ଜାତୀୟ

କ୍ଷମା ମାଗନ୍ତୁ ଅଖିଳେଶ: ଯୋଗୀ

ଲକ୍ଷ୍ନୌ,୧ ।୧୧: ମହମ୍ମଦ ଅଲି ଜିନ୍ନାଙ୍କୁ ପ୍ରଶଂସା କରି ଏବେ ଅଡୁଆରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା)…

3 years ago

ନଭେମ୍ବର ୨୬ ପରେ ଗାଁ ଛାଡି ଦିଲ୍ଲୀର ୪ସୀମାରେ ପହଞ୍ଚିବେ କୃଷକ: ରାକେଶ ଟିକାଏତ

ନୂଆଦିଲ୍ଲୀ,୧ ।୧୧: ଭାରତୀୟ କୃଷକ ୟୁନିୟନର ନେତା ରାକେଶ ଟିକାଏତ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସେ ଟୁଇଟ୍ କରି କହିଛନ୍ତି କେନ୍ଦ୍ର ସରକାରଙ୍କ…

3 years ago

ଅଖିଳେଶଙ୍କ ବଡ଼ ଘୋଷଣା, ଲଢ଼ିବିନି ନିର୍ବାଚନ…

ଲକ୍ଷ୍ନୌ,୧।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ପକ୍ଷରୁ ଅଖିଳେଶ ଯାଦବ ବଡ଼ ଘୋଷଣା କରିଛନ୍ତି। ଅଖିଳେଶ କହିଛନ୍ତି ଯେ, ସେ ଆସନ୍ତା ବିଧାନସଭା ନିର୍ବାଚନ…

3 years ago

ସରକାରଙ୍କୁ କୃଷକ ନେତାଙ୍କ ଚେତାବନୀ

ଚଣ୍ଡିଗଡ,୧।୧୧: ମିଳିତ କୃଷକ ମୋର୍ଚ୍ଚାର ସଦସ୍ୟ ତଥା ଭାରତୀୟ କୃଷକ ସଂଘର ପ୍ରଦେଶ ଅଧ୍ୟକ୍ଷ ଗୁରନାମ ସିଂ ଚଢୁନି ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଯଦି କୃଷକଙ୍କୁ ରାସ୍ତାରୁ…

3 years ago

ମହିଳାଙ୍କ ପାଇଁ କଂଗ୍ରେସର ଭିନ୍ନ ଘୋଷଣାପତ୍ର: ମାଗଣା ବସ୍ ଯାତ୍ରା ସହ ମାଗଣା ଗ୍ୟାସ ସିଲିଣ୍ଡର

ଲକ୍ଷ୍ନୌ,୧ ।୧୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଉପରେ କଂଗ୍ରେସ ଖୁବ୍ ଯୋର ଦେଉଛି । ଏବେ ମହିଳା ଭୋଟ ବ୍ୟାଙ୍କ ଉପରେ କଂଗ୍ରେସର ନଜର ରହିଛି…

3 years ago

ଅଣ୍ଡରଓ୍ବାଲର୍‌ଡ ସହ ନବାବ ମଲିକଙ୍କ ରହିଛି ସମ୍ପର୍କ: ଫଡନଭୀସ

ମୁମ୍ବାଇ,୧।୧୧: ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ନବାବ ମଲିକ ଏବେ ଚର୍ଚ୍ଚାରେ ଅଛନ୍ତିି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡନଭୀସଙ୍କ ବିରୋଧରେ ଅତ୍ୟନ୍ତ ଗମ୍ଭୀର…

3 years ago

ଅକ୍ଟୋବରରେ ୧୯ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି…

ଶ୍ରୀନଗର,୧।୧୧: ଅକ୍ଟୋବରରେ ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜାରି ରହିଥିବା ଆତଙ୍କବାଦୀ ବିରୋଧୀ ଅଭିଯାନ ଅପରେଶନ୍‌ ଅଲ୍‌ଆଉଟ୍‌କୁ ସଫଳତା ମିଳିଛି। ମାସକ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ…

3 years ago

ତଳମୁହାଁ ମହାମାରୀ ସଂକ୍ରମଣ…

ନୂଆଦିଲ୍ଲୀ,୧।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ତଳମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୨ ହଜାର…

3 years ago

ଦୀପାବଳି ପୂର୍ବରୁ ମହଙ୍ଗାମାଡ଼, ଗ୍ୟାସ ସିଲିଣ୍ଡର ଦାମ୍‌ ବଢ଼ିଲା ୨୬୮ ଟଙ୍କା…

ନୂଆଦିଲ୍ଲୀ,୧।୧୧: ଦୀପାବଳି ପୂର୍ବରୁ ସାଧାରଣ ଲୋକଙ୍କ ଉପରେ ସରକାର ପୁଣି ମହଙ୍ଗା ମାଡ଼ କରିଛନ୍ତିି। ଗ୍ୟାସସିଲିଣ୍ଡର ଦାମ୍‌ ୨୬୮ ଟଙ୍କା ବଢ଼ିଛି। ଏହାଯୋଗୁ ଖାଉଟିଙ୍କ ଆର୍ଥିକ ମେରୁଦଣ୍ଡ…

3 years ago

ନୌସେନାକୁ ମିଳିଲା ପ୍ରଥମ ପି୧୫ବି ଯୁଦ୍ଧଜାହାଜ

ନୂଆଦିଲ୍ଲୀ, ୧।୧୧: ଭାରତୀୟ ନୌସେନାକୁ ଅକ୍ଟୋବର ୨୮ରେ ପ୍ରଥମ ପି୧୫ବି ଗାଇଡେଡ୍‌-ମିଶାଇଲ ଡେଷ୍ଟ୍ରୟର ମିଳିଛି। ମାଜଗାଁଓ ଡକ୍‌ ଲିମିଟେଡ୍‌ରେ ଉକ୍ତ ଯୁଦ୍ଧଜାହାଜ ନିର୍ମାଣ କରାଯାଉଥିଲା। ପ୍ରୋଜେକ୍ଟ ୧୫ବି’ର…

3 years ago