ଜାତୀୟ

ଅଜବ ଅଭିଯାନ: ମାସ୍କ ନ ପିନ୍ଧିଥିବା ଲୋକଙ୍କର ଆଳତୀ କଲେ ବ୍ୟବସାୟୀ

ବାରାଣସୀ,୫।୪: କରୋନା ସଂକ୍ରମଣ ଏବେ ସାରା ରାଜ୍ୟରେ ବଢ଼ିବାରେ ଲାଗିଛି। ଗତ ୪ ଦିନରେ ଉତ୍ତରପ୍ରଦେଶ ବାରାଣସୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧ହଜାରରୁ ଉର୍ଦ୍ଧ୍ୱ ରହିଛି।…

3 years ago

୭୫ ବର୍ଷ ବୟସରେ ୯୨ ଥର ହାରିଲେଣି ଏହି ପ୍ରାର୍ଥୀ: ତଥାପି ଛାଡିନି ଲଢିବାର ନିଶା

ଲକ୍ଷ୍ନୌ,୫।୪: ଏବେ ଦେଶରେ ଚାଲିଛି ନିର୍ବାଚନ ଋତୁ। ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଉତ୍ତର ପ୍ରଦେଶରେ ପଞ୍ଚାୟନ ନିର୍ବାଚନ ମଧ୍ୟ ହେବାକୁ ଯାଉଛି। ଏଥରେ…

3 years ago

ସ୍ତ୍ରୀଙ୍କୁ ଯିଏ ଆଣିବ ଫେରାଇ, ତାଙ୍କୁ ଦେବି ଭୋଟ…

ଲକ୍ଷ୍ନୌ,୫।୪: ଉତ୍ତରପ୍ରଦେଶରେ ଆଗକୁ ପଞ୍ଚାୟତ ନିର୍ବାଚନ ହେବ। ତେବେ ନିର୍ବାଚନରେ ପ୍ରାର୍ଥୀଙ୍କୁ ଭୋଟ ଦେବାନେଇ ଜଣେ ଭୋଟର ଅଜବ ସର୍ତ୍ତ ରଖିଛନ୍ତି। ସ୍ଥାନୀୟ ରହିମାବାଦ ଅଞ୍ଚଳର ରାମନଗରରେ…

3 years ago

କରୋନା ଆତଙ୍କ: ୯ସ୍କୁଲ ଛାତ୍ରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୫।୪: ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ସୋମବାର ପଶ୍ଚିମ ଦିଲ୍ଲୀର ଗୋଟିଏ ସ୍କୁଲରେ ୯ଜଣ ଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ଜଣାପଡ଼ିବା…

3 years ago

ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଏଜାଜ ଖାଁ କରୋନା ପଜିଟିଭ୍‌

ମୁମ୍ବାଇ,୫।୪: ସାରା ଦେଶରେ ପୁଣି ଥରେ କରୋନା କାୟା ବିସ୍ତାର କରିଚାଲିଛି। କରୋନାର ଦ୍ୱିତୀୟ ଲହର ଭୟାବହ ରୂପ ଧାରଣ କରିବାରେ ଲାଗିଛି। ଏହି ନୂଆ ଷ୍ଟ୍ରେନ୍‌…

3 years ago

୧୦୦ କୋଟି ବଟି ଆଦାୟ ମାମଲାର ଯାଞ୍ଚ୍‌ କରିବ ସିବିଆଇ: ହାଇକୋର୍ଟ

ମୁମ୍ବାଇ,୫।୪: ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ଆବେଦନ ଉପରେ ବିଚାର କରି ହାଇକୋର୍ଟ ସୋମବାର ବଡ଼ ଫଇସଲା ଶୁଣାଇଛନ୍ତି। ୧୦୦କୋଟି ଟଙ୍କାର ବଟି ଆଦାୟ ମାମଲାର…

3 years ago

ମତଦାନର ଗୋଟିଏ ଦିନ ପୂର୍ବରୁ ଭୋଟର ଲିଷ୍ଟରୁ ଶଶିକଳାଙ୍କ ନାମ ଗାଏବ

ଚେନ୍ନାଇ,୫।୪: ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଅର୍ଥାତ୍‌ ଏପ୍ରିଲ ୬ରେ ମତଦାନ ହେବାକୁ ଯାଉଛି। ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ନିକଟତମ ବନ୍ଧୁ ଶଶିକଳାଙ୍କ…

3 years ago

୨୪ ଘଣ୍ଟାରେ ୪୫ ଜଙ୍ଗଲରେ ନିଆଁ

ଡେରାଡୁନ୍‌,୫।୪: ଉତ୍ତରାଖଣ୍ଡରେ ଗୋଟିଏ ଦିନରେ ୪୫ଟି ଜଙ୍ଗଲରେ ନିଆଁ ଲାଗିଛି। ରବିବାର ଏଭଳି ଘଟିଥିବା ଜଣାପଡ଼ିଛି। ଏହାଯୋଗୁ ୪ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି…

3 years ago

ମମତାଙ୍କୁ ସାହା ହେବେ ଜୟା

କୋଲକତା,୫।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ର ତୃତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ ୬ରେ ଭୋଟଗ୍ରହଣ ହେବ। ଏପର୍ଯ୍ୟନ୍ତ ଅନୁଷ୍ଠିତ ଦୁଇ ପର୍ଯ୍ୟାୟ ମତଦାନରେ ଉଭୟ ତୃଣମୂଳ କଂଗ୍ରେସ…

3 years ago

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଅମିତ ଶାହା

ରାୟପୁର,୫।୪: ଛତିଶଗଡର ବିଜାପୁରରେ ହୋଇଥିବା ନକ୍ସଲ ଆକ୍ରମଣରେ ୨୨ ଯବାନ ଶହୀଦ ହୋଇଛନ୍ତି। ଶହୀଦଙ୍କ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର…

3 years ago