ଜାତୀୟ

ଅକ୍ଷମତା ପ୍ରକାଶ କଲେ ସୋନୁ ସୁଦ

ନୂଆଦିଲ୍ଲୀ, ୨୦।୪: ଗତ ବର୍ଷ କରୋନା ମହାମାରୀ ସମୟରେ ପ୍ରବାସୀ ଓ ଶ୍ରମିକଙ୍କ ପାଇଁ ହିରୋ ସାଜିଥିଲେ ବଲିଉଡ୍‌ ଆକ୍ଟର ସୋନୁ ସୁଦ। କିନ୍ତୁ କରୋନାର ଦ୍ୱିତୀୟ…

3 years ago

ଏହି ରାଜ୍ୟ ୮ ଦିନିଆ ଲକ୍‌ଡାଉନ୍‌ ଘୋଷଣା

ରାଞ୍ଚି,୨୦।୪: ସାରା ଦେଶରେ କରୋନା କାୟା ବିସ୍ତାର କରିଛି। କରୋନାକୁ ଦୃଷ୍ଟିରେ ରଖି ବିଭିନ୍ନ ଗାଇଡଲାଇନ୍‌ ଜାରି କରାଯାଇଛି। ମଙ୍ଗଳବାର ଝାଡଖଣ୍ଡ ସରକାର ରାଜ୍ୟରେ ୮ ଦିନିଆ…

3 years ago

ରାହୁଲ ଗାନ୍ଧୀଙ୍କୁ କରୋନା

ନୂଆଦିଲ୍ଲୀ,୨୦।୪: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଏହି ବିଷୟରେ ସୂଚନା ଦେଇଛନ୍ତି।…

3 years ago

ସ୍ତ୍ରୀଙ୍କଠାରୁ ଦୂରେଇ ରହିଲେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୨୦।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ତାଙ୍କ ସ୍ତ୍ରୀ ସୁନୀତା କେଜରିଓ୍ବାଲଙ୍କଠାରୁ ଦୂରେଇ ରହିଛନ୍ତି। ସୁନୀତାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ମୁଖ୍ୟମନ୍ତ୍ରୀ…

3 years ago

ମସଜିଦ୍‌ରେ କୋଭିଡ଼ ସେଣ୍ଟର…

ଅହମଦାବାଦ,୨୦।୪: ଗୁଜରାଟରେ କରୋନା ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ଦିନ କୁ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ହସ୍ପିଟାଲରେ ଆଉ ବେଡ୍‌ ଖାଲି ନାହିଁ।…

3 years ago

ଉତ୍ତରପ୍ରଦେଶର ୫ ସହରରେ ଜାରି ହେବନି ଲକ୍‌ଡାଉନ୍‌: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦।୪: ଉତ୍ତରପ୍ରଦେଶର ୫ ସହରରେ ଜାରି ହେବନି ଲକ୍‌ଡାଉନ୍‌। ଏନେଇ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ପୂର୍ବରୁ ଆହ୍ଲାବାଦ୍‌ ହାଇକୋର୍ଟ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି…

3 years ago

ଗର୍ଭବତୀ ଡିଏସ୍‌ପିଙ୍କ ଭିଡ଼ିଓ ଭାଇରାଲ…

ଦନ୍ତେଓ୍ବାଡ଼ା,୨୦।୪: ଛତିଶଗଡ଼ରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ମହାମାରୀ ଅଣାୟତ୍ତ ହେଉଥିବାରୁ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ସମ୍ପ୍ରତି ଦନ୍ତେଓ୍ବାଡ଼ାରେ କାର୍ଯ୍ୟ କରୁଥିବା ଗର୍ଭବତୀ…

3 years ago

ପର୍ତ୍ତୁଗାଲ, ଫ୍ରାନ୍ସ ଗସ୍ତ ବାତିଲ କରିପାରନ୍ତି ମୋଦି

ନୂଆଦିଲ୍ଲୀ,୨୦।୪: ଦେଶରେ କରୋନା ଆତଙ୍କ ଖେଳାଇଛି। ଭାରତ କରୋନାର ଦ୍ୱିତୀୟ ଲହରର ସମ୍ମୁଖୀନ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପର୍ତ୍ତୁଗାଲ ଏବଂ ଫ୍ରାନ୍ସ…

3 years ago

ଭକ୍ତଙ୍କୁ ଅପିଲ: ରାମନବମୀରେ ଅଯୋଧ୍ୟା ନ ଆସି ଘରେ କରନ୍ତୁ ପୂଜାପାଠ

ଅଯୋଧ୍ୟା,୨୦।୪: ପ୍ରଭୁ ରାମଙ୍କ ନଗରୀ ଅଯୋଧ୍ୟାରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଅଯୋଧ୍ୟା ସନ୍ଥ ସମାଜର ସଭାପତି, କହ୍ନେୟା ଦାସ ଏବଂ ରଙ୍ଗ ମହଲ ମନ୍ଦିର ମହନ୍ତ…

3 years ago

ଲୋକେ ନିଜେ ଜାରି କଲେ ୧୦ ଦିନିଆ ଲକ୍‌ଡାଉନ୍‌…

ଅହମଦାବାଦ,୨୦।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ କେତେକ ଅଞ୍ଚଳରେ ସ୍ଥାନୀୟ ଲୋକେ ସରକାର ଅବା ସ୍ଥାନୀୟ ପ୍ରଶାସନର ଅନୁମତି…

3 years ago