ଜାତୀୟ

ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ ସଫଳତା, ଜଣେ ଆତଙ୍କବାଦୀ ମୃତ

ଜମ୍ମୁ,୧୧ ।୧୦: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୋମବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ଆତଙ୍କବାଦୀ ନିହତ ହେଇଥିବା ସୂଚନା ମିଳିଛି । ବନ୍ଦିପୋରା…

3 years ago

ମୋଦି ନୀରବ କାହିଁକି

ନୂଆଦିଲ୍ଲୀ,୧୦।୧୦: ଦେଶରେ କୃଷକମାନଙ୍କୁ ହତ୍ୟା କରାଯାଉଛି। ଜରୁରୀ ସାମଗ୍ରୀଗୁଡ଼ିକର ଦରଦାମ ବଢ଼ିବାରେ ଲାଗିଛି। ଏସବୁକୁ ନେଇ ପ୍ରଧାନମନ୍ତ୍ରୀ ନୀବର କାହିଁକି ବୋଲି ରବିବାର କଂଗ୍ରେସ ନେତା ରାହୁଲ…

3 years ago

ଜେଲରେ ୮୫ ଏଚ୍‌ଆଇଭି ପଜିଟିଭ୍‌

ଗୁଆହାଟୀ, ୧୦ା୧୦: ଆସାମର ୨ଟି ଜେଲରେ ମାସକରେ ୮୫ ଜଣ ଏଚ୍‌ଆଇଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଡ୍ରଗ୍ସ ଦ୍ୱାରା ସର୍ବାଧିକ ପ୍ରଭାବିତ ନଗାଓଁ ଜିଲାରେ ଥିବା ସେଣ୍ଟ୍ରାଲ…

3 years ago

ଦିନକ ପାଇଁ ହାଇକମିଶନର…

ରାଜସ୍ଥାନ, ୧୦।୧୦: ରାଜସ୍ଥାନର ଝିଅ ଆଦିତି ମାହେଶ୍ୱରୀ ଗୋଟିଏ ଦିନ ପାଇଁ ଭାରତରେ ବ୍ରିଟିଶ ହାଇ କମିଶନର ହୋଇଛନ୍ତି। ୨୦ ବର୍ଷୀୟା ମାହେଶ୍ୱର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରଣ୍ଡା…

3 years ago

ବିଏସ୍‌ଏନଏଲ୍‌ ୪ଜି ନେଟଓ୍ବାର୍କରୁ ପ୍ରଥମ କଲ୍‌ କଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଏସ୍‌ଏନଏଲ୍‌ ୪ଜି ନେଟଓ୍ବାର୍କରୁ ପ୍ରଥମ ଫୋନ କଲ କରିଛନ୍ତି। ଏନେଇ ସେ ଟୁଇଟ୍‌ ଯୋଗେ ସୂଚନା…

3 years ago

‘ନେତାଗିରି କରିବା ଅର୍ଥ କାହା ଉପରେ ଗାଡ଼ି ଚଢ଼ାଇ ଦେବା ନୁହେଁ’

ଲକ୍ଷ୍ନୌ,୧୦।୧୦: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ହୋଇଥିବା ହିଂସା ପରେ ରାଜ୍ୟ ଭାଜପା ସଭାପତି ସ୍ବତନ୍ତ୍ର ଦେବ ସିଂ ରବିବାର ଦଳୀୟ କର୍ମୀଙ୍କୁ କିଛି ପରାମର୍ଶ ଦେଇଛନ୍ତି।…

3 years ago

ମାଙ୍କଡ ଉପଦ୍ରବ: ଖାଇ ଯାଉଛନ୍ତି ଶିଶୁଙ୍କ କାନ

ଆଲିଗଡ,୧୦।୧୦: ଉତ୍ତର ପ୍ରଦେଶର ଆଲିଡର ନଗଲା ମାନସିଂହ ଅଞ୍ଚଳରେ ମାଙ୍କଡ ପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ମାଙ୍କଡମାନେ ଛୋଟ ପିଲାଙ୍କୁ ଏକୁଟିଆ ଦେଖି ଆକ୍ରମଣ କରୁଛନ୍ତି। ଗତ…

3 years ago

ପୁଅ ବାହାଘରକୁ ନିଜେ ଗାଡ଼ି ଚଲାଇ ଆସିଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୦।୧୦: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କ ବଡ ପୁଅ ନବଜିତ୍‌ ସିଂ ଚାନ୍ନିଙ୍କ ରବିବାର ନିରାଡମ୍ବର ଭାବରେ ବିବାହ ସମ୍ପନ୍ନ ହୋଇଛି। ଡେରାବସ୍ତିର ଅମଲାଲା ଗାଁର…

3 years ago

‘ଦେଶରେ କେବଳ ପ୍ରଧାନମନ୍ତ୍ରୀ, ଅରବପତି ବ୍ୟବସାୟୀଙ୍କୁ ଛାଡି କେହି ସୁରକ୍ଷିତ ନାହାନ୍ତି’

ବାରାଣସୀ,୧୦।୧୦: ଉତ୍ତର ପ୍ରଦେଶର ବାରାଣସୀରେ ଆୟୋଜିତ କିସାନ ନ୍ୟାୟ ସମାବେଶରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ର ତଥା ରାଜ୍ୟରେ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି।…

3 years ago

ଷ୍ଟକ୍‌ ଅଛି କୋଇଲା, ଚିନ୍ତା କରିବାର ଆବଶ୍ୟକତା ନାହିଁ: ଶକ୍ତି ମନ୍ତ୍ରୀ

ନୂଆଦିଲ୍ଲୀ,୧୦।୧୦: ଦେଶର ଅନେକ ରାଜ୍ୟରେ କୋଇଲା ଅଭାବ ଦେଖଦେଇଛି। ଏହି କାରଣରୁ ବିଦ୍ୟୁତ ସଙ୍କଟ ଗଭୀର ହୋଇଥିବାରୁ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂ ଆଜି ଅଧିକାରୀଙ୍କ…

3 years ago