ଜାତୀୟ

କାଉଡ଼ି ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲେ ଉତ୍ତରାଖଣ୍ଡ ସରକାର

ଡେରାଡୁନ,୬।୭: ଚଳିତ ବର୍ଷ ଜୁଲାଇ ୨୫ରୁ ଆରମ୍ଭ ହେବ କାଉଡ଼ି ଯାତ୍ରା। ହେଲେ ଦେଶରେ ଜାରି ରହିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ଥର ମଧ୍ୟ…

3 years ago

କନ୍ୟାଙ୍କୁ ବରଣମାଳା ପିନ୍ଧାଇ ଟଏଲେଟ୍‌ ଯାଉଛି କହି ମଣ୍ଡପରୁ ବର ଛୁ’: ଆଉ ତା’ପରେ

ଜୟପୁର,୬।୭: ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। କନ୍ୟାଙ୍କୁ ବରଣମାଳା ପିନ୍ଧାଇ ଟଏଲେଟ୍‌ ଯାଉଛି କହି ବର କେଉଁ ଆଡେ ପଳାଇ ଯାଇଥିଲେ। କନ୍ୟା ଘର…

3 years ago

ଟ୍ୟୁସନ ଫି ନ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୋପାଳ,୬ ।୭: ସାରା ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ କହିଛନ୍ତି ଆଗାମୀ ତୃତୀୟ ଲହର…

3 years ago

ଗର୍ଲଫ୍ରେଣ୍ଡଙ୍କ ସହ କଥା ହେବାକୁ ବାପା ମନା କରିବାରୁ ପୁଅ ନେଲେ ଏମିତି ନିଷ୍ପତ୍ତି

କାନପୁର,୬।୭: ଉତ୍ତରପ୍ରଦେଶର ଅରୈୟାଠାରେ ଜଣେ ପୁଅ ନିଜ ବାପାଙ୍କୁ ର୍ନିଦ୍ଦୟ ଭାବରେ ହତ୍ୟା କରିଛନ୍ତି। ବାପାଙ୍କ ଏକମାତ୍ର ଦୋଷ ଥିଲା ଯେ, ସେ ତାଙ୍କ ପୁଅର ପ୍ରେମ…

3 years ago

ପଶ୍ଚିମବଙ୍ଗରେ ପାଳନ କରାଯିବ ‘ଖେଲୋ ହୋବେ ଦିବସ’

କୋଲକାତା,୬ ।୭: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ବହୁମତରେ ବିଜୟ ଲାଭ କରି ତୃତୀୟ ଥର ଲାଗି ଶାସନ ଭାର ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ…

3 years ago

ଗୃହ ବାହାରେ ଭାଜପା ବିଧାୟକଙ୍କ ଅଲଗା ମୌସୁମୀ ଅଧିବେଶନ: ନିଲମ୍ବନକୁ କରାଯାଉଛି ବିରୋଧ

ମୁମ୍ବାଇ,୬ ।୭: ମହାରାଷ୍ଟ୍ର ବିଧାନସଭାରେ ସୋମବାର ବାଚସ୍ପତି ଭାରତୀୟ ଜନତା ପାର୍ଟି(ଭାଜପା)ର ୧୨ ବିଧାୟକଙ୍କୁ ଗାଳି-ଗୁଲଜ ଓ ଅସମ୍ମାନ କରିବା ଅଭିଯୋଗରେ ଏକ ବର୍ଷ ପାଇଁ ନିଲମ୍ବ…

3 years ago

ଦେଶରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ ମର୍ଡନା ଟିକା

ନୂଆଦିଲ୍ଲୀ,୬।୭: କରୋନାର ଚତୁର୍ଥ ଟିକା ଖୁବ୍‌ଶୀଘ୍ର ଦେଶରେ ଉପଲବ୍ଧ ହେବାକୁ ଯାଉଛି। ଜୁଲାଇ ୧୫ସୁଦ୍ଧା ଦେଶର କେତେକ ହସ୍ପିଟାଲରେ ମର୍ଡନା ଟିକା ଉପଲବ୍ଧ ହେବ ବୋଲି ସୂଚନା…

3 years ago

ଆସାମର ୭ ଜିଲାରେ ସମ୍ପୂର୍ଣ୍ଣ ଲକଡାଉନ୍‌

ଗୁଆହାଟି,୬ ।୭: କରୋନା ସଂକ୍ରମଣକୁ ଦେଖି ଏବେବି ଦେଶର ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍ ବଳବତ୍ତର ରହିଛି । କିଛି ରାଜ୍ୟରେ ଆଶିଂକ କୋହଳ କରାଯାଇଥିବା ବେଳେ ଆଉ…

3 years ago

କେବଳ ପୁରୀରେ ହେବ ରଥଯାତ୍ରା, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୬।୭: ଚଳିତ ବର୍ଷ କେବଳ ପୁରୀରେ ହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଓଡ଼ିଶାର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହି ବୋଲି ସୁପ୍ରିମ୍‌କୋର୍ଟଙ୍କ…

3 years ago

କରୋନାରେ ମୃତ୍ୟୁ ହୋଇଥିଲେ ମିଳିବ ୫୦ ହଜାର ଟଙ୍କା

ନୂଆଦିଲ୍ଲୀ,୬ ।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବେ ଏକ ବଡ ଘୋଷଣା କରିଛନ୍ତି । ଯେଉଁମାନଙ୍କର କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ପରିଜନଙ୍କୁ ସରକାରଙ୍କ ପକ୍ଷରୁ…

3 years ago