ଜାତୀୟ

ସୁରକ୍ଷାକର୍ମୀଙ୍କୁ ସଫଳତା: ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର,୬।୫: ଜମ୍ମୁ-କଶ୍ମୀରର ଶୋପିଆନ ଜିଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାସହ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି।…

3 years ago

ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା: ଦିନକରେ ୪,୧୩ ଲକ୍ଷ ସଂକ୍ରମିତ, ୩,୯୮୨ ମୃତ

ନୂଆଦିଲ୍ଲୀ,୬।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ କରୋନା…

3 years ago

କୋଭିଡ୍‌ ବେଳେ ଯୋଗୀ ଆଦିତ୍ୟନାଥଙ୍କ ଗୋରୁ ସୁରକ୍ଷା ଚିନ୍ତା

ଲକ୍ଷ୍ନୌ, ୫ା୫ : କୋଭିଡ୍‌-୧୯ କାରଣରୁ ଉତ୍ତର ପ୍ରଦେଶରେ ଶହ ଶହ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେଉଥିବାବେଳେ ଗୋରୁ ସୁରକ୍ଷାକୁ ପ୍ରଧାନ୍ୟ ଦେଉଛି ଯୋଗୀ ଆଦିତ୍ୟନାଥଙ୍କ ସରକାର।…

3 years ago

‘ ମମତାଙ୍କ ହାତରେ ଲାଗିସାରିଛି ରକ୍ତ ’

କୋଲକାତା, ୫ା୫ - ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାତରେ ଲାଗିସାରିଛି ରକ୍ତ। ଗତ ବର୍ଷ ଅମ୍ଫାନ, ଏଥର ପଶ୍ଚିମବଙ୍ଗବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ମମତା ଫାନ।…

3 years ago

ପୁଣି ୨ ମାସ ମିଳିବ ମାଗଣା ଖାଦ୍ୟ

ନୂଆଦିଲ୍ଲୀ, ୫।୫: କରୋନା ସଙ୍କଟ ବେଳେ ଦେଶର ପ୍ରାୟ ୮୦ କୋଟି ଲୋକଙ୍କୁ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏଓ୍ବାଇ)ରେ ୨ ମାସ…

3 years ago

‘ ମାର୍ଚ୍ଚ ଆରମ୍ଭରୁ ଭୟାବହତା ନେଇ ସରକାରଙ୍କୁ ଚେତାଇ ଦେଇଥିଲୁ ’

ନୂଆଦିଲ୍ଲୀ,୫।୫ : ମାର୍ଚ୍ଚ ଆରମ୍ଭରୁ ସରକାରଙ୍କ ନିକଟରେ କୋଭିଡ୍‌-୧୯ର ନୂଆ ଭ୍ୟାରିଆଣ୍ଟ୍ସ ସମ୍ପର୍କରେ ଚିନ୍ତା ବ୍ୟକ୍ତ କରିିଥିଲୁ। ଏହା ଦ୍ୱାରା ଦେଶରେ ଆକ୍ରାନ୍ତଙ୍କ ସହ ମୃତ୍ୟୁ ସଂଖ୍ୟା…

3 years ago

ଜି୭ ବୈଠକରେ ଯୋଗଦେବାକୁ ଯାଇଥିବା ୨ ଭାରତୀୟ ପ୍ରତିନିଧି କରୋନା ସଂକ୍ରମିତ

ଲଣ୍ଡନ,୫।୫: ଲଣ୍ଡନରେ ଅନୁଷ୍ଠିତ ହେବାକୁ ଥିବା ଜି ୭ ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବାକୁ ଯାଇଥିବା ଭାରତର ୨ ଜଣ ପ୍ରତିନିଧି କୋଭିଡ୍‌ ପଜିଟିଭ୍‌ ଚିହ୍ନଟ…

3 years ago

ଅକ୍ସିଜେନ ଅଭାବରୁ ଚାଲିଗଲା ୧୩ କୋଭିଡ୍‌ ଆକ୍ରାନ୍ତଙ୍କ ଜୀବନ : ଜିଲା ଅଧିକାରୀ ମାନିବାକୁ ନାରାଜ

ଚେନ୍ନାଇ,୫।୫ : ଅକ୍ସିଜେନ ଯୋଗାଣ ବ୍ୟବସ୍ଥାରେ ବାଧା ସୃଷ୍ଟି ହେବାରୁ ଚେନଗାଲପାଟୁ ସରକାରୀ ହସ୍ପିଟାଲରେ ଚାଲିଯାଇଛି ୧୩ ଗୁରୁତର କୋଭିଡ୍‌ ଆକ୍ରାନ୍ତଙ୍କ ଜୀବନ। କିନ୍ତୁ ଜିଲା ସ୍ବାସ୍ଥ୍ୟ…

3 years ago

ଦରକାର ନ ଥିଲେ ଆର୍‌ଟି-ପିସିଆର୍‌ ଟେଷ୍ଟ କରନ୍ତୁ ନାହିଁ

ନୂଆଦିଲ୍ଲୀ, ୫ା୫: କୋଭିଡ ପରୀକ୍ଷା ପାଇଁ ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର) ପକ୍ଷରୁ ନୂତନ ଗାଇଡ୍‌ଲାଇନ ଜାରି ହୋଇଛି। ଆବଶ୍ୟକ ନ ଥିଲେ ଆର୍‌ଟି-ପିସିଆର୍‌…

3 years ago

ବାପାଙ୍କ ଜୁଇ ଉପରକୁ ଡେଇଁଲା ଝିଅ

ବର୍ମେର,୫।୫ : ରାଜସ୍ଥାନର ବର୍ମେରରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା। ବାପାଙ୍କ ଜୁଇ ଉପରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ୩୪ ବର୍ଷୀୟା ମହିଳା। ମହିଳାଙ୍କୁ…

3 years ago