ଜାତୀୟ

ଆଫଗାନିସ୍ତାନରୁ ଆସୁଥିଲା ୯ ହଜାର କୋଟି ଟଙ୍କାର ହେରୋଇନ୍‌

ଅହମଦାବାଦ,୧୯।୯: ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ରାଜସ୍ବ ଗୋଇନ୍ଦା ବିଭାଗ (ଡିଆର୍‌ଆଇ) ୯ ହଜାର କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରିଛି। ଏହି ନିଶାଦ୍ରବ୍ୟ ଆଫଗାନିସ୍ତାନରୁ ଆମଦାନି…

3 years ago

ଭାଜପା ନେତାଙ୍କ ଆତ୍ମହତ୍ୟା

ଛୁରିୟା,୧୯।୯: ଛତିଶଗଡ଼ର ପୂର୍ବତନ ପରିବହନ ମନ୍ତ୍ରୀ ରାଜିନ୍ଦରପାଲ୍‌ ସିଂ ରବିବାର ଆତ୍ମହତ୍ୟା କରିଛନ୍ତି। ସେ ତାଙ୍କ ଭାଇଙ୍କ ସହ ରାଜନନ୍ଦଗାଁରେ ରହୁଥିଲେ। ସା ବେଳେ ତାଙ୍କ ଭାଇ…

3 years ago

ପିଲାମାନେ ଅନ୍‌ଲାଇନରେ କ’ଣ କରୁଛନ୍ତି ଜାଣିବା ପାଇଁ ଏମିତି ନିଷ୍ପତ୍ତି ନେଲା ରାଜସ୍ଥାନ

ଜୟପୁର,୧୯।୯: ପିଲାମାନଙ୍କ ମଧ୍ୟରେ ଅନ୍‌ଲାଇନ ଗେମ୍‌ ନିଶା ବଢ଼ୁଥିବା ଚିନ୍ତାର କାରଣ ପାଲଟିଛି। ଏଭଳି ନିଶାରୁ ପିଲାମାନଙ୍କୁ ସୁରକ୍ଷା ଦେବା ଲାଗି ରାଜସ୍ଥାନ ସରକାର ମାତାପିତା ଓ…

3 years ago

ଜ୍ୟୋତିଷ ଶାସ୍ତ୍ରର ପ୍ରବଳ ବିଶ୍ୱାସୀ ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୯।୯: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ଜ୍ୟୋତିଷ ଶାସ୍ତ୍ରକୁ ଖୁବ୍‌ ମାନନ୍ତି। ଏଥି ପୂର୍ବରୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ସରକାରରେ ସେ ବୈଷୟିକ ଶିକ୍ଷାମନ୍ତ୍ରୀ…

3 years ago

ଚରଣଜିତ୍ ନେଲେ ପଞ୍ଜାବର ଶାସନ ଭାର, ଶପଥ ଗ୍ରହଣ ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ୍‌

ଚଣ୍ଡିଗଡ଼,୧୯ ।୯: ବହୁ ମନ୍ଥନ ପରେ ଶେଷରେ କେବେ ଗଣମାଧ୍ୟମର ଦୃଷ୍ଟି ଗୋଚର ହୋଇ ନ ଥିବା କଂଗ୍ରେସ ନେତା ଚରଣଜିତ୍ ସିଂ ଚାନିଙ୍କୁ ମୁଳିଛି ପଞ୍ଜାବର…

3 years ago

ଦଳ ବଦଳ କରି ମୁଁ କୌଣସି ଇତିହାସ ସୃଷ୍ଟି କରିନାହିଁ: ବାବୁଲ ସୁପ୍ରିୟୋ

କୋଲକତା,୧୯।୯: ରାଜନୀତିରୁ ଅବସର ଘୋଷଣା କରିବା ପରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ଭାରତୀୟ ଜନତା ପାର୍ଟିର ପୂର୍ବତନ ନେତା ବାବୁଲ ସୁପ୍ରିୟୋ ରବବାର ସଫେଇ ଦେଇଛନ୍ତି।…

3 years ago

ଥରିଲା ଅରୁଣାଚଳ ପ୍ରଦେଶ

ଇଟାନଗର,୧୯।୯: ଅରୁଣାଚଳ ପ୍ରଦେଶ ରବିବାର ଭୂକମ୍ପ ଅନୁଭୂତ ହୋଇଛି। ଅରୁଣାଚଳର ଚାଙ୍ଗଲାଙ୍ଗ ଠାରୁ ୭୦ କିଲୋମିଟର ଦୂର ଉତ୍ତର-ପଶ୍ଚିମରେ ୩ଟା୬ ମିନିଟ୍‌ରେ ଭୂକମ୍ପ ଝଟ୍‌କା ଲାଗିଥିବା ଜାତୀୟ…

3 years ago

ପଞ୍ଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୯।୯: ପଞ୍ଜାବରେ ପ୍ରଥମ ଥର ଜଣେ ଦଳିତ ନେତା ମୁଖ୍ୟମନ୍ତ୍ରୀ ଗାଦିରେ ବସିବାକୁ ଯାଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ବିଧାୟକ ଦଳର…

3 years ago

ବାଲ୍ୟ ବିବାହ ମାମଲା କର୍ନାଟକରେ ସର୍ବାଧିକ

ନୂଆଦିଲ୍ଲୀ,୧୯।୯: ଗତବର୍ଷ ଅପେକ୍ଷା ଦେଶରେ ଖୁବ୍‌ ବୃଦ୍ଧି ପାଇଛି ବାଲ୍ୟ ବିବାହ ମାମଲା। ଏହା ଦର୍ଶାଇଛି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି)ର ୨୦୨୦ ରିପୋର୍ଟ। ବାଲ୍ୟ ବିବାହ…

3 years ago

ଚରଣଜିତ୍ ସିଂ ଚାନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୯ ।୯: ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତଙ୍କ ଟୁଇଟର ସୂଚନା ଅନୁଯାୟୀ ଚରଣଜିତ୍ ସିଂ ଚାନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ । ସେ ଟୁଇଟ୍…

3 years ago