ଜାତୀୟ

ମୁମ୍ବାଇରେ ପହଞ୍ଚିଲା ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ

ମୁମ୍ବାଇ,୨୩।୪: ବିଶାଖାପାଟଣାରୁ ଗୁରୁବାର ବାହାରିଥିବା ‘ଅକ୍ସିଜେନ ଏକ୍ସପ୍ରେସ’ ଶୁକ୍ରବାର ସନ୍ଧ୍ୟାରେ ମହାରାଷ୍ଟ୍ରର ନାଗପୁରରେ ପହଞ୍ଚିଛି। ଏଥିରେ ୭ଟି ଜୀବନ ରକ୍ଷାକାରୀ ମେଡିକାଲ ଗ୍ୟାସ ଭର୍ତ୍ତି ଟ୍ୟାଙ୍କ ରହିଛି।…

3 years ago

ରେଳ ଧାରଣାରୁ ଶିଶୁକୁ ଉଦ୍ଧାର କରିଥିବା ରେଲ୍‌ଓ୍ବେ କର୍ମୀଚାରୀଙ୍କୁ ମିଳିଲା ଜାଓ୍ବା ମୋଟରସାଇକେଲ

ମୁମ୍ବାଇ,୨୩।୪: ଭଙ୍ଗାନୀ ରେଲଓ୍ବେ ଷ୍ଟେଶନର ରେଳ ଧାରଣରୁ ନିଜ ଜୀବନକୁ ବାଜି ଲଗାଇ ଶିଶୁକୁ ଉଦ୍ଧାର କରିଥିବା ପଏଣ୍ଟସମ୍ୟାନ ମୟୂର ଶେଲକେଙ୍କୁ ଶୁକ୍ରବାର ମିଳିଛି ଏକ ନୂଆ…

3 years ago

ଜର୍ମାନୀରୁ ଭାରତ ମଗାଇବ ୨୩ ଅକ୍ସିଜେନ ପ୍ରଦାନକାରୀ ପ୍ଲାଣ୍ଟ

ନୂଆଦିଲ୍ଲୀ,୨୩।୪: ପ୍ରତିରକ୍ଷା ମନ୍ତ୍ରଣାଳୟ ଜର୍ମାନୀରୁ ୨୩ଟି ମୋବାଇଲ ଅକ୍ସିଜେନ ପ୍ରଦାନକାରୀ ପ୍ଲାଣ୍ଟ (ଉଦ୍ଭିଦ) ମଗାଇବାକୁ ନିଷ୍ପତ୍ତି ନେଇଛି। ପ୍ରତ୍ୟେକ ପ୍ଲାଣ୍ଟ ମିନିଟ୍‌ ପିଛା ୪୦ ଲିଟର ଅକ୍ସିଜେନ…

3 years ago

ଶେଷ ହେଲା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୨୩।୪: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌.ଏ. ବୋବଡେଙ୍କ କାର୍ଯ୍ୟକାଳ ଶୁକ୍ରବାର ଶେଷ ହୋଇଛି। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଏବଂ ସୁପ୍ରିମକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ତାଙ୍କୁ…

3 years ago

ନବଜାତ କନ୍ୟାକୁ ଘରକୁ ଆଣିବା ପାଇଁ ହେଲିକପ୍ଟର ଡକାଇଲେ ବାପା

ନାଗପୁର,୨୩।୪: ରାଜସ୍ଥାନର ନାଗପୁର ଜିଲାରେ ଜଣେ ବ୍ୟକ୍ତି ନିଜ ନବଜାତ କନ୍ୟାକୁ ଘରକୁ ଆଣିବା ପାଇଁ ହେଲିକପ୍ଟର ବ୍ୟବହାର କରିଛନ୍ତି। ହନୁମାନ ପ୍ରଜାପତଙ୍କ ପତ୍ନୀ ଚୁକି ଦେବୀ…

3 years ago

ଦୁଇ ମାସ ମାଗଣାରେ ମିଳିବ ରାସନ

ନୂଆଦିଲ୍ଲୀ,୨୩।୪: ଭାରତରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏଥିରେ ପ୍ରଭାବିତ ହେଉଥିବା ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଲଗାଯାଇଛି। ଫଳରେ ଗରିବ ଲୋକମାନେ ଅସୁବିଧାର…

3 years ago

ଆଉ ଏକ କରୋନା ଔଷଧକୁ ଭାରତରେ ମିଳିଲା ସବୁଜ ସଙ୍କେତ: ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ୟବହାର କରିବେ ରୋଗୀ

ନୂଆଦିଲ୍ଲୀ,୨୩।୪: ଦିନକୁ ଦିନ ଚିନ୍ତା ବଢ଼ାଇବାରେ ଲାଗିଛି କରୋନାର ଦ୍ୱିତୀୟ ଲହର। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଡାକ୍ତରଖାନାରେ ଅକ୍ସିଜେନ୍‌ ଅଭାବ ପରିଲକ୍ଷିତ ହେଉଛି। ଏପରିସ୍ଥଳେ…

3 years ago

୧୩ ମାସ ମଧ୍ୟରେ ଏହି ଗାଁରୁ ବାହାରି ନାହାନ୍ତି ଗୋଟିଏ ବି କରୋନା ପଜିଟିଭ୍‌

ବର୍ତ୍ତମାନ ଆମ ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଛି। ଏପରି ସ୍ଥିତିରେ କେତେକ ରାଜ୍ୟରେ ଅକ୍ସିଜେନର ଅଭାବ ପରିଲକ୍ଷିତ ହୋଇଛି। ରୋଗୀମାନଙ୍କୁ ବେଡ୍‌ ବି ମିଳୁନି। ଏପଟେ…

3 years ago

ଗଙ୍ଗା ନଦୀକୁ ଖସିପଡିଲା ଜିପ୍‌: ୯ ଜଣଙ୍କ ଜୀବନ ଗଲା

ପାଟନା,୨୩।୪: ବିହାରର ରାଜଧାନୀ ପାଟନା ଦାନାପୁରରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏଠାରେ ପିପା ବ୍ରିଜ ଦେଇ ଯାଉଥିବା ଏକ ଜିପ ଗଙ୍ଗା ନଦୀକୁ ଖସିପଡିଛି। ଏହି…

3 years ago

ମୋଦିଙ୍କୁ ଅନୁରୋଧ କଲେ କେଜ୍‌ରିଓ୍ବାଲ: ସେନା ହାତକୁ ଦିଆଯାଉ ସବୁ ଅକ୍ସିଜେନ୍‌ ପ୍ଲାଣ୍ଟ

ନୂଆଦିଲ୍ଲୀ,୨୩।୪: କରୋନା ମହାମାରୀ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି। ଦିଲ୍ଲୀ ସମେତ ଅନେକ ରାଜ୍ୟର ଡାକ୍ତରଖାନାରେ ଆଜିକାଲି ଅମ୍ଳଜାନ ଅଭାବ ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି…

3 years ago