏସ୍‌ସି ପୋର୍ଟାଲରେ ନଭେମ୍ବର ଓ ଡିସେମ୍ବରରେ ହେବାକୁ ଥିବା…

3 years ago

ମୁଜଫରନଗର ହିଂସାକୁ ନିର୍ବାଚନି ଅସ୍ତ୍ର କରିବେନି ଯୋଗୀ

ଲକ୍ଷ୍ନୌ,୮ ।୧୧: ପାଖେଇ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ସୋମବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୈରାନା ପହଞ୍ଚିଛନ୍ତି । ସେଠାରେ ସେ କହିଛନ୍ତି ଏହା…

3 years ago

ହାଜତ ମୃତ୍ୟୁ ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ …

ନୂଆଦିଲ୍ଲୀ,୮।୧୧: ହାଜତ ମୃତ୍ୟୁ ମାମଲାରେ ସିବିଆଇ ଯାଞ୍ଚ ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି। ଏହି ମାମଲାରେ ଉତ୍ତରପ୍ରଦେଶର ଜୈନପୁରର…

3 years ago

ଘରୋଇ ହିଂସା ଆଇନ, ପୀଡିତାଙ୍କ ସହାୟତା ପାଇଁ କେନ୍ଦ୍ରର ଜବାବ୍‌ ଲୋଡ଼ିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୮।୧୧: ଘରୋଇ ହିଂସା ଆଇନରେ ପୀଡିତା ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରାବଧାନ କାର୍ଯ୍ୟକାରୀ କରିବାକୁ ଦାଖଲ ହୋଇଥିବା ଏକ ଜନସ୍ବାର୍ଥ ମାମଲା ଉପରେ ସୁପ୍ରିମକୋର୍ଟ କେନ୍ଦ୍ର…

3 years ago

କଂଗ୍ରେସକୁ ଝଟ୍‌କା: ଦଳ ଛାଡି ଭାଜପାରେ ଯୋଗ ଦେଲେ ୨ ବିଧାୟକ

ଇମ୍ଫାଲ,୮।୧୧: ମଣିପୁରରେ କଂଗ୍ରେସ ଏକ ବଡ଼ ଝଟ୍‌କା ଲାଗିଛି। ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସୋମବାର କଂଗ୍ରେସର ଦୁଇ ଜଣ ବିଧାୟକ ରାଜକୁମାର…

3 years ago

ନିର୍ବାଚନ ପରବର୍ତ୍ତୀ ହିଂସା, ସିବିଆଇ-ଏସ୍‌ଆଇଟିକୁ ରିପୋର୍ଟ ଦାଖଲ ନିର୍ଦ୍ଦେଶ…

କୋଲକାତା,୮।୧୧: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ହାଇକୋର୍ଟ କଠୋର ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ନୂତନ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୋଲକାତା ହାଇକୋର୍ଟ ଉଭୟ…

3 years ago