ଜାତୀୟ

ଚଢ଼ାଉ ବେଳେ ପୋଲିସକୁ ଧରି ଛେଚିଲେ

ମୋତିହାରି,୭।୧୧: ବିହାରର ମୋତିହାରିରେ ଦୀପାବଳି ଦିନ ସନ୍ଧ୍ୟାରେ ଜଣେ ପୋଲିସ ଅଫିସରଙ୍କୁ ଏକ ଗୋଷ୍ଠି ବାନ୍ଧି ବାଡେଇଥିଲା। ଘଟଣାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଭିଡିଓରେ କ୍ୟାମେରା…

3 years ago

ବଢୁଛି ଜିକା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା

କାନପୁର,୭।୧୧: ଉତ୍ତରପ୍ରଦେଶର କାନପୁରରେ ଜିକା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରବିବାର ଏଠାରେ ଆଉ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ସଂକ୍ରମିତଙ୍କ…

3 years ago

ଖୁବ୍‌ଶୀଘ୍ର ପିଲାଙ୍କୁ ଦିଆଯିବ ଟିକା: ୧ କୋଟି ଡୋଜ୍‌ କିଣିବେ ସରକାର

ନୂଆଦିଲ୍ଲୀ,୭।୧୧: ଭାରତରେ ପିଲାମାନଙ୍କୁ ଖୁବ୍‌ଶୀଘ୍ର କରୋନା ଟିକା ଦିଆଯିବ। ୧୨ ବର୍ଷ ଏବଂ ତଦୁର୍ଦ୍ଧ୍ୱ ଲୋକଙ୍କୁ ଟିକାକରଣ ପାଇଁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ଅହମ୍ମଦାବାଦ ସ୍ଥିତ…

3 years ago

ପୁନିତଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ ସୁରକ୍ଷା ଲୋଡା

ବେଙ୍ଗାଲୁରୁ,୭।୧୧: କନ୍ନଡ ଅଭିନେତା ପୁନିତ ରାଜକୁମାରଙ୍କ ଅକାଳ ବିୟୋଗକୁ ସପ୍ତାହରେ ଊର୍ଦ୍ଧ୍ୱ ସମୟ ବିତି ସାରିଥିଲେ ମଧ୍ୟ ତାଙ୍କ ପ୍ରଶଂସକ ଏହାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି।…

3 years ago

‘ମୋଦି ଜଣେ ଚତୁର ରାଜନେତା’

ନୂଆଦିଲ୍ଲୀ,୭।୧୧:କଂଗ୍ରେସ ଏମ୍‌ପି ଶଶି ଥରୁର ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଛନ୍ତି। ସେ ମୋଦିଙ୍କୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସହ ତୁଳନା କରିଛନ୍ତି। ରବିବାର…

3 years ago

ବିଜୟର ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ,୭।୧୧: ଭାଜପାର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବଚନ ସମ୍ପର୍କରେ ଦଳର…

3 years ago

ଚେନ୍ନାଇରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ

ଚେନ୍ନାଇ,୭।୧୧: ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡଛି। ୨୦୧୫ ଠାରୁ ସବୁଠୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ରାସ୍ତାଘାଟ ଜଳମଗ୍ନ ହୋଇ ପାଣିରେ…

3 years ago

୬ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅପହରଣ କଲେ ପାକିସ୍ତାନୀ ତଟରକ୍ଷୀ…

ଗାନ୍ଧୀନଗର,୭।୧୧: ଜମ୍ମୁ-କଶ୍ମୀରର ଏଲ୍‌ଓସି ପରେ ଏବେ ପାକିସ୍ତାନ ଉପକୂଳବର୍ତ୍ତୀ ଅଞ୍ଚଳରେ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଷଡ଼ଯନ୍ତ୍ର ରଚିଛି। ରବିବାର ପାକିସ୍ତାନୀ ତଟରକ୍ଷୀ କର୍ମଚାରୀ…

3 years ago

୧୦୦ କୋଟି ଟିକା ଲକ୍ଷ୍ୟ ହାସଲ ପାଇଁ ପ୍ରଧାନମନ୍ତ୍ରୀ ହେଲେ ସମ୍ମାନୀତ…

ନୂଆଦିଲ୍ଲୀ,୭।୧୧: ରାଜଧାନୀ ନୂଆଦିଲ୍ଲୀ ମ୍ୟୁନିସିପାଲିଟି ପରିଷଦ (ଏନଡିଏମସି) ର ସମ୍ମିଳନୀ କକ୍ଷରେ ଭାଜପାର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ…

3 years ago

ନୱାବ ମଲିକଙ୍କ ଉପରେ ଏନ୍‌ସିବିର ପାଲଟା ଆକ୍ରମଣ: ଏତେ ପ୍ରମାଣ ଯଦି ଅଛି କୋର୍ଟ କାହିଁକି ଯାଉ ନାହାନ୍ତି ନୱାବ

ମୁମ୍ବାଇ,୭ ।୧୧: ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାରେ ନୱାବ ମଲିକଙ୍କ ଦ୍ୱାରା ସମିର ୱାନଖଡେଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଲଗାଯାଉଛି । ଏବେ ଏହାକୁ…

3 years ago