ଜାତୀୟ

ମହାରାଷ୍ଟ୍ରରେ କରୋନା ଟିକା ଅଭାବ

ମୁମ୍ବାଇ,୭।୪: କରୋନା ସଂକ୍ରମଣ ଯୋଗୁ ମହାରାଷ୍ଟ୍ରରେ ସ୍ଥିତି ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟରେ କରୋନା ଟିକାର ଅଭାବ ରହିଥିବା ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି।…

3 years ago

ବିପ୍ଲବ କୁମାର ଦେବ କରୋନା ପଜିଟିଭ୍‌

ଅଗରତାଲା,୭।୪: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ହୋମ୍‌ ଆଇସୋଲେଶନରେ ରହିଛନ୍ତି। ଏସମ୍ପର୍କରେ ବିପ୍ଲବ ନିଜ ଟୁଇଟର…

3 years ago

ପୁଣି ରାଜ୍ୟରେ ବନ୍ଦ ହେଲା ସ୍କୁଲ

ରାଞ୍ଚି,୭।୪: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡରେ ପୁଣି ଥରେ ସ୍କୁଲ ବନ୍ଦ…

3 years ago

ମୋଦିଙ୍କ କାନରେ ଏଭଳି କହିଲେ ମୁସଲମାନ୍‌ ଯୁବକ…

କୋଲକାତା,୭।୪: ପଶ୍ଚିମବଙ୍ଗରେ ଏପ୍ରିଲ ୩ରେ ସୋନାରପୁରଠାରେ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ଯୋଗଦେଇଥିଲେ। ଏହି ସମୟରେ ମୁସଲମାନ ଯୁବକ ଜୁଲଫିକର ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ୍‌ କରିଥିଲେ। ହେଲିପ୍ୟାଡ୍‌ ନିକଟରେ…

3 years ago

ମତଦାନ ପରେ ସ୍କୁଟିରେ ବୁହା ହେଲା ଇଭିଏମ୍‌: ନିର୍ବାଚନ ଆୟୋଗଙ୍କୁ ସ୍ପଷ୍ଟିକରଣ ମାଗିଲେ ରାଜନୈତିକ ଦଳ

ଚେନ୍ନାଇ,୭।୪: ତାମିଲନାଡୁରେ ୨୩୪ଟି ବିଧାନସଭା ଆସନ ପାଇଁ ମଙ୍ଗଳବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମତଦାନ ପରେ ସ୍କୁଟିରେ ଇଭିଏମ୍‌ ବୁହା ହେବା ଘଟଣା ସାମ୍ନାକୁ ଆସିଛି। ଏହାକୁ…

3 years ago

ସେଲ୍‌ଫି ନେବାବେଳେ ପ୍ରଶଂସକଙ୍କ ଫୋନ୍‌ ଛଡ଼ାଇନେଲେ ଏହି ସୁପରଷ୍ଟାର: କାରଣ ଜାଣିଲେ…

ନୂଆଦିଲ୍ଲୀ,୭।୪: ତାମିଲନାଡୁ ବିଧାନସଭା ନିର୍ବାଚନରେ ସୁପରଷ୍ଟାରମାନେ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ମଙ୍ଗଳବାର ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ, ବିଜୟ, ଅଜିତ କୁମାର, କମଲ ହାସନ, ଶ୍ରୁତି ହାସନ,…

3 years ago

ଶ୍ରୁତିଙ୍କ ବିରୋଧରେ ଭାଜପାର ଅଭିଯୋଗ

ଚେନ୍ନାଇ,୭।୪: ବର୍ତ୍ତମାନ ଦେଶରେ ଗୋଟିଏ ପଟେ କରୋନା ଆତଙ୍କ ଖେଳାଇଥିବା ବେଳେ ଅନ୍ୟପଟେ ନିର୍ବାଚନୀ ମାହୋଲ ରହିଛି। ନିକଟରେ ୩ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶରେ…

3 years ago

ମାଡ଼ି ଆସୁଛି ନୂଆ ବିପଦ: ଦିଲ୍ଲୀ ପାଲଟିଛି ମଶା ରାଜଧାନୀ

ନୂଆଦିଲ୍ଲୀ,୭।୪: କରୋନା ସଂକ୍ରମଣ ନେଇ ଦିଲ୍ଲୀର ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏବେ କରୋନା ସହିତ ଦିଲ୍ଲୀରେ ନୂଆ ବିପଦ ମାଡ଼ି ଆସୁଛି। ରାଜଧାନୀ ଦିଲ୍ଲୀରେ ମଶା…

3 years ago

ମୁଲାୟମ୍‌ଙ୍କ ଝିଆରିଙ୍କୁ ବିଜେପି ଟିକଟ

ଲକ୍ଷ୍ନୌ,୭।୪: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍‌ ସିଂହ ଯାଦବଙ୍କ ଝିଆରି ସନ୍ଧ୍ୟା ଯାଦବଙ୍କୁ ଭାଜପା ପକ୍ଷରୁ ଜିଲା ପଞ୍ଚାୟତ ପାଇଁ ଟିକଟ ମିଳିଛି। ଘିରୋରର ଓ୍ବାର୍ଡ ନଂ୧୮ରୁ…

3 years ago

୪୦ ଡାକ୍ତର କରୋନା ପଜିଟିଭ୍‌

ଲକ୍ଷ୍ନୌ,୭।୪: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଥିବା କିଙ୍ଗ୍‌ ଜର୍ଜ ମେଡିକାଲ କଲେଜର ୪୦ ଜଣ ଡାକ୍ତରଙ୍କ ମନୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେମାନଙ୍କ ମଧ୍ୟରେ କୁଳପତି ଡ.…

3 years ago